Daily Archives

May 21, 2020

ଆକାଶମାର୍ଗରୁ ‘ଅମ୍ଫାନ’ ପ୍ରଭାବିତ ଅଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୮୯ ବ୍ଲକର ୪୪ ଲକ୍ଷ ଲୋକ…

କନକ ବ୍ୟୁରୋ: ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ହୋଇଥିବା ବାତ୍ୟା ଅମ୍ଫାନ ଯୋଗୁଁ କେଉଁ ଅଂଚଳ, କେତେ ପ୍ରଭାବିତ, କେତେ କ୍ଷୟକ୍ଷତି ହୋଇଛି, ତାର ସମୀକ୍ଷା କରିଛନ୍ତି ନବୀନ । ଗତକାଲି ବାତ୍ୟା ଅମ୍ଫାନ ରାଜ୍ୟର ୪ଟି ଜିଲ୍ଲାରେ…

ଅମ୍ଫାନ ଯିବା ପରେ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ସାହସର ସହିତ ବାତ୍ୟା ମୁକାବିଲା କରିଥିବା…

କନକ ବ୍ୟୁରୋ: ବାତ୍ୟା ଅମ୍ଫାନ୍ ଦ୍ୱାରା ଘଟିଥିବା ବିନାଶର ଦୃଶ୍ୟ ଦେଖିବା ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉ ବୋଲି କାମନା କରି ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶେଷ କରି ସେ ବାତ୍ୟା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ…

ବାତ୍ୟା ଅମ୍ଫାନ ନେଇ ହୋଇଥିଲା ସଠିକ୍ ଆକଳନ । ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଲେ, ସାଢ଼େ ୩ ଦିନ ପୂର୍ବରୁ…

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ନେତୃତ୍ୱ ନେଉଥିବା ମୃତ୍ୟୁଞ୍ଜୟ ମହାପାତ୍ର ଜଣେ ଓଡିଆ । ପାଣିପାଗ ବିଭାଗ ଆଜି ସାରାଦେଶରୁ ଧନ୍ୟବାଦ ସାଉଁଟୁଛି । ଯେଉଁଭଳି ଭାବରେ ଏଥର କରାଯାଇଥିବା ପୂର୍ବାନୁମାନ ସତ ହେଲା ଏହା ଟେକ୍ନୋଲଜିର ପ୍ରୟୋଗରେ କିଭଳି ବାତ୍ୟା ଭଳି ବିପର୍ଯ୍ୟୟକୁ ବହୁଆଗରୁ…

କୋଲକାତାରେ କରାଳ ରୂପ ଦେଖାଇଲା ଅମ୍ଫାନ । ମୁଖ୍ୟମନ୍ତ୍ରୀ ମମତା କହିଲେ, ଅମ୍ଫାନରେ ଯାଇଛି ୭୨ ଜୀବନ, କେତେ କ୍ଷୟକ୍ଷତି…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଭିଷିକା ରଚିଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ଜୀବନ ଯାଇଛି । ଏବଂ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି, ପ୍ରକୃତିର ଏଭଳି ରୂପ ସେ…

ଆସନ୍ତା ୨୬ରୁ ମାଟ୍ରିକ୍ ଖାତାଦେଖା । କୋଭିଡ୍-୧୯ ଗାଇଡଲାଇନରେ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବାକୁ ନିର୍ଦ୍ଦେଶ ।…

କନକ ବ୍ୟୁରୋ: କରୋନା କଟକଣା ଭିତରେ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖରବ । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ…

ଓଡ଼ିଶା ପାଇଁ ଖୁସିର ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୦ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୯୩କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୫୦ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ, ଯାଜପୁର-ବୌଦ୍ଧରୁ ୩ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଁଏ ସୁସ୍ଥ…