Browsing Category

ଦେଶ ବିଦେଶ

ଏକାଧିକ ମାମଲା, ୭୫ ହଜାର ଟଙ୍କା ପୁରସ୍କାର ଘୋଷଣା, ଦୀର୍ଘ ଦିନରୁ ଫେରାର… କେଉଁଠି ଅଛନ୍ତି ଗ୍ୟାଙ୍ଗଷ୍ଟର…

କନକ ବ୍ୟୁରୋ: ପୁରା ଉତ୍ତରପ୍ରଦେଶରେ ଆତଙ୍କ ଖେଳାଇଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର ମୃତ୍ୟୁ ପରେ ପୁରା ରାଜ୍ୟରେ ଉତ୍ତେଜନା ଦେଖାଦେବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୪୪ ଧାରା ଜାରି ହୋଇଛି । ଏତେବେଳେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ଅନସାରୀଙ୍କ ପତ୍ନୀ ଅଫଶାଂ ଅନସାରୀ?…
Read More...

କେଜ୍ରିୱାଲଙ୍କୁ ଗିରଫ ପରେ ବଢୁଛି ବିଦେଶୀ ରାଷ୍ଟ୍ରଙ୍କ ବୟାନ । ଜର୍ମାନ ଓ ଆମେରିକା ପରେ ଜାଣନ୍ତୁ କ’ଣ କହିଲା ଜାତିସଂଘ

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ପ୍ରଥମେ ଜର୍ମାନ ଓ ପରେ ଆମେରିକା କେଜ୍ରିୱାଲଙ୍କ ଗିରଫକୁ ନେଇ ପରୋକ୍ଷରେ ଭାରତ ସରକାରଙ୍କୁ ସମାଲୋଚନା କରାଯିବା ପରେ ଏବେ ଜାତିସଂଘ ବୟାନ ରଖିଛି । ଜାତିସଂଘ ମହାସଚିବ…
Read More...

ବିହାରରେ ଇଣ୍ଡିଆ ମେଣ୍ଟର ଛିଡିଲା ଆସନ ବୁଝାମଣା । ଜାଣନ୍ତୁ କେତେ ଆସନରେ ଲଢିବ କେଉଁ ପାର୍ଟି

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଆଗକୁ ବଢିଛି । ଏହି କ୍ରମରେ ବିହାରରେ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ସରିଛି । ବିହାରରେ ରାଷ୍ଟ୍ରୀୟ ଜନତା ଦଳ ୨୬ଟି ଆସନରେ ନିର୍ବାଚନ ଲଢିବ । ସେହିଭଳି କଂଗ୍ରେସ ୯ଟି ଆସନରେ ନିର୍ବାଚନ ଲଢିବାକୁ…
Read More...

କଂଗ୍ରେସକୁ ପୁଣି ଝଟକା । ୧୭ ଶହ କୋଟିର ଟ୍ୟାକ୍ସ ନୋଟିସ୍ ପଠାଇଲା ଆୟକର ବିଭାଗ ।

କନକ ବ୍ୟୁରୋ: ଆକାଉଣ୍ଟ ଫ୍ରିଜ୍ ଘଟଣା ପରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଏଥର ଆୟକର ବିଭାଗରୁ ମିଳିଛି ଝଟକା । ୨୦୧୭-୧୮ ଏବଂ ୨୦୨୦-୨୧ ଆକଳନ ବର୍ଷ ପାଇଁ କଂଗ୍ରେସ ଦଳକୁ ଆୟକର ବିଭାଗ ଜରିମାନା ଓ ସୁଧ ସମେତ ୧୭୦୦ କୋଟି ଟଙ୍କାର ନୋଟିସ୍ ଦେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ।…
Read More...

ଜମ୍ମୁ ଶ୍ରୀନଗର ରାମବନ ଘାଟିରେ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍ । ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ: ଜମ୍ମୁ ଶ୍ରୀନଗର ରାମବନ ହାଇୱେରେ ଘାଟିକୁ ଖସିପଡ଼ିଲା ଯାତ୍ରୀବାହୀ ଭ୍ୟାନ୍ । ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାରକାର୍ଯ୍ୟରେ ପୁଲିସ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି । କିସ୍ତୱାଡ ଜିଲ୍ଲାର ରାମବନର ବ୍ୟାଟେରୀ ଚସମା ଅଞ୍ଚଳରେ ଏହି…
Read More...

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଲ୍ ଗେଟ୍ସଙ୍କ ସାକ୍ଷାତକାର । ଜାଣନ୍ତୁ ଦୁହିଁଙ୍କ ମଧ୍ୟରେ କ’ଣ ହେଲା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତନ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି…
Read More...

ଗ୍ୟାଙ୍ଗଷ୍ଟର ମୁଖତାର ଆନସାରୀ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ମୃତ୍ୟୁକୁ ନେଇ ଉତରପ୍ରଦେଶରରେ ଉତ୍ତେଜନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୪୪ ଧାରା ଜାରି ହୋଇଛି । ଜେଲରେ ଥିବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି…
Read More...

ପ୍ରତିବର୍ଷ ବିଶ୍ୱରେ ନଷ୍ଟ ହେଉଛି ୮୪ ଲକ୍ଷ କୋଟି ଟଙ୍କାର ଖାଦ୍ୟ । ପଛରେ ପଡିନାହିଁ ଭାରତ, ଭୋକରେ ରହୁଛନ୍ତି ୮୦…

କନକ ବ୍ୟୁରୋ : ଯୁକ୍ତ ରାଷ୍ଟ୍ରର ଏକ ନୂଆ ରିପୋର୍ଟର ତଥ୍ୟ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ହାରାହାରି ୭୯ କିଲୋ ଖାଦ୍ୟ ନଷ୍ଟ କରିଥାନ୍ତି । ସେ ହିସାବରେ ଦେଖିବାକୁ ଗଲେ ପୁରା ଦୁନିଆରେ ବାର୍ଷିକ ପ୍ରାୟ ଏକ ଆରବ ଟନ୍ ଖାଦ୍ୟ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେଉଛି । ଏହାଠୁ ଅଧିକ…
Read More...

ବଦଳିବ କି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ । ମ୍ୟାଚ ହାରିବା ପରେ ଆକାଶ ଅମ୍ବାନୀ ଏବଂ ପୂର୍ବତନ ଅଧିନାୟକ ରୋହିତ…

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ଭଳି ଜଣେ ଅଭିଜ୍ଞ ଓ ଦୁର୍ଦ୍ଦଶ ଖେଳାଳିଙ୍କୁ ଅପମାନିତ କରି ନିଜେ ଅପଦସ୍ତ ହୋଇଯାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ହାତକୁ ଅଧିନାୟକ ଦାୟିତ୍ୱ ଆସିବା ପରେ ଅସଲ ଚେହେରା ଦେଖାଇ ଦେଇଛନ୍ତି ପାଣ୍ଡିଆ । ଆଉ ଚଳିତ ଆଇପିଏଲ ସିଜିନର…
Read More...

ପୁଣି ଇଡି ସମନକୁ ଆଡେଇ ଗଲେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା । କହିଲେ, ନିର୍ବାଚନ ବେଳେ ପ୍ରଚାର ଆଗ

କନକ ବ୍ୟୁରୋ : ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର ଦିଲ୍ଲୀରେ ହାଜର ହେବାର ଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ…
Read More...