Browsing Category

ଦେଶ ବିଦେଶ

ଜିଏସଟି ଲାଗୁପରେ ଏମଆରପି ଦ୍ୱନ୍ଦ୍ୱ ଦୂରକଲେ ସରକାର ! ବିଜ୍ଞାପନ ଦେଇ ଦର ବଢ଼ାଇ ପାରିବେ ବ୍ୟବସାୟୀ

କନକ ବ୍ୟୁରୋ : ଜିଏସଟି ଲାଗୁ ପରେ ଏମଆରପି ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଜ୍ଞାପନ ଦେଇ ଦର ବଢ଼ାଇବାକୁ କୁହାଯାଇଛି । ଜିଏସଟି ଲାଗୁହେବା ପରେ କୌଣସି ସାମଗ୍ରୀର ଦର ବଢ଼ିଥିଲେ, ଅନ୍ୟୁନ ଦୁଇଟି…
Read More...

ଖୁବ୍ ଶୀଘ୍ର ଆପଣଙ୍କ ହାତକୁ ଆସିବ ୨୦୦ଟଙ୍କିଆ ନୋଟ୍ ! ଆରବିଆଇ ଦେଲା ସବୁଜ ସଙ୍କେତ

ଖୁବ୍ ଶୀଘ୍ର ଆପଣଙ୍କ ହାତକୁ ଆସିବ ୨୦୦ଟଙ୍କିଆ ନୋଟ୍ । ୫୦୦ ଏବଂ ୨୦୦୦ଟଙ୍କିଆ ପରେ ଏବେ ୨୦୦ଟଙ୍କିଆ ନୋଟ୍ ଛାପିବା ପାଇଁ ସବୁଜ ସଙ୍କେତ ଦେଇଛି ଆରବିଆଇ । ଏହି ପଦକ୍ଷେପ ଟ୍ରାନଜାକ୍ସନକୁ ସୁବିଧା କରିବା ପାଇଁ ନିଆଯାଇଛି । ୨୦୦ ଟଙ୍କିଆ ନୋଟର ଛପା କାର୍ଯ୍ୟ ସରକାରଙ୍କ ତଦାରଖରେ ହେଉଥିବାର…
Read More...

ପୁରୁଣା ନୋଟ୍ ବଦଳ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ! ବଦଳ ପାଇଁ କାହିଁକି ଦିଆଗଲାନି ଅଧିକ ସମୟ

କନକ ବ୍ୟୁରୋ : ପୁରୁଣା ନୋଟ୍ ବଦଳ ନିୟମ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଉର୍ତ୍ସନା । ପୁରୁଣା ନୋଟ୍ ବଦଳ ନେଇ କାହିଁକି ଦ୍ୱିତୀୟ ଥର ପାଇଁ ସୁଯୋଗ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଦୁଇ ସପ୍ତାହ କେନ୍ଦ୍ର ସରକାର ଓ ଆରବିଆଇକୁ ଜବାବ ଦାଖଲ କରିବାକୁ…
Read More...

ବଡ଼ନଗରରେ ଯେଉଁ ଦୋକାନରେ ଚା’ ବିକ୍ରିି କରୁଥିଲେ ପ୍ରଧାନମନ୍ତ୍ରୀ ମୋଦି, ଏବେ ତାହା ପର୍ଯ୍ୟଟନ ସ୍ଥଳରେ ପରିଣତ ହେବ

ଗୁଜୁରାଟର ବଡ଼ନଗରରେ ଯେଉଁ ଚା’ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପିଲାବେଳେ ଚା’ ବିକ୍ରି କରୁଥିଲେ, ତାକୁ କେନ୍ଦ୍ର ସରକାର ଏକ ନୂଆ ରୂପ ଦେବା ପାଇଁ ନିଷ୍ପତି ନେଇଛନ୍ତି । ବଡ଼ନଗର ରେଳଷ୍ଟେସନର ଏକ ପ୍ଲାଟଫର୍ମରେ ଅଛି, ଯେଉଁଠି ସେହି ଚା’ ଦୋକନ ଅଛି । ଗୁଜୁରାଟର ମେହସାଣା…
Read More...

ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇଥିବା ସ୍ୱୀକାର କଲା ହିଜବୁଲ ମୁଜାହିଦ୍ଦୀନ ମୁଖିଆ ସୈୟଦ ସଲାଉଦ୍ଦୀନ

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ତଥା ହିଜବୁଲ ମୁଜାହିଦ୍ଦୀନ ମୁଖିଆ ସୈୟଦ ସଲାଉଦ୍ଦୀନ ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇଥିବା ସ୍ୱୀକାର କରିଛି । ସଲାଉଦ୍ଦୀନର ଏହି ସ୍ୱୀକାର ପରେ ଭାରତର ଦାବି ପ୍ରମାଣସିଦ୍ଧ ହୋଇଛି । ଭାରତରେ ଆତଙ୍କବାଦୀ ହମଲା ପାଇଁ ପାକିସ୍ତାନ ମାଟିକୁ ବ୍ୟବହାର…
Read More...

ଇସ୍ରାଏଲ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଜୁଲାଇ ୪ରୁ ୬ ଯାଏଁ…

କନକ ବ୍ୟୁରୋ: ଇସ୍ରାଏଲ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦି ଜୁଲାଇ ୪ରୁ ୬ ଯାଏଁ ଇସ୍ରାଏଲ ଗସ୍ତରେ ଯିବେ । ମୋଦି ଇସ୍ରାଏଲ ଗସ୍ତରେ ଯାଉଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ମୋଦିଙ୍କୁ…
Read More...

ଓଡିଶା ଚାଷୀଙ୍କ ଦିଲ୍ଲୀରେ ବିକ୍ଷୋଭ ! ଯନ୍ତର ମନ୍ତରରେ ବିରାଟ ସମାବେଶ ପରେ ନବ ନିର୍ମାଣ କୃଷକ ସଂଗଠନର ନୀତି ଆୟୋଗ…

କନକ ବ୍ୟୁରୋ : ଓଡିଶା ଚାଷୀଙ୍କ ଦିଲ୍ଲୀରେ ବିକ୍ଷୋଭ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟ ଘେରାଉ ଉଦ୍ୟମ । ଓଡିଶାର ନବ ନିର୍ମାଣ କୃଷକ ସଙ୍ଗଠନ ସହ ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦ରୁ ଉଦ୍ଧ୍ୱର୍ କୃଷକ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ । ଓଡିଶା ସମେତ…
Read More...

ଚୀନ୍ ଦେଉଛି ଚ୍ୟାଲେଞ୍ଜ୍ ! ସିକିମ୍ ସୀମା ନେଇ ସହ ବଢିଲା ବିବାଦ

କନକ ବ୍ୟୁରୋ : ଭାରତକୁ ଚୀନର ନାଲି ଆଖି । ଚୀନ ସରକାର ଦ୍ୱାରା ପରିଚାଳିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏକ ଟ୍ୱିଟ୍ କରି କହିଛି ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ଠିକ୍ ଭାବରେ କରାନଗଲେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ । ଦୁଇ ଦେଶ ମଧ୍ୟରେ ଗତ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି…
Read More...

ଜିଏସଟି ଆଣୁଛି ନୂଆ ଚାକିରୀ ! ନିଯୁକ୍ତି ପାଇଁ ଖୋଲିଲା ସୁଯୋଗ

କନକ ବ୍ୟୁରୋ : ଜିଏସଟି ଲାଗୁ ହେବା ପରେ ବେକାର ଯୁବକ ଯୁବତୀଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ବ୍ୟବସାୟ କେନ୍ଦ୍ରରେ ଏଣିକି ହିସାବ କିତାବ ରଖିବା ପାଇଁ ନିୟମିତ ନିଯୁକ୍ତି ମିଳିବ । ଏଣିକି ସେମାନଙ୍କୁ ମିଳିବ ଆଶ୍ୱସ୍ତ, ମିଳିବ କର୍ମ ସଂସ୍ଥାନ । ସାମୟିକ ଆକାଉଂଟାଂଟ୍ ରଖି…
Read More...

୩୧ ଜୁଲାଇ ଭିତରେ ବଦଳାନ୍ତୁ ପିଏନବି ଡେବିଟ୍ କାର୍ଡ ! ନଚେତ୍ ହୋଇଯିବ ବ୍ଲକ୍

ଯଦି ଆପଣ ପଂଜାବ ନ୍ୟାସନାଲ୍ ବ୍ୟାଙ୍କର ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପିଏନବି ନିଜ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଖାସ୍ ଏହି ସୂଚନା ଜାରି କରିଛି । ଯଦି ଆପଣଙ୍କ ପାଖରେ ପିଏନବିର ମାଏଷ୍ଟ୍ରୋ ଡେବିଟ୍ କାର୍ଡ ରହିିଛି ତେବେ…
Read More...