ସମ୍ବଲପୁର : ହୀରାକୁଦ ଡ୍ୟାମରେ ଗାଧୋଇବା ବେଳେ ବୁଡିଗଲେ ୩ ଜଣ ଯୁବକ

99

କନକ ବ୍ୟୁରୋ : ସମ୍ବଲପୁର ହୀରାକୁଦ ଡ୍ୟାମରେ ବୁଡି ଗଲା ୩ ଜଣଙ୍କ ଜୀବନ । ତଳମୁଣ୍ଡା ଝାଙ୍କଆଣୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଥିବା ଜଣାପଡିଛି । ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ଯୁବକ ବୁଡିଯାଇଛନ୍ତି ।