ନିଜ ମାଟିରେ ଲୁଟର ଶିକାର ହେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଜ ମାଟିରେ ଲୁଟର ଶିକାର ହେଲେ ବିଶିଷ୍ଠ ବାଲୁକାଶିଳ୍ପୀ । ଆଜି ପୁରୀରେ ବାହୁଡା ଯାତ୍ରା ବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଚେନ୍ ଲୁଟ୍ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବାହୁଡା ଯାତ୍ରା ବେଳେ ସୁଦର୍ଶନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିକଟରେ ଥିଲେ । ତେବେ ଏହି ସମୟରେ ତାଂକ ବେକରୁ ଚେନ୍ ଲୁଟ୍ ହୋଇଛି ।