ବୋଲ୍ଡ, ହଟ୍ ଓ ଆକ୍ସନର ପ୍ୟାକ୍ ଦୀପିକା ! ଆସିଲା ଡିମ୍ପଲ୍ ଗର୍ଲଙ୍କ ହଲିଉଡ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍

195

ରିଲିଜ୍ ହୋଇଛି ଦୀପିକା ପାଦୁକୋନଙ୍କ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ’ର ଦ୍ୱିତୀୟ ଟ୍ରେଲର୍ । ପୁରା ଟ୍ରେଲରରେ ରହିଛି ଦୀପିକାଙ୍କ ଜଲୱା । ଫିଲ୍ମରେ ବୋଲ୍ଡ, ହଟ୍ ଓ ଆକ୍ସନର ପୁରା ପ୍ୟାକ୍ ଭାବରେ ନଜର ଆସିଛନ୍ତି ଡିମ୍ପଲ୍ ଗର୍ଲ ଦୀପିକା । ପ୍ରାୟ ୧ ମିନିଟର ଏହି ଟ୍ରେଲର ଦୀପିକାଙ୍କ ଆକ୍ସନ ସିନରୁ ଆରମ୍ଭ ହେବା ସହ ଶେଷ ମଧ୍ୟ ଦୀପିକା ସହ ହୋଇଛି । ନିଜ ଚରିତ୍ରରେ ପୁରା ଫିଟ୍ ନଜର ଆସିଛନ୍ତି ଡିମ୍ପଲ୍ ଗର୍ଲ । ତେବେ ରିଲିଜ୍ ହେବାର କିଛି ଘଂଟା ମଧ୍ୟରେ ୟୁଟ୍ୟୁବରେ ଟ୍ରେଲରକୁ ୯ ଲକ୍ଷରୁ ଅଧିକ ଦର୍ଶକଙ୍କ ଦେଖି ସାରିଲେଣି । ଫିଲ୍ମରେ ଦୀପିକାଙ୍କ ସହ ଲିଡ୍ ରୋଲରେ ଅଛନ୍ତି ବିନ୍ ଡିଜେଲ୍ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍ ହେବ ।

ଫିଲ୍ମରେ ଦୀପିକାଙ୍କ ଦମଦାର ଆକ୍ସନ୍ ଦେଖନ୍ତୁ ଏହି ଭିଡିଓରେ :

ଏହା ସହ ଦେଖନ୍ତୁ ଫିଲ୍ମ ‘ଏମଏସ୍ ଧୋନୀ – ଦ ଅନ୍ ଟୋଲ୍ଡ ଷ୍ଟୋରୀ’ରେ ଭୁଲ୍ ହିଁ ଭୁଲ୍ ! ବାସ୍ତବ ଜୀବନ ସହ କାହାଣୀର ରହୁନି ତାଳମେଳ