ବାଚସ୍ପତି ପଦରୁ ଇସ୍ତଫା ଦେଲେ ନିରଂଜନ ପୂଜାରୀ !

57

କନକ ବ୍ୟୁରୋ : ବାଚସ୍ପତି ପଦରୁ ଇସ୍ତଫା ଦେଲେ ନିରଂଜନ ପୂଜାରୀ । ନିଜ ମନ୍ତ୍ରୀ ମଣ୍ଡଳକୁ ଅଧିକ ସମୟ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ।

ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଏନେଇ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସୂଚନା ମିଳିଛି । ରାଜ୍ୟର ସାତ ଜଣ ମନ୍ତ୍ରୀ ଇସ୍ତଫା ଦେବାକୁ କୁହାଯାଇଥିଲା ।