Browsing Category

ଦେଶ ବିଦେଶ

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରର ନୂଆ ଫଟୋ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତ୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ…
Read More...

ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର

କନକ ବ୍ୟୁରୋ : ନାଗପୁରରୁ ଆସିଛି ବିଚଳିତ କରିବା ଭଳି ଘଟଣା । ଦୁଇଟି ବାଇକକୁ ଧକ୍କା ଦେବା ପରେ ୩କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ମିଳିଥିବା ସୂଚନା ଅନୁସାରେ ଗୁରୁବାର ନାଗପୁରର ରାଜୀବ ନଗରର ଭିଡବହୁଳ ଅଂଚଳରେ ଗୋଟିଏ ଦ୍ରୁତ ଗତିର କାର ଦୁଇଟି ବାଇକ ଚାଳକଙ୍କୁ ଧକ୍କା…
Read More...

ଫୁଟବଲ ମ୍ୟାଚ୍ ଦେଖିଲେ, ଖେଳାଳୀଙ୍କ ମନୋବଳ ବଢାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଲେହରେ ପହଁଚି ଫୁଟବଲ ମ୍ୟାଚ ଦେଖିଲଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମ୍ୟାଚ୍ ଦେଖିବା ସହ ଖେଳାଳୀଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି ରାହୁଲ । ୮ଦିନିଆ ଲେହ-ଲଦାଖ ଗସ୍ତରେ ଥିବା ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ଅନେକ ବିଶିଷ୍ଠ…
Read More...

ବିଧାୟିକା, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁତୁ ମେଁ ମେଁ । କାର୍ଯ୍ୟକ୍ରମ ସ୍ଥଳୀରେ ରାଗିଗଲେ ବିଜେପି ବିଧାୟିକା ରିଭାବା…

କନକ ବ୍ୟୁରୋ : ଚର୍ଚ୍ଚାରେ ଏବେ ଜାମନଗର ଉତରର ବିଜେପି ବିଧାୟିକା ରିଭାବା ଜାଡେଜା । ନିକଟରେ ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ପହଁଚିଥିଲେ । ତେବେ କାର୍ଯର୍କ୍ରମ ସ୍ଥଳରେ ସାଂସଦ ପୁନମ ମାଦମ ଓ ମେୟର ବିନାବେନ କୋଠାରୀଙ୍କ ସହ ରିଭାବାଙ୍କ ତୁତୁ ମେଁମେଁ ଘଟଣାର ଭିଡିଓ ବେଶ ଭାଇରାଲ…
Read More...

ଶୁଷ୍କ ମରୁଭୂମିରେ ଫୁଟିବ ଫୁଲ । ସବୁଜିମାରେ ପରିଣତ ହେବ ଦେଶର ସର୍ବବୃହତ ମରୁଭୂମି ଥର

କନକ ବ୍ୟୁରୋ : ସବୁଜିମାରେ ଭରପୂର ହେବ ଥର୍ ମରୁଭୂମି । ଶୁଷ୍କ ଜଳବାୟୁ ଲାଗି ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର ଥର ମରୁଭୂମି ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ତେବେ ଏହା ପଛର କାରଣ ହେଉଛି ଜଳବାୟୁ ପରିବର୍ତନ । ଗୈାହାଟୀରେ ଥିବା…
Read More...

୧୫ବର୍ଷ ପରେ ବିଦେଶରୁ ଗହମ ଆଣିବ ଭାରତ । କମ ବର୍ଷା ଯୋଗୁଁ ଭାରତରେ ହୋଇଛି ଗହମର କମ ଅମଳ

କନକ ବ୍ୟୁରୋ : ଏଣିକି ଶସ୍ତା ଦରରେ ଭାରତକୁ ଗହମ ଦେବ ରୁଷ୍ । କମ୍ ମୂଲ୍ୟରେ ତେଲ ଦେବା ପରେ ଏବେ ରୁଷ ଦେବ ଗହମ । ଦେଶରେ ଗହମ ଦରବୃଦ୍ଧି ଉପରେ ରୋକ ଲଗାଇବାକୁ ସରକାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ତେବେ ଦେଶରେ ଗହମ ଯୋଗାଣ ବଢ଼ାଇବା ଲାଗି ଭାରତ ରୁଷ ଠାରୁ କମ୍ ମୂଲ୍ୟରେ ଗହମ ଆମଦାନି…
Read More...

ପୁଣି ହିଂସାରେ ଥରିଲା ମଣିପୁର । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ…

କନକ ବ୍ୟୁରୋ : ଏବେ ହିଂସା କଥା କହିଲେ ଆପଣଙ୍କର ମନକୁ ପ୍ରଥମେ ମଣିପୁର କଥା ନିଶ୍ଚୟ ଆସୁଥିବ । ଲଗାତର ଭାବେ ହିଂସା, ଗୁଳିକାଣ୍ଡ, ହତ୍ୟା, ଅତ୍ୟାଚାର, ମହିଳାଙ୍କୁ ନିର୍ଯାତନା ଆଦି କେତେ କ’ଣ ମଣିପୁରରେ ଘଟିବାରେ ଲାଗିଛି । ଆଉ ଏହି ହିଂସାରେ କାହିଁ କେତେ ନୀରିହ ଜୀବନ ବଳିପଡ଼ିଗଲାଣି । ଥରେ…
Read More...

ଏଣିକି ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସିମ କାର୍ଡ଼ ଡ଼ିଲରଙ୍କ ଉପରେ ପୁଲିସର ରହିବ…

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗିଛି ଫୋନ କଲ୍ ମାଧ୍ୟମରେ ଜାଲିଆତି ମାମଲା । ନକଲି ସିମକୁ ବ୍ୟବହାର କରି ଠକି ଚାଲିଛନ୍ତି ସାଇବର ଠକ । ଗୋଟିଏ ଫୋନ କଲରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଆଣିଛନ୍ତି । କେନ୍ଦ୍ର…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରାଯାଉଥିଲା ବ୍ଲାକମେଲ । ମନ୍ତ୍ରୀ ପଦ ପାଇବା ପାଇଁ ବିଧାୟକ କରୁଥିଲେ ବ୍ଲାକମେଲ୍ !…

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜ୍ୟ ରାଜନୀତିରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ଏହି ଖବରର ସିଧା ସର୍ମ୍ପକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ରହିଛି । ସିନ୍ଦେଗୋଷ୍ଠୀ ବିଧାୟକ ଭରତ ଶେଠ ଗୋଗାୱଲେ ଏକ ବଡ ଖୁଲ୍ଲାସା କରିଛନ୍ତି । ମନ୍ତ୍ରୀ ହେବା ପାଇଁ କିଛି ବିଧାୟକ…
Read More...

‘ଜନଧନ’ ଆକାଉଣ୍ଟକୁ ନେଇ ଅର୍ଥ ମନ୍ତ୍ରଣାଳୟ ଜାରିକଲା ଡାଟା । ଜାଣନ୍ତୁ କେତେ ଲୋକ ଖୋଲିଛନ୍ତି ଏହି ଯୋଜନାରେ ବ୍ୟାଙ୍କ…

କନକ ବ୍ୟୁରୋ : ଦେଶରେ ଗରିବ ଲୋକମାନଙ୍କୁ ବ୍ୟାଙ୍କ ସେବା ସହ ଯୋଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଜନଧନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକମାନେ ବିନା ଟଙ୍କାରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇଥିଲେ । ଏହି ଯୋଜନାରେ ଏବେ ସୁଦ୍ଧା…
Read More...