ଜୋର ଧରିଛି ମିଶ୍ରଣ ରାଜନୀତି ! ନିଜ ଦଳ ଛାଡ଼ି ଅନ୍ୟ ତଳରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଅଂଟା ଭିଡୁଛନ୍ତି ନେତା

27

କନକ ବ୍ୟୁରୋ : ଜୋର ଧରିଛି ମିଶ୍ରଣ ରାଜନୀତି । ନିଜ ଦଳ ଛାଡ଼ି ଅନ୍ୟ ତଳରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଅଂଟା ଭିଡୁଛନ୍ତି ନେତା । ଆଗାମୀ ନିର୍ବାଚନରେ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ,ବିଜୟ ସଂଭାବନା ଦେଖୁଥିବା ଦଳରେ ସାମିଲ ହେଉଛନ୍ତି । ଏହି କ୍ରମରେ ଆଜି ନବରଙ୍ଗପୁରର କଂଗ୍ରେସ ନେତ୍ରୀ ମଂଜୁଲା ମାଝୀ ବିଜେଡ଼ିରେ, ଯାଜପୁରର କଂଗ୍ରେସ ନେତା ବିଜେପିରେ ଏବଂ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ସେହିପରି ଏନସିପି ନେତା ଉତ୍କଳ କେଶରୀ ପରିଡା ବିଜେପିରେ ଯୋଗଦେଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –