ପିପିଲି ଉପନିର୍ବାଚନ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ, ବିଜେଡି ସୁପ୍ରିମୋ କରିବେ ପ୍ରାର୍ଥୀ ଚୟନ । 

126

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିରେ ଆରମ୍ଭ ହୋଇଛି କସରତ । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ଏହି ଅବସରରେ ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦଳ ସୁପ୍ରିମୋ ଠିକଣା ସମୟରେ ଠିକ୍ ନିଷ୍ପତି ନେବେ । ଦଳ ଏବେ ସଂଗଠନ ମଜବୁତ୍ କରିବା ଉପରେ ଏବଂ ବଡ ବ୍ୟବଧାନରେ ବିଜୟ ଉପରେ ଫୋକସ୍ ଦେଉଛି ।