Daily Archives

January 13, 2020

ଡିଏସପି ଦେବେନ୍ଦ୍ରଙ୍କ ବେଇମାନପଣିଆର ବଡ ଖୁଲାସା । ଟଙ୍କା ପାଇଁ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିଲେ , ଆର୍ମି ବେସ୍…

ଟଙ୍କା ପାଇଁ ଆତଙ୍କବାଦୀଙ୍କ ସହ ମିଶି ଦେଶ ବିରୋଧରେ ଷଡଯନ୍ତ୍ର ରଚୁଥିଲେ ଜମ୍ମୁ-କାଶ୍ମୀରର ଡିଏସପି । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିବା ପରେ ଆଜି ଡିଏସପି ଦେବେନ୍ଦ୍ର ସିଂଙ୍କୁ ନେଇ ଆଉ ଏକ ବଡ ଖୁଲାସା ହୋଇଛି । ହଜିବୁଲ ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ କାରରେ…

ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ବୁଧବାର ଦିନ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ଓ…

କନକ ବ୍ୟୁରୋ : ଆସନ୍ତା ବୁଧବାର ତଥା ଜାନୁଆରୀ ୧୫ରେ ରାଜ୍ୟରେ ବେଶ ଧୁମଧାମରେ ପାଳନ ହେବ ମକର ସଂକ୍ରାନ୍ତି । ଆଉ ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ବୁଧବାରକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୧୫ରେ ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ…

ସରକାରଙ୍କ ଉପରେ ପଡିଲା ଛପାକ ପ୍ରଭାବ । ଏସିଡ୍ ପୀଡିତାଙ୍କୁ ପେନସେନ ଦେବେ ଉତ୍ତରାଖଣ୍ଡ ସରକାର ।

ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ୍’ ଦେଖି ବେଶ୍ ପ୍ରଭାବିତ ହୋଇଛନ୍ତି ଉତ୍ତରାଖଣ୍ଡ ସରକାର। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟା ଖୁବ୍ ଶୀଘ୍ର ରାଜ୍ୟରେ ଏସିଡ୍ ପୀଡ଼ିତାଙ୍କୁ ପେନସନ୍ ଯୋଗାଇ ଦିଆଯିବ ବୋଲି…

ବୁଲେଟ ପ୍ରେମୀଙ୍କ ପାଇଁ ବଡ ଖବର । ବନ୍ଦ ହୋଇପାରେ ରୟାଲ ଏନଫିଲ୍ଡର ଏହି ୩ ମଡେଲ?

ଅଧିକାଂଶ ବାଇକ ଚାଳକଙ୍କର ବୁଲେଟ ପ୍ରତି ଅହେତୁକ ଦୁର୍ବଳତା ଥାଏ । ବାଇକର୍ସଙ୍କର ପ୍ରଥମ ପସନ୍ଦ ହେଉଛି ବୁଲେଟ । କିନ୍ତୁ ନୂଆବର୍ଷରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ବୁଲେଟପ୍ରେମୀଙ୍କୁ ବଡ ଝଟକା ଦେବ । ରୟାଲ ଏନଫିଲ୍ଡ କମ୍ପାନି ୫୦୦ ସିସି ରେଞ୍ଜ ଥିବା ଥଣ୍ଡରବାର୍ଡ ୫୦୦, ବୁଲେଟ ୫୦୦…

ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଇଡେନ୍ ଗାର୍ଡେନକୁ ଓହ୍ଲାଇଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଜାଣନ୍ତୁ ଏହା ପଛର…

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଏବେ ଭାରତୀୟ କ୍ରିକେଟ୍‌ ଜର୍ସିରେ ଦେଖିବାକୁ ମିଳିଛି। ଆପଣ ହୁଏତ ଭାବୁଥିବେ ଯେ ଜଣେ ଅଭିନେତ୍ରୀଙ୍କର କ୍ରିକେଟ୍‌ ଜର୍ସି ପିନ୍ଧିବାର କ’ଣ ଆବଶ୍ୟକତା ପଡ଼ିଲା? ଏହା ବି ତାଙ୍କ ଅଭିନୟର ହିଁ ଏକ ଅଂଶ। ବିରାଟଙ୍କ ପତ୍ନୀ…

ଚାଇଲ୍ଡ ପର୍ନୋଗ୍ରାଫିର ଭିଡିଓ କିମ୍ବା ଲିଙ୍କ ସେୟାର କଲେ ହେବ ଜେଲ୍ । କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ : ଇଂଟରନେଟ୍ ବ୍ୟବହାରକାରୀ ସାବଧାନ । ଭୁଲରେ ମଧ୍ୟ ଇଣ୍ଟରନେଟରେ ସର୍ଚ୍ଚ କରନ୍ତୁ ନାହିଁ ଚାଇଲ୍ଡ ପର୍ନୋଗ୍ରାଫି । ଏବଂ ଏହା ସମ୍ବନ୍ଧିତ କୌଣସି ବି ଲିଙ୍କ କିମ୍ବା ଭିଡିଓ କାହାରିକୁ ପଠାନ୍ତୁ ନାହିଁ । ଯଦି ଆପଣ ଏପରି କରୁଛନ୍ତି, ତେବେ ଆପଣଙ୍କ ମୋବାଇଲ, କିମ୍ବା କମ୍ପ୍ୟୁଟର…