Browsing Category

ଦେଶ ବିଦେଶ

କେମିତି ହୋଇଥାଏ ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ ! ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନର ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି । ତେଣୁ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି । ଅଗଷ୍ଟ ୫ ତାରିଖରେ ଉଭୟ ଭୋଟ୍ ଏବଂ ଫଳାଫଳ ଆସିବ । ହେଲେ ଏଯାଏଁ ଏନଡିଏ ଏବଂ ବିରୋଧୀ ଦଳ କେହି ବି ଉପରାଷ୍ଟ୍ରପତି ପଦ ପାଇଁ ନିଜ…
Read More...

ଜିଏସଟି ପରେ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ ! ପରିବର୍ତ୍ତିତ ମୂଲ୍ୟରେ ଜିନିଷ ବିକ୍ରି କରନ୍ତୁ, ନହେଲେ ଜେଲ…

୧ ଜୁଲାଇରେ ଜିଏସଟି ଲାଗୁ ପରେ ଗ୍ରାହକ ଏମଆରପି ଉପରେ ଅନେକ ଅଭିଯୋଗ ଆଣୁଥିଲେ । ଏନେଇ ସରକାର ଶୁକ୍ରବାର ଉପଭୋକ୍ତା ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ଜିଏଟି ନିୟମ ଅନୁସାରେ ଏହି ଆଇନକୁ ବ୍ୟବସାୟୀ ଲାଭ ଉପରେ ପାସ୍ କରନ୍ତୁ ବୋଲି ସରକାର କହିଛନ୍ତି । ବିକ୍ରେତାମାନେ…
Read More...

ଲାଲୁଙ୍କ ଘରେ ସିବିଆଇ ଚଢ଼ାଉ : ଟେଣ୍ଡର ଅନିୟମିତତା ଅଭିଯୋଗରେ ଲାଲୁ, ରାବଡୀ ଓ ତେଜସ୍ୱୀଙ୍କ ବିରୋଧରେ ମାମଲା ରୁଜୁ

କନକ ବ୍ୟୁରୋ : ଟେଣ୍ଡର ଅନିୟମିତତା ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ମାମଲା । ଲାଲୁ, ତାଙ୍କ ପତ୍ନୀ ରାବଡୀ ଓ ପୁଅ ତେଜସ୍ୱୀଙ୍କ ସମେତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଏହାସହ ସିବିଆଇ ପୁରୀ, ପାଟନା, ଦିଲ୍ଲୀ, ରାଂଚୀ, ଗୁରୁଗ୍ରାମ…
Read More...

ଆଜିଠାରୁ ବଙ୍ଗୋପସାଗରରେ ମାଲାବାର ସମରାଭ୍ୟାସ : ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ଯୁଦ୍ଧଭ୍ୟାସ

କନକ ବ୍ୟୁରୋ : ଆଜିଠାରୁ ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହେବ । ଏହି ମାଲାବାର ସମରାଭ୍ୟାସ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ ବିମାନ,…
Read More...

ଆଜିଠୁ ହେମ୍ବର୍ଗରେ ଜି-୨୦ ସମ୍ମିଳନୀ : ଜର୍ମାନୀରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ : ଆଜି ଜର୍ମାନୀର ହେମ୍ବର୍ଗରେ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ତିନି ଦିନିଆ ଇସ୍ରାଏଲ ଗସ୍ତ ଶେଷ କରି ଜର୍ମାନୀ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀରେ ମୋଦିଙ୍କୁ ଭେଟିବେନି ଜିନପିଙ୍ଗ୍ । ସୀମାରେ ଉତ୍ତେଜନାପୂର୍ଣ୍ଣ…
Read More...

ସୀମାରେ ସମରାଭ୍ୟାସ ! ସିକିମ୍ ବିବାଦ ଭିତରେ ତିବ୍ଦତ ସୀମାରେ ଚୀନ୍ ସେନାର ସମରସଜ୍ଜା

କନକ ବ୍ୟୁରୋ : ସିକିମ୍ ବିବାଦ ଭିତରେ ତିବ୍ଦତ ସୀମାରେ ସମରାଭ୍ୟାସ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ଚୀନ୍ । ଯେଉଁଥିରେ ଚୀନ୍ ସେନାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରଗୁଡିକର ପରୀକ୍ଷଣ କରାଯାଇଛି । ସମୁଦ୍ର ପତନଠାରୁ ୫ହଜାର ୧୦୦ ମିଟରେ ଉଚ୍ଚରେ ଚୀନ୍ ସେନା ଜୋରଦାର ଯୁଦ୍ଧଭ୍ୟାସ କରିଥିବା…
Read More...

ମୋଦି ପିଇଲେ ସମୁଦ୍ର ପାଣି ! ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ ସମୁଦ୍ରକୂଳର ମଜା ଉଠାଇଲେ ମୋଦି

କନକ ବ୍ୟୁରୋ : ଇସ୍ରାଏଲରେ ସମୁଦ୍ରକୂଳର ମଜା ଉଠାଇଲେ ମୋଦି । ହାଇଫାରେ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଇସ୍ରାଏଲର ଡୋର ସମୁଦ୍ରକୁଳରେ ପହଂଚିଥିଲେ ମୋଦି । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁଙ୍କ ସହ ସମୁଦ୍ରକୂଳର ମଜା ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟ…
Read More...

ସିକିମ୍ ବିବାଦ ନେଇ ଚୀନର କଠୋର ଅଭିମୁଖ୍ୟ! ଜି-୨୦ ସମ୍ମିଳନୀରେ ମୋଦିଙ୍କୁ ଭେଟିବେ ନାହିଁ ଚୀନ୍ ରାଷ୍ଟ୍ରପତି

କନକ ବ୍ୟୁରୋ : ସ୍ଥଗିତ ହୋଇପାରେ ଭାରତ ଓ ଚୀନର ଦ୍ୱୀପାକ୍ଷୀକ ଆଲୋଚନା । ମିଳିଥିବା ସୂଚନା ଅନୁସାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନ ରଦ୍ଧ ହୋଇପାରେ । ଜି୨୦ ସମ୍ମିଳନୀ ସମୟରେ ହେବାକୁ ଥିବା ମୋଦି ଓ ଜି ଜିନପିଙ୍ଗ…
Read More...

ଆଇଏଏସ୍ ଅଫିସରଙ୍କ ଚର୍ଚ୍ଚିତ ନିଷ୍ପତି ! ଇଂରାଜୀ ମିଡିୟମ୍ ନୁହେଁ ସରକାରୀ ସ୍କୁଲରେ ଝିଅକୁ ପଢାଇଲେ ପାଠ

ଆଜିର ତାରିଖରେ ପ୍ରାୟ ସମସ୍ତେ ନିଜ ପିଲା ମାନଙ୍କୁ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ସାଧାରଣରେ ବିଶ୍ୱାସ ରହିଛି ଯେ ଇଂରାଜୀ ମିଡିୟମ୍ ସ୍କୁଲରେ ପଢୁଥିବା ପିଲାମାନେ ବର୍ତ୍ତମାନର କମ୍ପିଟେଟିଭ୍ ଯୁଗରେ ଅନ୍ୟକୁ କାଟି ଆଗକୁ ଯାଇପାରିବେ । ଆଉ ଯଦି…
Read More...

ଏଟିଏମରେ ମିଳିବନି ୨୦୦ ଟଙ୍କିଆ ନୋଟ୍‌ !

ଆଉ କିଛି ଦିନ ପରେ ବଜାରକୁ ଆସିବ ୨୦୦ଟଙ୍କିଆ ନୋଟ୍ । ତେବେ ନୂଆକରି ବଜାରକୁ ଆସିବାକୁ ଥିବା ଏହି ୨୦୦ ଟଙ୍କିଆ ନୋଟ୍‌ ଏଟିଏମ୍‌ ମାଧ୍ୟମରେ ମିଳି ନପାରେ । ୧୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ୍ ଭଳି ଏହା କେବଳ ବ୍ୟାଙ୍କ୍ ଗୁଡ଼ିକରେ ଉପଲବ୍ଧ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
Read More...