ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହେଲା ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ !

47

କନକ ବ୍ୟୁରୋ : ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ହୋଇଛି ୧୮ ତମ ପୂଜ୍ୟପୂଜାର ପରଂପରା ଭାରତ ପ୍ରତିଭା ସମ୍ମାନ-୨୦୧୭ । ଏହି ଅବସରରେ ଭାରତ ମସଲା ପକ୍ଷରୁ କଟକରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୪ ବର୍ଷ ତଳେ ଆରମ୍ଭ ହୋଇଥିବା ଭାରତ ମସଲା ଏବେ ଦେଶର କୋଣ ଅନୁକୋଣରେ ପରିଚିତ । ବିଶ୍ୱର ୧୦ଟି ଦେଶରେ ଭାରତ ମସଲା ବ୍ୟବସାୟ ଚଳାଇଥିବା କହିଛନ୍ତି ଏହାର ପ୍ରତିଷ୍ଠାତା ।