ପୁରୀରେ ଅଭାବନୀୟ ଘଟଣା : ଶିଶୁ ପୁତ୍ରକୁ ଝୁଣିଝୁଣି କାମୁଡିଲା କୁକୁର

24

ପୁରୀ : କୁକୁର କାମୁଡାରେ ଗଲା ଶିଶୁ ପୁତ୍ରର ଜୀବନ । ୪ ବର୍ଷର ଶିଶୁ ପୁତ୍ରକୁ ଝୁଣିଝୁଣି କାମୁଡିଛି ନରହନ୍ତା କୁକୁର । ଏଭଳି ଏକ ଅଘଟଣ ଘଟିଛି ପୁରୀ ଜିଲ୍ଲାରେ । କୁକୁର କାମୁଡାରେ ଜଗନ୍ନାଥ କଲୋନୀର ଜଣେ ୪ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।