Browsing Category

ଦେଶ ବିଦେଶ

ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରେ ରେଡ୍ । ଘରୁ ମିିଳିଲା ୭ କୋଟି ନଗଦ ଟଙ୍କା ସହ ସୁନା ,ରୂପା

କନକ ବ୍ୟୁରୋ: ନିର୍ବାଚନ ବେଳେ ଗହଣା ଦୋକୀନଙ୍କ ଘରୁ ଜବତ ହେଲା କୋଟି କୋଟି ଟଙ୍କା । କର୍ଣ୍ଣାଟକର ବଲ୍ଲାରୀ ପୁଲିସ କାମବାଲି ବଜାରରେ ହେମା ଜୁଏଲର୍ସ ମାଲିକଙ୍କ ଘରେ ଚଢ଼ଉ କରି ନଗଦ ୭ କୋଟିରୁ ଉର୍ଦ୍ଦ ଟଙ୍କା ଜବତ ହୋଇଛି । ୩ କିଲୋ ସୁନା ଓ ୧୦୩ କିଲୋ ରୂପା ଗହଣା ଜବତ କରିଛି । ଏଥିରେ ୬୮…
Read More...

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ନୀତିଶ କୁମାର । ଭାଷଣରେ ୪୦୦ ପାର୍ ବଦଳରେ କହିଦେଇଥିଲେ ୪ ହଜାର ପାର୍ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର…
Read More...

ଗିରଫ ହେଲେ ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ । ପୁଅ ପାଇଁ କରିଥାନ୍ତେ ଆମରଣ ଅନଶନ ।

କନକ ବ୍ୟୁରୋ:  ଖଲିସ୍ତାନୀ ଲିଡର ଅମୃତପାଲଙ୍କ ମା’ଙ୍କୁ ଗିରଫ କଲା ପୋଲିସ । ତାଙ୍କ ସହ ଅମୃତପାଲଙ୍କ ୩ ସମ୍ପର୍କୀୟଙ୍କ ମଧ୍ୟ ଗିରଫ କରିଛି ପୋଲିସ । ପୁଅ ଅମୃତପାଲକୁ ଆସାମ ଦିବ୍ରୁଗଡ ଜେଲରୁ ପଞ୍ଜାବ ଜେଲକୁ ସ୍ଥାନାନ୍ତର କରିବା ଦାବିରେ ଅମୃତପାଲଙ୍କ ମା’ ବଲବିନ୍ଦର କୌର ଆସନ୍ତା କାଲିଠାରୁ…
Read More...

ମାତ୍ର ୧୧ ବର୍ଷ ବୟସରେ ପରିବାରଠାରୁ ଅଲଗା ହୋଇଥିଲେ ଦିଲଜିତ, ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି ଯନ୍ତ୍ରଣା

କନକବ୍ୟୁରୋ: ପଞ୍ଜାବ ଗାୟକ ତଥା ଅଭିନେତା ଦିଲଜିତ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଗୀତ ଏବଂ ଅଭିନୟରେ ଦିଲଜିତ ସମସ୍ତଙ୍କୁ ଆର୍କିଷିତ କରିପାରିଛନ୍ତି । ବର୍ତ୍ତମାନଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ସହିତ ତାଙ୍କର ଆଗାମୀ ନେଟଫ୍ଲିକ୍ସ ଚଳଚିତ୍ର ଅମର ସିଂ ଚମକିଲା…
Read More...

ଯୁଦ୍ଧ ମଝିରେ ଇସ୍ରାଏଲରେ ପହଂଚିଲେ ଭାରତୀୟ ଶ୍ରମିକ, ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଭାରତ

କନକ ବ୍ୟୁରୋ : ପ୍ରଥମ ବ୍ୟାଚ୍ ଶ୍ରମିକମାନେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ସରକାରଙ୍କ ଚୁକ୍ତିନାମା ଅନୁସାରେ ଭାରତ ଛାଡିଛନ୍ତି । ହମାସ ସହିତ ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲକୁ ଯାଉଥିବା ଭାରତୀୟ ଶ୍ରମିକମାନଙ୍କ ସୁରକ୍ଷା ଏକ ବଡ ଚିନ୍ତାର ବିଷୟ ପାଲଟିଛି, ଯାହା ବିଷୟରେ ଭାରତ ସରକାର…
Read More...

କାଶ୍ମୀରରେ ଏଥର ରୋଚକ ହେବ ଲୋକସଭା ଲଢେଇ । ମେହବୁବା ମୁଫତିଙ୍କୁ ଟକ୍କର ଦେବେ ଗୁଲାମ ନବି ଆଜାଦ୍ ।

କନକ ବ୍ୟୁରୋ: କାଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି । କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି ପିଡିପି । ଯେଉଁଠି କି…
Read More...

ଭାରତୀୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୧୪ ରୁ ୧୮ ବର୍ଷ ମଧ୍ୟରେ ୨୫ ପ୍ରତିଶତ ପିଲା ମାତୃଭାଷା ପଢିବାରେ ବିଫଳ

କନକ ବ୍ୟୁରୋ : ଛାତ୍ର ଛାତ୍ରୀ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ପ୍ରକୃତ ଭବିଷ୍ୟତ। ଦେଶକୁ ବିକାଶ ଦିଗରେ ଅଗ୍ରସର କରିବା ପଛରେ ଯୁବପିଢ଼ିଙ୍କର ମୁଖ୍ୟ ଭୂମିକା ରହିଛି। ଆଉ ଏମାନଙ୍କ ସୁସ୍ଥ ଭବିଷ୍ୟତର ଡୋର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ । ହେଲେ ଦେଶରେ ଶିକ୍ଷାର ମାନ ଦିନକୁ ଦିନ ଖସିବାରେ ଲାଗିଛି।…
Read More...

କଂଗ୍ରେସ ପାଖରେ ନାହିଁ ନିର୍ବାଚନୀ ଖର୍ଚ୍ଚ । ବାଲଟି ଧରି ସାହାଯ୍ୟ ମାଗୁଛନ୍ତି ପ୍ରାର୍ଥୀ । କେରଳରେ ନିର୍ବାଚନ ପାଇଁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ଦାବି କରିଛି କି, କେନ୍ଦ୍ର ସରକାର ଷଡଯନ୍ତ୍ର କରି ଦଳର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି । ଏହାପରେ କେରଳ କଂଗ୍ରେସ ତରଫରୁ ନିର୍ବାଚନ ଖର୍ଚ୍ଚ ପାଇଁ ଏକ ନୂଆ ତରିକାରେ ଟଙ୍କା ଏକାଠି କରିବାରେ ଲାଗିଛି । କେରଳ କଂଗ୍ରେସର…
Read More...

ସଇତାନ ସାଜିଲା ସ୍ୱାମୀ । ସ୍ତ୍ରୀକୁ କାଟି କଲା ୨୨୪ ଖଣ୍ଡ

କନକ ବ୍ୟୁରୋ : ଭାରତ ପରେ ଏବେ ବ୍ରିଟେନରୁ ମଧ୍ୟ ଏକ ଛାତିଥରା ଖବର ଆସିଛି । ୨୮ ବର୍ଷିୟ ନିକୋଲସ ମେଟସନ ନିଜ ପତ୍ନୀକୁ ହତ୍ୟା କରିବା ପରେ ୨୨୪ ଖଣ୍ଡ କରି କାଟିଦେଇଛନ୍ତି । ଏହି ଖଣ୍ଡଗୁଡିକୁ ବ୍ୟାଗରେ ଭର୍ତ୍ତି କରି ନଦୀରେ ଫୋପାଡି ଦେଇଥିଲା । ୨୦୨୩ ମାର୍ଚ୍ଚ ୨୫ ତାରିଖରେ ୨୬ ବର୍ଷିୟା…
Read More...

କେଜ୍ରିୱାଲଙ୍କ ପାଇଁ ଉପବାସ କରିବେ ନେତା , କର୍ମୀ । ଜନ୍ତରମନ୍ତରରେ ହେବେ ଏକାଠି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନକ ବ୍ୟୁରୋ: ଦେଶ ତଥା ବିଦେଶରେ ଥିବା କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।  ରବିବାର ପୂର୍ବାହ୍ନ ୧୦ଟା ଠାରୁ ଏହି ଉପବାସ ଆରମ୍ଭ ହେବ । ଏହା ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ…
Read More...