ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଦୋଷୀ ସାବ୍ୟସ୍ତ ! ୭ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କାର ଜରିମାନା

31

କନକ ବ୍ୟୁରୋ : ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ସମ୍ବଲପୁର ସିଜିଏମ କୋର୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ୭ ବର୍ଷ ଜେଲ ଦଣ୍ଡ ସହ ୨ ଲକ୍ଷ ଟଙ୍କାର ଜରିମାନା । ଦଫା ୪୨୦ ଧ ୧୨୦ ଦଫା ଅନୁସାରେ ୫ ବର୍ଷ ଜେଲଦଣ୍ଡ ଓ ସେକ୍ସନ ଫୋର ଅନୁସାରେ ୨ ବର୍ଷ କାରାଦଣ୍ଡ ହୋଇଛି । ବୁର୍ଲାର ରଘମଣୀ ଦାସ ମାମଲାରେ ପ୍ରଦୀପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।