Browsing Category

ଦେଶ ବିଦେଶ

ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ଇସ୍ତାହାର । କ୍ଷମତାକୁ ଆସିଲେ ଦଳ ଦେବ ମାଗଣା ଅଟା ସହ ୫ଶହ ଟଙ୍କାର ମୋବାଇଲ ଡାଟା ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ଦଳ ଘୋଷଣାପତ୍ରର ନାଁ ଦେଇଛି ଭିଜନ ଡକ୍ୟୁମେଣ୍ଟ । ଦଳ ଶାସନ କ୍ଷମତାକୁ ଆସିଲେ ମାଗଣା ଗହମ ବଦଳରେ ଏଣିକି ଅଟା ଦେବ ଦଳ । ଏଥିସହ ରାସନକାର୍ଡଧାରୀଙ୍କୁ ମାସକୁ ୫ଶହ ଟଙ୍କା ମାଗଣା ମୋବାଇଲ ଡାଟା ମିଳିବ…
Read More...

ଏପ୍ରିଲ ୧୪ରେ ଦେଶବ୍ୟାପୀ ଆପ୍ ପାଳିବ ସମ୍ବିଧାନ ବଞ୍ଚାଓ, ଏକଛତ୍ରବାଦୀ ଶାସନ ହଟାଅ ଦିବସ । ଏପଟେ କେଜ୍ରିୱାଲଙ୍କ…

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ । ଅପ୍ରେଲ ୧୪ରେ ‘ସମ୍ବିଧାନ ବଂଚାଅ ଏକଛତ୍ରବାଦୀ ଶାସନ ହଟାଅ’ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବ ଆମ୍ ଆଦମୀ ପାର୍ଟି । ଏନେଇ ତିହାର ଜେଲରୁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ…
Read More...

ଉପବାସରେ ରହି ମାରାଥନ ରାଲି କରୁଛନ୍ତି ପ୍ରଧାନମନ୍ତ୍ରୀ । ଚୈତ୍ର ନବରାତ୍ରରେ ୯ ଦିନ ଉପାସ ରହି ବିଭିନ୍ନ ରାଜ୍ୟରେ…

କନକ ବ୍ୟୁରୋ: ଗୋଟିଏ ପଟେ କର୍ମ, ଅନ୍ୟପଟେ ଧର୍ମ । ମଙ୍ଗଳବାର ଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଉପବାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପବାସ କରିବା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ରାଜ୍ୟ ବୁଲି ରୋଡଶୋ, ଜନସଭାରେ…
Read More...

ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ।…

କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ଉଭୟଙ୍କ କ୍ଷମା ଆବେଦନଗ୍ରହଣ କଲେନି କୋର୍ଟ । ଶୁଣାଣୀ କରି କୋର୍ଟ କହିିଛନ୍ତି ବାରମ୍ବାର ତାଗିଦ ସତ୍ୱେ ଆପଣମାନେ କୋର୍ଟଙ୍କ ଅବମାନନା କରିଛନ୍ତି । ଭବିଷ୍ୟତରେ…
Read More...

ରୋଚକ ହେବ ବାରାଣାସୀରେ ୨୪ ଲଢ଼େଇ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ କିନ୍ନର…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ମୈଦାନରେ ଅଂଟାଭିଡିଲେଣି ସମସ୍ତ ରାଜନୈତିକ ଦଳର ହେଭିୱେଟ ନେତା । ରାଲି, ରୋଡ୍ ଶୋ ସାଙ୍ଗକୁ ବିଜୟ ରଣକୌଶଳ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଅଭିଯାନ ମଧ୍ୟ ଜୋରଦାର ହେଲାଣି । ଦେଶର ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଆସନ ଗୁଡିକ ମଧ୍ୟରୁ…
Read More...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ନ୍ୟାୟାଳୟରେ ଦେଲେ…

କନକ ବ୍ୟୁରୋ: ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଇଡି…
Read More...

କାରାକାଟ ଆସନରୁ ନିର୍ବାଚନ ଲଢିବେ ଭୋଜପୁରୀ ଗାୟକ ପୱନ ସିଂ । ବିଜେପି ସହଯୋଗୀ ଉପେନ୍ଦ୍ର କୁଶୱାହାଙ୍କୁ ଦେବେ ଟକ୍କର

କନକ ବ୍ୟୁରୋ : ଭୋଜପୁରୀ ଗାୟକ ପୱନ ସିଂ ଲୋକସଭା ନିର୍ବାଚନ ଲଢିବେ । ସେ ବିହାରର କାରାକାଟ ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ କି କେଉଁ ଦଳ ଟିକେଟରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ କରିନାହାଁନ୍ତି । ହେଲେ କାରାକାଟ ଲୋକସଭା ଆସନରୁ ନିର୍ବାଚନ…
Read More...

ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କୁ ବଡ ଝଟକା । ମନ୍ତ୍ରୀପଦ ସହ ଦଳରୁ ଇସ୍ତଫା ଦେଲେ ରାଜକୁମାର ଆନନ୍ଦ

କନକ ବ୍ୟୁରୋ : ଦିଲ୍ଲୀରେ କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜକୁମାର ଆନନ୍ଦ କେଜ୍ରିୱାଲ ସରକାରରେ ସମାଜ କଲ୍ୟାଣ ମନ୍ତ୍ରଣାଳୟ ସମ୍ଭାଳୁଥିଲେ । ଦଳ ଛାଡିବା ପରେ ରାଜକୁମାର କହିଛନ୍ତି କି, ଆମ୍…
Read More...

ଏନଡିଏକୁ ସମର୍ଥନ ଦେଲେ ରାଜ୍ ଠାକରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଂଶସା । 

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ରାଜ୍ ଠାକରେ । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରଧାନମନ୍ତ୍ରୀ…
Read More...

ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ । ମୂର୍ତ୍ତିର ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

କନକ ବ୍ୟୁରୋ: ପବିତ୍ର ରାମନବମୀ ଅବସରରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ରାମ ଭକ୍ତ ।…
Read More...