Browsing Category

ନ୍ୟୁଜ୍

ଦାମୀ ଗାଡିରେ ଆସିଲେ, ରାତି ଅଧରେ ଗୁହାଳରୁ ଛେଳି ଚୋରି କରି ଚାଲିଗଲେ । ଲୁଟେରାଙ୍କ ଟେର ପାଉନାହିଁ ପୋଲିସ ।

କନକ ବ୍ୟୁରୋ : ଚୋରିର ନୂଆ ତରିକା । ସ୍କର୍ପିଓ ଗାଡ଼ିରେ ଆସୁଛନ୍ତି, ମୁଖ୍ୟ ରାସ୍ତା କଡ଼ରେ ଥିବା ଛେଳି ଗୁହାଳରୁ ଛେଳି ଚୋରି କରି ଫେରାର ହୋଇଯାଉଛନ୍ତି ଲୁଟେରା । ୧୫ ଦିନ ହେବ ଏଭଳି ଘଟଣା ଗଂଜାମ ଜଗନ୍ନାଥପ୍ରସାଦ ଅଚଂଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାରମ୍ବାର ଅଭିଯୋଗ ପରେ ଲୁଟେରାଙ୍କ ଟେର…
Read More...

ପାରିବାରିକ କଳହର ଚରମ ପରିଣତି । ମାଆ ଓ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧି ପିଟିଲେ ଦୁଇ ଭାଇ ।

କନକ ବ୍ୟୁରୋ: ପାରିବାରିକ କଳହର ଚରମ ପରିଣତି । ଦୁଇ ଭଉଣୀ ଓ ମାଆଙ୍କୁ ଗଛରେ ବାନ୍ଧି ମାଡ ମାରିଲେ ଦୁଇ ଭାଇ । ଖବର ପାଇଁ ତିନି ଜଣଙ୍କୁ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାରାଦୀପ କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ । ପୋଲିସ ଏହି…
Read More...

ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ହୋଇପାରେ…

କନକ ବ୍ୟୁରୋ: ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା । ପଶ୍ଟିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିପାରେ । ବର୍ଷା କମିବା ସହ କୁହୁଡି ଓ ଥଣ୍ଡା ବଢିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଂଚଳିକ…
Read More...

ଶିକ୍ଷକଙ୍କୁ ଖରାଛୁଟି ମନା । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ ।

କନକ ବ୍ୟୁରୋ : ଶିକ୍ଷକଙ୍କୁ ଖରାଛୁଟି ମନା । ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି…
Read More...

ବାଲିମାଫିଆଙ୍କ ଆତଙ୍କରାଜ : ବାଲି ଚୋରା ଚାଲାଣକୁ ବିରୋଧ କରିବାରୁ ଜେସିବି ଚଢ଼ାଇ ଯୁବକଙ୍କୁ ହତ୍ୟା ଅଭିଯୋଗ,…

କନକ ବ୍ୟୁରୋ : ବାଲି ଚାଲାଣକୁ ବିରୋଧ କରିବାରୁ ଯୁବକଙ୍କୁ ବାଲି ମାଫିଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଏଭଳି ଘଟଣା ଘଟିଛି । ଜେସିବି ବକେଟରେ ଚାପି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି…
Read More...

ରାଜରାସ୍ତାରେ ଜେଏନୟୁ ଲଢେଇ : ମଣ୍ଡି ହାଉସରୁ ଜନ୍ତରମନ୍ତର ଯାଏ ଛାତ୍ରଛାତ୍ରୀଙ୍କ ପଦଯାତ୍ରା, କୁଳପତିଙ୍କୁ ହଟାଇବା ଓ…

କନକ ବ୍ୟୁରୋ : ରାଜରାସ୍ତାରେ ପହଞ୍ଚିଲା ଜେଏନୟୁ ଲଢେଇ ।  ହିଂସାର ପ୍ରତିବାଦ, ଫି ବୃଦ୍ଧି ପ୍ରତ୍ୟାହାର ଓ  କୁଳପତିଙ୍କୁ ହଟାଇବା ଦାବିରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷକ ପଦଯାତ୍ରା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରଶାସନ ଅନୁମତି ଦେଇନଥିଲେ ବି ନିଜ…
Read More...

ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ : ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜିନିବେଶ…

କନକ ବ୍ୟୁରୋ : ଓଡ଼ିଶା ଶିଳ୍ପ ପାଇଁ ବଡ଼ ଦିନ । ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ହିଣ୍ଡାଲକୋ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ…
Read More...

ଝାରୁସୁଗୁଡାରେ ଚାଞ୍ଚଲ୍ୟ : ହୋଟେଲରୁ ଆର୍ମି ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଆର୍ମି ଅଫିସରଙ୍କ ଆତ୍ମହତ୍ୟା ସନ୍ଦେହ । ଝାରଗୁଡା ସହର ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଆର୍ମି ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୋଲିସର ତଦନ୍ତରୁ ଜଣାପଡିଛି ମୃତ ଆର୍ମି ଅଫିସର ଜଣଙ୍କ ସିକିମ୍ ରେଜିମେଂଟ ୪୪ ନମ୍ବର ବାଟାଲିୟନର ନାଏବ ସୁବେଦାର…
Read More...

ନନ୍ଦନକାନନରେ ନୂଆ ଅତିଥି : ଧଳା ବାଘୁଣୀ ସ୍ନେହା ଜନ୍ମଦେଲା ଦୁଇ ଧଳା ବାଘ ଛୁଆ

କନକ ବ୍ୟୁରୋ : ନନ୍ଦନକାନରରେ ନୂଆ ଅତିଥି । ଚିଡିଆଖାନାରେ ଥିବା ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଆଜି ଭୋର ୩ଟା୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି ।…
Read More...

ସ୍ତ୍ରୀକୁ ହତ୍ୟା କରି ଘରେ ପୋତିଦେଲା ସ୍ୱାମୀ : ନୂଆ ମାଟି ଲିପା ସ୍ଥାନରୁ ଆସୁଛି ଦୁର୍ଗନ୍ଧ, ସମ୍ବଲପୁର ଧନୁପାଲିରେ…

କନକ ବ୍ୟୁରୋ : ସମ୍ବଲପୁର ଧନୁପାଲି ଅଂଚଳରେ ଚାଚଂଲ୍ୟ । ଆଠ ଦିନ ହେଲା ନିଖୋଜ ବିବାହିତ ମହିଳା ଆରତୀ ଦେବୀଙ୍କୁ ହତ୍ୟା କରାଯାଇ ଘର ଭିତରେ ପୋତିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି…
Read More...