ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅରୁଣ ସାହୁ

87

କନକ ବ୍ୟୁରୋ : ପଂଚାୟତିରାଜ ଓ ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଦେଲେ ଇସ୍ତଫା । ଆଜି ସକାଳୁ ଜଣକ ପରେ ଜଣେ ମନ୍ତ୍ରୀଙ୍କ ପାଖକୁ ଇସ୍ତଫା ଦେବା ପାଇଁ ଫୋନ ଯାଇଛି । ସକାଳେ ପ୍ରଥମେ ମନ୍ତ୍ରୀ ସଂଜୟ ଦାସବର୍ମା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ।