Daily Archives

May 21, 2020

ବାତ୍ୟା ଅମ୍ଫାନ ଆସିଲା, ସବୁକିଛି ଛାରଖାର କରି ଦେଇଗଲା । ବାତ୍ୟା ଚାଲିଯିବା ଏମିତି ରହିଛି ରାଜ୍ୟର ସ୍ଥିତି…

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ ଚାଲିଯିବା ପରେ ଓଡିଶାରେ ଆରମ୍ଭ ହୋଇଛି କ୍ଷୟକ୍ଷତି ଆକଳନ । ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ କ୍ଷୟକ୍ଷତି ନେଇ ସରକାର ଆଲୋଚନା କରିଛନ୍ତି । ରାଜ୍ୟରେ ଅମ୍ଫାନ ଯୋଗୁଁ ୮୯ଟି ବ୍ଳକ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ…

ସାବିତ୍ରୀ ବ୍ରତର ଦିନକ ପୂର୍ବରୁ ରାଜ୍ୟର ବିଭିନ୍ନ ମନ୍ଦିରରେ ଜାରି ହେଲା ୧୪୪ ଧାରା । ମନ୍ଦିରରେ ପୂଜା ଉପରେ ଲାଗିଲା…

କନକ ବ୍ୟୁରୋ: ରାତିପାହିଲେ ସାବିତ୍ରୀ ବ୍ରତ । ତେବେ ଏହାପୂର୍ବରୁ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଉପରେ କଟକଣା ଲଗାଯାଇଛି । ବିଜ୍ଞପ୍ତି ଜାରି କରି ସ୍ପଷ୍ଟ ଭାବେ କୁହାଯାଇଛି ଯେ, ମନ୍ଦିରକୁ ଯାଇ କୌଣସି ପୂଜାର୍ଚ୍ଚନା ହୋଇପାରିବ ନାହିଁ । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି…

ଅମ୍ଫାନ ଆସିଲା, ଦାଗ ଦେଇଗଲା: ପଶ୍ଚିମବଙ୍ଗରେ କରାଳରୂପ ନେଇ ୭୨ ଜୀବନ ନେଲା ସର୍ବନାଶ କରିଦେଲା । ଆମ୍ଫାନ ଆଁରେ ଛାରଖାର…

କନକ ବ୍ୟୁରୋ: ବାତ୍ୟା ବଦଳାଇଦେଇଛି କୋଲକାତାର ଚିତ୍ର । ଗୋଟିଏ ଦିନରେ ବଦଳିଯାଇଛି ସର୍ବପୁରାତନ ସହରର ନକ୍ସା । ରାସ୍ତା ଉପରେ ଭାଙ୍ଗି ପଡିଛି ବିଶାଳ ଗଛ । କାରକୁ ଚାପି ଦେଇଛି ବଡ ବଡ ହୋଡିଂ ଓ ଗଛ । ଗାଡି ମୋଟର ଚୁରମାର ହୋଇଯାଇଛି । ଓଲଟି ପଡିଛି ବସ ଓ ଟ୍ରକ୍ । ଉଡିଯାଇଛି ଘରର ଛାତ । ଲଗାଣ…

ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି । ଆକାଶମାର୍ଗରୁ ଅମ୍ଫାନ ପ୍ରଭାବିତ ଅଞ୍ଚଳ ବୁଲିବେ, ସରକାରଙ୍କ ସହ ସ୍ଥିତି ସମୀକ୍ଷା…

କନକ ବ୍ୟୁରୋ: ଆସନ୍ତାକାଲି କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଓଡିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ପରିଦର୍ଶନ କରିବେ ।…

ଏଥର ବିନା ଭକ୍ତରେ ହୋଇପାରେ ସ୍ନାନଯାତ୍ରା । ପରିଚାଳନା କମିଟି ବୈଠକ ପରେ ମନ୍ଦିର ପ୍ରଶାସନର ସୂଚନା । କମ୍ ସେବାୟତଙ୍କୁ…

କନକ ବ୍ୟୁରୋ: ପ୍ରତ୍ୟକ ବର୍ଷ ଆପଣ ଦେଖୁଥିବା ମହାପଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଏଥର ଭିନ୍ନ ରୂପରେ ଆପଣଙ୍କ ସାମନାକୁ ଆସିବ । ଏଥର ଏମିତି ହୋଇପାରେ ଯେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇପାରେ । କାରଣ, କରୋନା ସଂକ୍ରମଣର ଆଶଙ୍କା ରହିଛି । ଜୁନ୍ ୫ ରେ ହେବାବୁ ଥିବା…

ଦେଶରେ ଜୁନ୍ ୧ରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ । ଆଜିଠୁ ଆରମ୍ଭ ହେଲା ଅନଲାଇନ ଟିକେଟ୍ ବୁକିଂ, ସେପଟେ ସର୍ତ୍ତ ସହ ମେ’…

କନକ ବ୍ୟୁରୋ: ଜୁନ୍ ୧ ତାରିଖରୁ ଦେଶରେ ରେଳ ସେବା ଆରମ୍ଭ ହେଉଥିବା ବେଳେ ଗୁରୁବାର ଅନଲାଇନରେ ଟିକେଟ୍ ବୁକିଂ ହୋଇଛି । ଆଉ ବଡ କଥା ହେଉଛି, ମାତ୍ର ଘଂଟାକ ଭିତରେ ଦେଢ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ଆଉ ଦୁଇରୁ ଅଢେଇ ଘଂଟା ଭିତରେ ସେକେଣ୍ଡ କ୍ଲାସ୍ ପାସେଂଜର୍ ଟ୍ରେନ୍ ପାଇଁ ୪ଲକ୍ଷରୁ…