Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଲ ଗେଟ୍ସଙ୍କ ସାକ୍ଷାତକାର । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏଆଇ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ । ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି…
Read More...

କଂଗ୍ରେସକୁ ୧୮ଶହ କୋଟି ଟଙ୍କା ଟିକସ ପୈଠ କରିବାକୁ ନୋଟିସ । ଆୟକର ବିଭାଗ ନୋଟିସ୍ ପଠାଇଥିବା ସ୍ପଷ୍ଟ କଲା କଂଗ୍ରେସ

କନକ ବ୍ୟୁରୋ: ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି । ୨୦୧୭-୧୮ ରୁ ୨୦୨୦ରୁ ୨୧ ବର୍ଷକୁ ନେଇ ଏହି ନୋଟିସ ପଠାଯାଇଛି । ୧୮ ଶହ କୋଟି ଟଙ୍କାର ଜରିମାନା ଓ ସୁଧ ଭରିବ…
Read More...

ବାଲ୍ଟିମୋର ବ୍ରିଜ ଭୁଷୁଡିବା ଘଟଣା । ବ୍ରିଟିଶ ବୀମା ବଜାରର ସୂଚନା, ଏହା ବିଶ୍ୱର ସବୁଠାରୁ ବଡ ଏକକ ସାମୁଦ୍ରିକ ବୀମା…

କନକ ବ୍ୟୁରୋ : ଆମେରିକାର ବାଲ୍ଟିମୋର ସହରରେ ଏକ ସେତୁ ଭୁଶୁଡିବା ପରେ ସର୍ବ ବୃହତ ଏକକ ସାମୁଦ୍ରିକ ବୀମା କ୍ଷତି ଘଟିବ ବୋଲି ବ୍ରିଟିଶ ବୀମା ବଜାର ଆକଳନ କରିଛି । ବ୍ରିଜ ଭାଙ୍ଗି ଏକ ଜାହାଜ ଭିତରକୁ ପସିଯିବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଏବଂ ଦୁଇଟି ମୃତଦେହ ଉଦ୍ଧାର…
Read More...

ଏନପିଏସ ଠାରୁ ନେଇ ଡେବିଟ୍ କାର୍ଡ ପର୍ଯ୍ୟନ୍ତ, ଏପ୍ରିଲ ପହିଲାରୁ ବଦଳିବାକୁ ଯାଉଛି ଏହି ୫ଟି ନିୟମ, ଜାଣନ୍ତୁ ଆପଣଙ୍କ…

କନକ ବ୍ୟୁରୋ : ମାର୍ଚ୍ଚମାସ ଶେଷ ହେବାକୁ ଯାଉଛି । ଦୁଇଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବା ସହ ଆର୍ଥିକ ବର୍ଷ ୨୦୨୪-୨୫ର ଆମ୍ଭ ହେବ । ଏହି କ୍ରମରେ କିଛି ନିୟମର ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଉପରେ ପଡିବ । ଏବେ ଆସନ୍ତୁ ଜାଣିବା ଏପ୍ରିଲ ପହିଲାରୁ କେଉଁ…
Read More...

ମୋଦୀ ଓ ବିଲଗେଟସଙ୍କ ବୈଠକ । ଦେଶର ପ୍ରଯ୍ୟୁକ୍ତି ବିଦ୍ୟା ଠାରୁ ମହିଳା ବିକାଶ ପର୍ଯ୍ୟନ୍ତ, ଜାଣନ୍ତୁ କଣ ହେଲା ଆଲୋଚନା

କନକ ବ୍ୟୁରୋ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ ଏକ ବୈଠକରେ ଅନେକ ଜରୁରୀ ବିଷୟରେ ଆଲୋଚନା କରିଛନ୍ତି । ଏହା ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଠାରୁ ଆରମ୍ଭ କରି, ବିଶ୍ୱ ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଭବିଷ୍ୟ ବ୍ୟବହାର ଉପେଯାଗୀ…
Read More...

୨୫ ହଜାରରୁ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ପ୍ରତି ନିର୍ବାଚନରେ କିଭଳି ବଢୁଛି ଆଶାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

କନକ ବ୍ୟୁରୋ : ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ଅର୍ଥାଭାବ ଯୋଗୁଁ ନିର୍ବାଚନରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି । ହେଲେ ଏ ନେଇ ନିର୍ମଳାଙ୍କର ବିଗତ ଦିନର କିଛି ତଥ୍ୟ ସାମ୍ନାକୁ ଆସିଛି । ୨୦୧୯ ବର୍ଷ ବେଳକୁ ନିମର୍ଳାଙ୍କ ପାଖରେ ମୋଟାମୋଟି ଭାବେ ଦୁଇ କୋଟିର ସମ୍ପତ୍ତି…
Read More...

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନସାରୀଙ୍କ ମୃତ୍ୟୁର ହେବ ତଦନ୍ତ । ୟୁପି ସରକାର ଦେଲେ ନ୍ୟାୟିକ ତଦନ୍ତ…

କନକ ବ୍ୟୁରୋ: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର କେମିତି ହେଲା ମୃତ୍ୟୁ? ଏନେଇ ନ୍ୟାୟିକ ତଦନ୍ତ କରିବାକୁ ରାଜ୍ୟ ସରକାର ଦେଲେ ଅନୁମତି । ଅନସାରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଓ ବନ୍ଧୁ ପରିଜନ ସନ୍ଦେହ କରୁଥିବାବେଳେ ଏହାର ତଦନ୍ତ କରିବାକୁ ଦାବି କରିଥିଲେ । ଗୁରୁବାର ରାତିରେ…
Read More...

କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ । ଦିଲ୍ଲୀ ହାଇକୋର୍ଟଙ୍କ ଝଟକା ପରେ ଆୟକର ବିଭାଗ ନୋଟିସ୍…

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟଙ୍କ ଝଟକା ପରେ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନୋଟିସ ପଠାଇଛି ଆୟକର ବିଭାଗ । କଂଗ୍ରେସ ଟିକସ ପୈଠ ପାଇଁ ନୋଟିସ୍ ପାଇଥିବା ସ୍ପଷ୍ଟ କରିଛି । ୨୦୧୭-୧୮ ଏବଂ ୨୦୨୦-୨୧ରେ ଆୟକର ପୈଠ ନେଇ ନୋଟିସ୍ ହୋଇଥିଲା । ଏଥିରେ ଉଭୟ ଜୋରିମାନା ସହିତ…
Read More...

କେଜ୍ରିୱାଲଙ୍କ ସପକ୍ଷରେ ଜନସମର୍ଥନ ଯୋଗାଡ କରିବାକୁ ସୁନିତାଙ୍କ ନୂଆ ଅଭିଯାନ । ‘କେଜ୍ରିୱାଲଙ୍କୁ ଆଶୀର୍ବାଦ’ ଅଭିଯାନ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ମାହୋଲ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଶୁକ୍ରବାର ଦିନ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସୁନୀତା କେଜ୍ରିୱାଲ ଏହି ନୂଆ ଅଭିଯାନର ନାମ ରଖିଛନ୍ତି,…
Read More...

ଚୀନକୁ ଫିଲିପାଇନ୍ସର ଧମକ । ଯଦି ପୁଣି ଭୟଭିତ କରିବାକୁ ଚେଷ୍ଟା କରିବ ତେବେ ସମୁଦ୍ରରେ ନିଆଁ ଲଗାଇଦେବୁ

କନକ ବ୍ୟୁରୋ : ଫିଲିପାଇନ୍ସ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦ ଭିତରେ ଚୀନକୁ ଧମକ ଦେଇଛି ଫିଲିପାଇନ୍ସ । ଫିଲିପାଇନ୍ସ କହିଛି କି ଯଦି ଚୀନ ଆମକୁ ଭୟଭିତ କରିବାକୁ ଚେଷ୍ଟା କରେ ତେବେ ଫଳାଫଳ ଭୟାନକ ହେବ । ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଗୁରୁବାର ଦିନ ଏଭଳି କହିଛନ୍ତି ।…
Read More...