ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଂଜୟ କପୁର !

13

ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କ ପୂର୍ବତନ ସ୍ୱାମୀ । କରିସ୍ମା କପୁରଙ୍କଠୁ ବିବାହ ବିଚ୍ଛେଦ ପରେ ପୁଣି ଥରେ ବିବାହ କଲେ ସଂଜୟ କପୁର । ମଡେଲ ପ୍ରିୟା ସଚଦେବଙ୍କ ସହ ତୃତୀୟ ବିବାହ କରିଛନ୍ତି ସଂଜୟ । ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ବିକ୍ରମ ଚୌଟାଲାଙ୍କ ପ୍ରଥମ ପତ୍ନି ହେଉଛନ୍ତି ପ୍ରିୟା । ମୁମ୍ବାଇରେ ବିବାହ ଏବଂ ପରେ ନ୍ୟୁୟର୍କରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା ।