Browsing Category

ଦେଶ ବିଦେଶ

ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି: ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବା ପାଇଁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କେଜ୍ରିୱାଲଙ୍କ ପାଇଁ ଏହା ଏକ ବଡ ଆଇନଗତ ରିଲିଫ ଭାବରେ ବିବେଚନା କରାଯାଉଛି । ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି…
Read More...

ପଳାତକ ନିରବ ମୋଦୀଙ୍କୁ ଏକ ବଡ ଝଟକା । ବିକ୍ରି ହେବ ହେବ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ।

ପିଏନବି ସ୍କାମର ମାଷ୍ଟରମାଇଣ୍ଡ ନିରବ ମୋଦୀ ୨୦୧୮ ରେ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ରୁଣ ନେଇଥିଲେ । ସେ ବ୍ୟାଙ୍କକୁ ଟଙ୍କା ନ ସୁଝି  ବ୍ରିଟେନକୁ ପଳାଇଥିଲେ । ଏହା ପରେ ପିଏନବି ନିରବ ମୋଦୀଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିଥିଲା। ପଳାତକ ନିରବ…
Read More...

୫୦୦ ଟଙ୍କିଆ ନୋଟ୍ ଗଦା ଉପରେ ଶୋଇଛନ୍ତି ନେତା । ଫଟୋ ଭାଇରାଲ ହେବା ପରେ ସରକାରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆସାମରେ ଆସାମର ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ(ୟୁପିପିଏଲ)ର ନେତା ନୋଟ ଗଦାରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି। ନୋଟ୍ ଉପରେ ଶୋଇଥିବା ନେତାଙ୍କ ନାମ ହେଉଛି…
Read More...

ନ୍ୟାୟପାଳିକା ଉପରେ ଏକ ନିର୍ଦ୍ଦିଷ୍ଟ ଗ୍ରୁପର ଚାପ ରହୁଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅବଗତ…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ୬୦୦ରୁ ଅଧିକ ଓକିଲ ଚିଠି ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍ ଦେଶର ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି । ଅଦାଲତର ରାୟକୁ ପ୍ରଭାବିତ କରିବାକୁ ଚାପ ପକାଇବା…
Read More...

ହୃଦଘାତରେ ସାଂସଦଙ୍କ ପରଲୋକ । କୀଟନାଶକ ସେବନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

କନକ ବ୍ୟୁରୋ: କିଛି ଦିନ ପୂର୍ବେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୫ଟା ସମୟରେ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୭୬ ବର୍ଷୀୟ ନେତାଙ୍କ…
Read More...

ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର: ମୁମ୍ବାଇ ବିପକ୍ଷରେ ୨୭୭ ରନର ବିଶାଳ ସ୍କୋର କଲା ହାଇଦ୍ରାବାଦ

କନକ ବ୍ୟୁରୋ: ଆଜି ମୁମ୍ବାଇ-ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ମୁମ୍ବାଇ ବୋଲରଙ୍କୁ ବିସ୍ଫୋରକ ମାଡ ମାରିଛନ୍ତି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଫଳରେ ହାଇଦ୍ରାବାଦ ୨୭୭ ରନର ବିଶାଳ ସ୍କୋର କରିପାରିଛି । ଯାହା ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋର । ଆଜିର…
Read More...

ଭାରତୀୟ କ୍ରିୟୁ ସଦସ୍ୟଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା । ବାଇଡେନ କହିଲେ, ଉପସ୍ଥିତ ବୃଦ୍ଧି ଖଟାଇ ବହୁ ଜୀବନ…

କନକ ବ୍ୟୁରୋ : ଦିନକ ପୂର୍ବରୁ ଆମେରିକାରୁ ଆସିଥିଲା ବଡ ଖବର । ମାଲବାହୀ ଜାହାଜ ଧକ୍କାରେ ବାଲଟିମୋରର ଦୀର୍ଘତମ ବ୍ରିଜ ତାସ ଘର ପରି ଭୁଷୁଡି ପଡିଥିଲା । ସୋସିଆଲ ମିଡିଆଠୁ ନେଇ ଆମେରିକା ଓ ଅନ୍ୟ ରାଷ୍ଟ୍ରର ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । ଘଟଣାରେ ଏବେ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଭିଡିଓ ଜାରି କରି ଅଭିଯୋଗ ଆଣିଲେ ସତ୍ୟମ ସୁରାଣା

କନକ ବ୍ୟୁରୋ : ବିଟ୍ରେନରେ ଘୃଣାର ଶିକାର ହେଲେ ଭାରତୀୟ ଛାତ୍ର । ଏଭଳି ଅଭିଯୋଗ ଆଣିଛନ୍ତି ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଡୁଥିବା ଭାରତୀୟ ଛାତ୍ର ସତ୍ୟମ ସୁରାଣା । ଏକ ଭିଡିଓ ଜାରି କରି ସତ୍ୟ କହିଛନ୍ତି ଯେ ଛାତ୍ର ନିର୍ବାଚନରେ ସେ ଜଣେ ପ୍ରାର୍ଥୀଭାବେ ଛିଡା ହୋଇଛନ୍ତି । ଭୋଟ…
Read More...

ଟିକେଟ ନପାଇବା ପରେ ବରୁଣ ଗାନ୍ଧୀଙ୍କ ନିଷ୍ପତି । ନିର୍ବାଚନ ଲଢ଼ିବେନି କିନ୍ତୁ ମା ମାନେକା ଗାନ୍ଧୀଙ୍କ ପାଇଁ କରିବେ…

କନକ ବ୍ୟୁରୋ : ଟିକେଟ ମିଳିଲାନି କିନ୍ତୁ ପ୍ରଚାର କରିବେ । ବିଜେପି ନେତା ବରୁଣ ଗାନ୍ଧୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନି ଦଳ କିନ୍ତୁ ଚର୍ଚ୍ଚା ହେଉଛି ଯେ ମା ମାନେକା ଗାନ୍ଧୀଙ୍କ ପାଇଁ ସେ କରିବେ ପ୍ରଚାର । ବରୁଣଙ୍କ ଅପେକ୍ଷା ମାନେକାଙ୍କ ଉପରେ ଅଧିକ ବିଶ୍ୱାସ ପ୍ରକାଶ କରି ଦଳ…
Read More...

ଆସନ ଭାଗବଂଟାକୁ ନେଇ ମହାବିକାଶ ଅଘାଡି ମେଂଟରେ ଫାଟ । ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ତାଲିକା ଘୋଷଣାକୁ କଂଗ୍ରେସର…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରୁ ଆସିଛି ବଡ ଖବର । ମହାବିକାଶ ଅଘାଡି ମେଂଟରେ ଫାଟ ସୂଚନା । ଶିବସେନା ଉଦ୍ଧବ ଗୋଷ୍ଠୀ ୧୭ଜଣ ପ୍ରାର୍ଥୀଙ୍କୁ ନେଇ ପ୍ରଥମ ତାଲିକା ଘୋଷଣା କରିବା ପରେ ଚିହିଁକି ଉଠିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ । ସଂଜୟ କହିଛନ୍ତି ୟୁବିଟିର ଏଭଳି ନିଷ୍ପତି…
Read More...