ଆରମ୍ଭ ହେଲା ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶ : ଉଦଘାଟନ କଲେ ବିଶିଷ୍ଟ ଲେଖିକା ନୟନତାରା ସେହଗଲ

25

କନକ ବ୍ୟୁରୋ : ଆରମ୍ଭ ହୋଇଛି ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶ । ଏଡି ଲିଟେରାରୀ ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି ବିଶିଷ୍ଟ ଲେଖିକା ନୟନତାରା ସେହଗଲ । ଖଦି କ୍ୟାଲେଣ୍ଡରରେ ଗାନ୍ଧୀଙ୍କ ଜାଗାରେ ମୋଦିଙ୍କୁ ସ୍ଥାନିତ କରିବାକୁ ସମାଲୋଚନା କରିଛନ୍ତି ନୟନତାରା । ୨ଦିନ ଧରି ଏହି ସମାବେଶ ଚାଲିବ ।

ଏଥିରେ ସାମିଲ ହୋଇଛନ୍ତି ବହୁ ପ୍ରତିଷ୍ଠିତ ସାହିତ୍ୟିକ । ଟ୍ରାଇଡେଂଟ୍ ହୋଟେଲରେ ଏହି ୨ଦିନିଆ ସାହିତ୍ୟ ସମାବେଶ ଆୟୋଜିତ ହେଉଛି । ଟାଟା ଷ୍ଟିଲ ଓ ଖବରକାଗଜ ସମ୍ବାଦର ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜିତ ହେଉଛି ।

ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