ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ବଲିଉଡ୍ ସିନେମା “ପିଙ୍କ୍’

29

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଇଛି ବହୁ ପ୍ରତିକ୍ଷୀତ ବଲିଉଡ୍ ସିନେମା “ପିଙ୍କ୍’। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ବିଗ୍-ବି ଅମିତାଭ ବଚ୍ଚନ । ଏକ ଆଇନଜୀବୀ ଭୂମିକାରେ ନଜର ଆସୁଛନ୍ତି ଅମିତାଭ । ଏହା ବ୍ୟତୀତ ତାପସୀ ପାନ୍ନୁ, କିର୍ତୀ କୁଲାରୀ, ପିୟୁସ ମିଶ୍ର ପ୍ରମୁଖ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ହଲିଉଡ ସିନେମା ଦି ଏକ୍ୟୁଚଡର କାହାଣୀ ଉପରେ ଏହି ଫିଲ୍ମ ପର୍ଯ୍ୟବେସିତ ହୋଇଛି । ଏହି ଭଳି ଏକ କାହାଣୀ ଉପରେ ଗତିଶୀଳ ହେଉଛି ଫିଲ୍ମ “ପିଙ୍କ୍’ ରକଥାବସ୍ତୁ । କୁହାଯାଉଛି ଏହି ଫିଲ୍ମରେ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି ।