ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ପାଇଲେ ଚଳିତ ବର୍ଷର ଅତିବଡି ଜଗନ୍ନାଥ ଦାସ ପୁରସ୍କାର

257

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ପାଇଲେ ଚଳିତ ବର୍ଷର ଅତିବଡି ଜଗନ୍ନାଥ ଦାସ ପୁରସ୍କାର । ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ବୈଠକରେ ଆଜି ଏହି ନିଷ୍ପତି ନିଆଯାଇଛି । ଅତିବଡି ଜଗନ୍ନାଥ ଦାସ ପୁରସ୍କାର ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର।