Daily Archives

January 13, 2020

କଂଗ୍ରେସ ଭବନରେ ହାଇଡ୍ରାମା । ରାହୁଲ, ସୋନିଆ ଓ ମନମୋହନଙ୍କ ବ୍ୟତୀତ କାହା ନାଁରେ ନାରାବାଜି ହୋଇପାରିବନି ବୋଲି ରୋକଠୋକ…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ, ଏବେ ପ୍ରାଥମିକ ଭାବେ ଯୁବ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । ଆଜି ରାଜ୍ୟ କଂଗ୍ରେସ ଭବନରେ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ପାୱାର ଶୋ ପାଇଁ ପହଁଚିଥିଲେ ,…

ଯୁକ୍ତ ୨ ପରୀକ୍ଷାରେ ଆସିପାରେ ବଡ ସଂସ୍କାର । ପ୍ରଥମ ବର୍ଷ ବି ହେବ ପରୀକ୍ଷା, ପାସ୍ ହେଲେ ପଢିବେ ଦ୍ୱିତୀୟ ବର୍ଷ ?

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାରେ ଆସିପାରେ ନୂଆ ସଂସ୍କାର । ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେଲେ ଦ୍ୱିତୀୟ ବର୍ଷ ଯିବେ ଛାତ୍ରଛାତ୍ରୀ । ଆଉ ଫେଲ୍ ହେଲେ ପୁଣି ଦେବାକୁ ପଡିବ ପରୀକ୍ଷା । ମିଳିଥିବା ସୂଚନା ଅନୁୂସାରେ, ଖୁବ ଶୀଘ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ…

ଲାଞ୍ଚୁଆ ବାବୁଙ୍କ ଜାମିନ ନାମଞ୍ଜୁର କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ବିଜୟଙ୍କ ଜାମିନ ନେଇ କୋର୍ଟରେ ଚାଲିଲା…

କନକ ବ୍ୟୁରୋ : ଲାଞ୍ଚ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲାନି ଜାମିନ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ଆଇଏଏସ ବିଜୟ କେତନ…

ଗଣତନ୍ତ୍ର ଦିବସରେ ଗର୍ଜିବ ରାଫେଲ । ଦିଲ୍ଲୀରେ ଆକାଶରେ ଦମ ଦେଖାଇବ ଭାରତୀୟ ବାୟୁସେନାର ବିମାନ । ‘ଚିନୁକ’, ‘ଆପାଚେ’ର…

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଭାରତୀୟ ବାସୁସେନାର ପରାକ୍ରମ । ଆସନ୍ତା ଜାନୁୟାରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପରେଡରେ ଶକ୍ତିପ୍ରଦର୍ଶନ କରିବେ ବାୟୁସେନାର ଲଢୁଆ ବିମାନ । ପରେଡ ପାଇଁ ବାୟୁସେନାର ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଏଥର ଦିଲ୍ଲୀ ଆକାଶରେ ଦମ…

ପଲଟିଲା କେସ୍ । ଅଭିଯୋଗକାରୀ ଯୁବକଙ୍କୁ ଜେଲ ପଠାଇଲା, ଯୁବତୀଙ୍କୁ ସେକ୍ସନ ୪୧ରେ ନୋଟିସ କରି ଛାଡିଦେଲା ପୋଲିସ ।

କନକ ବ୍ୟୁରୋ : ପଲଟିଲା କେସ୍ । ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଅଭିଯୋଗକାରୀଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । କେବଳ ଯେ ଅଭିଯୋଗକାରୀ…

ହେଲମେଟ୍ ପିନ୍ଧିବ ନାଁ ମୋ ସହ ଯମପୂରକୁ ଯିବ ! ଯମ ବେଶରେ ବୁଲି ଲୋକଙ୍କୁ ଟ୍ରାଫିକ ନିୟମ ନେଇ ସଚେତନ କଲେ ପୋଲିସ…

କନକ ବ୍ୟୁରୋ : ‘ମୁଁ ଯମ, ହେଲମେଟ ପିନ୍ଧ ନଚେତ ମୋ ଦ୍ୱାର ଖୋଲା ଅଛି’ କିଛି ଏଭଳି କହି ଆଜି ସମ୍ବଲପୁରରେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ଜଣେ ପୁଲିସ କନେଷ୍ଟବଳ । ସମ୍ୱଲପୁର ପୁଲିସ ଜେଲ ଛକଠାରେ ଟ୍ରାଫିକ ସଚେତନତା ସପ୍ତାହରେ ଏଭଳି ଅଭିନବ ଉପାୟରେ ଆଜି ଲୋକଙ୍କୁ ଟ୍ରାଫିକ ସଚେତନ…