Browsing Category

ମନୋରଞ୍ଜନ

ସୁଟିଂ ସେଟରେ ସବୁଠାରୁ ଅଧିକ ନିଶା ସେବନ କରନ୍ତି ଚକୋଲେଟ ହୀରୋ ରଣବୀର କପୁର ! ସ୍କୁଲ ସମୟରୁ ଥିଲେ ଡ୍ରଗ୍ସର ଶିକାର

ବଲିଉଡର ଚକୋଲେଟ ହୀରୋ ରଣବୀର କପୁର ସିନେମାରେ ନିଜର ଅଭିନୟ ସହ ନିଜର ଲୁକକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି । ଏହାସହ ସିନେ ଜଗତରେ ତାଙ୍କର ପ୍ରେମ ସଂପର୍କ ଖବର ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କିନ୍ତୁ ରଣବୀର ଏବେ ପୁଣିଥରେ ନିଜର ନିଶା ଅଭ୍ୟାସ ଯୋଗୁଁ ଅଛନ୍ତି ଚର୍ଚ୍ଚାରେ । ଆପଣ…
Read More...

ବଲିଉଡ୍ ବ୍ୟାଣ୍ଡରେ ଝୁମିଲା ଭୁବନେଶ୍ୱର : ବଲିଉଡ୍ ସଂଗୀତକାର ସଲିମ ଓ ସୁଲେମାନଙ୍କ କଣ୍ଠରେ ନାଚିଲେ ଜନତା

କନକ ବ୍ୟୁରୋ : ବଲିଉଡ୍ ବ୍ୟାଣ୍ଡରେ ଝୁମିଲା ଭୁବନେଶ୍ୱର । ବଲିଉଡ୍ ସଂଗୀତକାର ସଲିମ ଓ ସୁଲେମାନଙ୍କ କଣ୍ଠରେ ନାଚିଲେ ଜନତା ମୈଦାନର ଜନତା । ବ୍ୟାଣ୍ଡ ସହ ଅନେକ ସୁପରହିଟ ଗୀତକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି । ପାଖାପାଖି ୧୦ ହଜାର ଦର୍ଶକ ସୁପରଷ୍ଟାର ଦୁଇ ଭାଇଙ୍କ ପୁରୁଣା ଓ ନୂଆ ଗୀତରେ…
Read More...

ପୂର୍ବତନ କ୍ରିକେଟ୍ ଉପସ୍ଥାପିକା ହେଲେ କମେଂଟର ଶିକାର ! ସୋଲିଆଲ ମିଡିଆରେ ନିଜ ଫଟୋ ଅପଲୋଡ୍ କରି କମେଂଟର ଶିକାର ହେଲେ…

ପୂର୍ବତନ କ୍ରିକେଟ୍ ଉପସ୍ଥାପିକା ମନ୍ଦିରା ବେଦୀ ସୋଲିଆଲ ମିଡିଆରେ ନିଜ ଫଟୋ ଅପଲୋଡ୍ କରି ଅଶ୍ଲୀଳ କମେଂଟର ଶିକାର ହୋଇଛନ୍ତି । ତେବେ ଫଟୋଟିକୁ ସେ ଏକ ବିକିନି ପିନ୍ଧି ସୁଇମିଙ୍ଗ୍ ପୁଲରେ ଜଳକ୍ରୀଡା ବେଳେ ଉଠାଇ ଥିଲେ । ଆଉ ଏହାକୁ ସେ ତାଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ୍ ପେଜରେ ଅପଲୋଡ୍…
Read More...

ମନ କଥା କହିଲେ ଅକ୍ଷୟ ! ପୁଣି ପ୍ରିୟଙ୍କାଙ୍କ ସହ ଅଭିନୟ କରିବା ପାଇଁ କଲେ ଇଚ୍ଛା ପ୍ରକାଶ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ଖିଲାଡି କୁମାର ଅକ୍ଷୟ । ପୂର୍ବରୁୁ ପ୍ରିୟଙ୍କାଙ୍କ ସହ ୫ଟି କ୍ରମାଗତଭାବେ ୫ଟି ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ଅକ୍ଷୟ କୁମାର । ତେବେ ଏଦୁହିଁଙ୍କୁ ପ୍ରାୟ ୧୨ ବର୍ଷ ହେବ କୌଣସି ସିନେମାରେ ଆଉ…
Read More...

ରାଗିଲେ ସଂଜୟଙ୍କ ପଡୋଶୀ ! ଥାନାରେ ସଂଜୟଙ୍କ ବିରୋଧରେ କଲେ ଲିଖିତ ଅଭିଯୋଗ

ଅଭିନେତା ସଂଜୟ ଦତଙ୍କ ବିରୋଧରେ ଅଭିଯୋଗ । ସଂଜୟଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଡୋଶୀ । ବିଳମ୍ବିତ ରାତି ଯାଏଁ ସଂଜୟ ପାର୍ଟିଫଙ୍କସନ କରିବା ସହ ଉଚ୍ଚସ୍ୱରରେ ଆୱାଜ କରୁଥିବା ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ ପଡୋଶୀ । ତେବେ, ବାରମ୍ବାର ଏହାକୁ ବାରଣ…
Read More...

