ବରଗଡ : ସର୍ଟସର୍କିଟ ଯୋଗୁଁ ସୋଏଲଠାରେ ଜଳିଗଲା ବସ୍

28

କନକ ବ୍ୟୁରୋ : ବରଗଡ ସୋଏଲଠାରେ ଜଳିଗଲା ବସ । ରାୟପୁରରୁ ବରଗଡ ଆସୁଥିବା ଘରୋଇ ବସ ଗୌରବ ସର୍ଟସର୍କିଟ ଯୋଗୁଁ ଜଳିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଛି । ଯାତ୍ରୀମାନେ ଅଳ୍ପକେ ବର୍ତଯାଇଛନ୍ତି । ତେବେ ଳକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।