ରାଜ୍ୟ କଂଗ୍ରେସକୁ ଝଟକା ! ପିସିସି ଉପସଭାପତି ପଦରୁ ପ୍ରଦୀପ ମାଝୀଙ୍କ ଇସ୍ତଫା

62

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସକୁ ଝଟକା । ପିସିସି ଉପସଭାପତି ପଦରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । ଦଳୀୟ ବିଶୃଙ୍ଖଳା ଯୋଗୁଁ ସେ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି । ଏହି ସହ ପଂଚାୟତ ନିର୍ବାଚନରେ ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ପଦ ଛାଡିଥିବା କହିଛନ୍ତି ପ୍ରଦୀପ । ଦଳର ପୁନର୍ଗଠନ ଆବଶ୍ୟକ ବାଲି ସେ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-