ସି ସୋର୍ ଓ ଏଟି ଲିଙ୍କରେ ସିବିଆଇରେ ହାଜର ହେଲେ ବିଜେଡି ନେତା ପ୍ରଫୁଲ ସିଂହ

63

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସି ସୋର୍ ଓ ଏଟି ଲିଙ୍କରେ ବିଜେଡିର ଆଉ ଜଣେ ନେତା ପ୍ରଫୁଲ ସିଂହ ସିବିଆଇରେ ହାଜର ହେଲେ ।