ନବୀନଙ୍କ ଗଡ଼ରେ ଧସେଇ ପଶିବାକୁ ବିଜେପିର ମାଷ୍ଟର ପ୍ଲାନ : ଗଂଜାମରୁ ବିସ୍ତାର ଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

39

କନକ ବ୍ୟୁରୋ : ନବୀନଙ୍କ ଗଡରେ ପଶିବ ବିଜେପି । ଅମିତ ଶାହାଙ୍କ ମିଶନ ଗଂଜାମ । ଆସନ୍ତା ଜୁନ୍୨୨ରେ ଗଂଜାମ ଯିବେ ବିଜେପି ରାଷ୍ଟ୍ରୀୟ ସଭାପତି । ଗଂଜାମରୁ ବିସ୍ତାର ଯାତ୍ରାର ଶୁଭାରମ୍ଭ କରିବେ ଶାହା । ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବୁଥ୍ ସ୍ତରରେ କାର୍ଯ୍ୟକର୍ତାଙ୍କୁ ଭେଟିବେ ।

ସେପଟେ ବ୍ରହ୍ମପୁରର ବୁଢ଼ି ଠାକୁରାଣୀ ଯାତ୍ରାରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ପରେ ୧୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନବୀନ ସେହି ଯାତ୍ରାରେ ସାମିଲ ହୋଇଥିଲେ ।

ଦେଖନ୍ତୁ ଏହି ଭିଡିଓ –