ନିଜ ପ୍ରେମ ସଂପର୍କକୁ ସ୍ୱୀକାର କଲେ ସୋନମ !

ଲୁଚାଛପା ପ୍ରେମ ପରେ ଏବେ ସମସ୍ତଙ୍କ ସାମନାରେ ନିଜ ସର୍ମ୍ପକକୁ ସ୍ୱୀକାର କରିଛନ୍ତି ଅଭିନେତ୍ରୀ ସୋନମ କପୁର । ସୋନମ ଓ ବିଜନେସ ମ୍ୟାନ ଆନନ୍ଦ ଆହୁଜାଙ୍କ ସହ ବିଭିନ୍ନ ସ୍ଥାନରେ ଏବେ ରୀତିମତ ନଜର ଆସୁଛନ୍ତି । ନିକଟରେ ଦିଲ୍ଲୀ ବିମାନବନ୍ଦରରେ ସୋନମ ଓ ଆନନ୍ଦଙ୍କୁ ଏକାଠି ନଜର ଆସିଥିବାର ମଧ୍ୟ…
Read More...

କଙ୍ଗନା ରାଣାୱତଙ୍କ ଖୁଲାସା ! ଅଭିନୟ ଜୀବନ ନଷ୍ଟ କରିବା ପାଇଁ ହ୍ରିତିକ ରୋଶନ କରିଥିଲେ ଚେଷ୍ଟା

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏକ ସାକ୍ଷାତକାରରେ ସେ କହିଛନ୍ତି ହ୍ରିତିକ ରୋଶନ ତାଙ୍କର ଅଭିନୟ ଜୀବନକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ଏହାସହ ସେ କହିଛନ୍ତି ସିନେ ଜଗତର ଲୋକମାନେ ତାଙ୍କ ଫାଖକୁ ଫୋନ କରି କହୁଥିଲେ ହ୍ରିତିକ ତାଙ୍କ…
Read More...

ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ସିନେମାରେ ନଜର ଆସିବେ ସଞ୍ଜୟ ଦତ୍ତ !

ଖୁବ୍ ଶୀଘ୍ର ସିନେମା ଜଗତରେ ପାଦ ରଖିବାକୁ ଯାଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ରମୀଜ ରାଜା । ଆଉ ପୁଣି ରମୀଜଙ୍କ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିଲିଉଡ ଅଭିନେତା ସଞ୍ଜୟ ଦତ୍ତ । ଖବର ମୁତାବକ, କ୍ରିକେଟ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ଶେଷ କରାଯିବା ଉପରେ ରମୀଜଙ୍କ ସିନେମାର…
Read More...

‘ରିଲୋଡେଡ’ରେ ଶ୍ରୀଲଙ୍କା ସୁନ୍ଦରୀ ! ଆଇଟମ ନମ୍ବରରେ ଆସିବେ ନଜର

ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ନଜର ଆସିବେ ଆଇଟମ ନମ୍ବରରେ । ଆଗାମୀ ସିନେମା ‘ରିଲୋଡେଡ’ରେ ସିନେ ଦର୍ଶକମାନେ ତାଙ୍କୁ ଏଭଳି ଅବତାରରେ ଦେଖିବାକୁ ପାଇବେ । ଯାହାର ସୁଟିଂ ନିକଟରେ ଶେଷ ହୋଇଛି । ତେବେ ଗୀତର କୋରିଓଗ୍ରାଫି କରିଛନ୍ତି ଆଦିଲ ଶେଖ । ବ୍ୟାଙ୍କକ…
Read More...

କେବେ ଦୋକାନରେ ମାରୁଥିଲେ ଝାଡୁ ! ପାକିସ୍ତାନର ସବୁଠୁ ଲୋକପ୍ରିୟ ତଥା ‘ରଇସ’ର ନାୟିକା ମାହିରା ଖାନ୍

ଗଲାସପ୍ତାହରେ ରିଲିଜ ହୋଇ ପାଖାପାଖି ଶହେ କୋଟି କ୍ଲବରେ ସାମିଲ ହୋଇଥିବା ଶାହରୁଖ ଖାନଙ୍କ ଅଭିନୀତ ‘ରଇସ’ର ନାୟିକା ମାହିରା ଖାନ ହେଉଛନ୍ତି ପାକିସ୍ତାନର ସବୁଠୁ ଲୋକପ୍ରିୟ ତଥା ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ । ‘ରଇସ’ରେ ଶାହରୁଖଙ୍କ ପତ୍ନୀ ସାଜିଥିବା ଏହି ନାୟିକାଙ୍କ ସଂପର୍କରେ…
Read More...