Browsing Category

ଦେଶ ବିଦେଶ

ରାଜ୍ୟସଭା ସାଂସଦଙ୍କୁ ନେଇ ଏଡିଆର ଓ ଏନଇଡବ୍ଲ୍ୟୁର ଚାଞ୍ଚଲ୍ୟକର ତଥ୍ୟ । ୨୩୩ ସାଂସଦଙ୍କ ମଧ୍ୟରୁ ୨୭ଜଣଙ୍କ ନିକଟରେ…

କନକ ବ୍ୟୁରୋ : ନେତାଙ୍କ ସମ୍ପତି କେତେ, ଏହା ଜାଣିବା ପାଇଁ ସବୁବେଳେ ସାଧାରଣ ଜନତାଙ୍କ ଆଗ୍ରହ ରହିଥାଏ । ତେବେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ କରିବା ପରେ ସେମାନଙ୍କ ସମ୍ପତି ବାବଦରେ ତଥ୍ୟ ମିଳିଥାଏ ।ଏହା ଭିତରେ ଚକିତ କରିବା ଭଳି ତଥ୍ୟ ଦେଇଛି…
Read More...

କୁକୀ-ମୈତେଇ ଲଢେଇ ମଧ୍ୟରେ ନାଗା ସଂପ୍ରଦାୟର ଏଣ୍ଟ୍ରି, ମଣିପୁରରେ ୨ ସପ୍ତାହ ପରେ ୩ଜଣଙ୍କ ହତ୍ୟାକୁ ନେଇ ବଢିଲା ଚିନ୍ତା

କନକ ବ୍ୟୁରୋ : ମଣିପୁର ହିଂସା ଗତ ୨ ସପ୍ତାହ ଧରି ଟିକେ ଶିଥିଳ ପଡିଥିବା ବେଳେ ଶୁକ୍ରବାର ଦିନ ପୁଣି ଭୟଙ୍କର ହିଂସା ଦେଖିବାକୁ ମିଳିଛି । ଓଖରୁଲ ଜିଲ୍ଲା ଥୋବଇ ଗାଁରୁ ଶୁକ୍ରବାର ସକାଳେ ୩ଜଣ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ପ୍ରଶ୍ନ ଉଠୁଛି କି କୁକୀ ଓ ମୈତେଇ…
Read More...

ଉଦ୍ୟୋଗ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ରତନ ଟାଟା । ମହାରାଷ୍ଟ୍ର ସରକାର କଲେ ସମ୍ମାନିତ । ଏକନାଥ ସିନ୍ଦେ କହିଲେ,…

କନକ ବ୍ୟୁରୋ: ରତନ ଟାଟାଙ୍କୁ ମିଳିଲା ଉଦ୍ୟୋଗ ରତ୍ନ ପୁରସ୍କାର । ମହାରାଷ୍ଟ୍ର ସରକାର ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଅଜିତ ପାୱାର, ରତନ…
Read More...

ଛତିଶଗଡ ଭୋଟରଙ୍କୁ କେଜ୍ରିୱାଲ ଦେଲେ ୧୦ଟି ପ୍ରତିଶ୍ରୁତି । କହିଲେ, ଥରେ ଆମକୁ ସୁଯୋଗ ଦିଅ ପରେ ସବୁ ଦଳକୁ ଭୁଲିଯିବ

କନକ ବ୍ୟୁରୋ : ଚଳିତବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ତରଫରୁ ୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଅନ୍ୟପଟେ…
Read More...

ତେଲେଙ୍ଗାନା କଂଗ୍ରେସର ନୂଆ ଫର୍ମୁଲା, ବିଧାନସଭା ଟିକେଟ ପାଇଁ ଆବେଦନ କଲେ ଦେବାକୁ ପଡିବ ୫୦ ହଜାର ଟଙ୍କା ଆବେଦନ ଶୁଳ୍କ

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସର ତେଲେଙ୍ଗାନା ୟୁନିଟ୍ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳ ତରଫରୁ ଟିକେଟ ଆଶାୟୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି । ଏନେଇ…
Read More...

‘ମୁଁ ନ୍ୟାୟ ପାଇବା ଯାଏଁ ପ୍ରତି ସପ୍ତାହରେ ନିଜର ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବି’ : ପୁଲିସର ନିଷ୍କ୍ରିୟତା ବିରୋଧରେ…

କନକ ବ୍ୟୁରୋ: ଭାଇ, ଭାଉଜଙ୍କ ମୃତ୍ୟୁ ସାଧାରଣ ନୁହେଁ ବରଂ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତା ଯାଇଥିଲା । ସବୁ ଜାଣି ମଧ୍ୟ ପୁଲିସ ନୀରବ । ତେଣୁ ପୁଲିସର ଏହି ନୀରବତା ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସତାରା ଜିଲ୍ଲାର ଧନଞ୍ଜୟ ନାନାୱାରେ । ଭାଇ . ଭାଉଜଙ୍କୁ…
Read More...

କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଠକେଇ ମାମଲା : ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ହଜାରେ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ଡେଭିଡ ଗେଜ୍ ବିରୋଧରେ ଲୁକଆଉଟ୍ ସରକୁଲାର ଜାରି କଲା ବ୍ୟୁରୋ ଅଫ ଇମିଗ୍ରେସନ୍ । ଲୁକ୍ ଆଉଟ୍ ସରକୁଲାର ଜାରି କରିବକୁ ଅନୁରୋଧ କରିଥିଲା…
Read More...

ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ ରାହୁଲ ଗାନ୍ଧୀ । ଆସନ୍ତାକାଲି ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି କରିବେ ପାଳନ

କନକ ବ୍ୟୁରୋ : ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛ । ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସବୁ ଫଟୋ ସେୟାର କରି ଲେଖିଛନ୍ତି, ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କରୁଛି । ମୋ ବାପା କହୁଥିଲେ ଏହା ବିଶ୍ୱର…
Read More...

ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ ।  ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି…

କନକ ବ୍ୟୁରୋ: ବିହାରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଦିନ ଦ୍ୱିପହରରେ ସାମ୍ବାଦିକଙ୍କୁ ଘର ସାମ୍ନାରେ ହତ୍ୟା । ସାମ୍ବାଦିକ ବିମଲ ଯାଦବଙ୍କୁ ଗୁଳିମାଡ଼ କରି ହତ୍ୟା ପରେ ବିରୋଧାଭାଷ ତେଜିଛି । ବିଜେପି ତରଫରୁ ବିହାରରେ ଜଙ୍ଗଲରାଜ ଚାଲିଛି…
Read More...

ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ । ଦମନ ଚଳଚିତ୍ର ପରେ ଗଦର-୨ର ପ୍ରଛଦ ପଟରେ ରହି ପ୍ରଶଂସା ସାଉଁଟୁଛନ୍ତି ଓଡିଆ ପୁଅ

କନକ ବ୍ୟୁରୋ : ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ । ଦମନ ଚଳଚିତ୍ର ପରେ ପୁଣି ଗଦର-୨ ଚଳଚିତ୍ର ପ୍ରଛଦ ପଟରେ ରହି ପ୍ରଶଂସା ସାଉଁଟୁଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିର ବରୁଣ । ସେ ଗଦର-୨ରେ ଫଲି କଳାକାର ଭାବେ ଦାୟୀତ୍ୱ ତୁଲାଇଛନ୍ତି । ତାଙ୍କୁ ସହଯୋଗ କରିଛନ୍ତି ଦାରିଙ୍ଗିବାଡିର…
Read More...