Browsing Category

ନ୍ୟୁଜ୍

ଅଭିଯୁକ୍ତ ପୁଅକୁ ଜୀବଦାନ ଦେବାପାଇଁ କୋର୍ଟରୁମରେ ଗୁହାରୀ : ଉତ୍ତରରେ ଦୀର୍ଘ ୭ ବର୍ଷର ଯନ୍ତ୍ରଣାଦାୟକ ମନୋସ୍ଥିତି …

କନକ ବୃୁରୋ : ଫାଶୀରେ ଚଢ଼ିବେ ନରରାକ୍ଷାସ । ମୃତ୍ୟୁର ପରୱାନା ଉପରେ ମୋହର ଲାଗିସାରିଛି । ଦୀର୍ଘ ସାତ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ତାରିଖ ବି ସ୍ପଷ୍ଟ । ଖାଲି ଫାଶୀ ଦିନକୁ ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ସକାଳ ୭ଟା ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ।…
Read More...

ଶୀତ ଉଜାଡିଦେଲା ପାନବରଜ । ଥଣ୍ଡା ପାଇଁ ନିଆଳି ପାନଚାଷୀଙ୍କୁ ମୁଣ୍ଡରେ ଚଡକ, ପୋଡିଯାଉଛି ପାନପତ୍ର : ଚାରିହଜାରରୁ ଅଧିକ…

କନକ ବ୍ୟୁରୋ : ଶୀତ ଉଜାଡିଦେଲା ପାନବରଜ । ରାଜ୍ୟରେ କମୁଥିବା ତାପମାତ୍ରା ପାନଚାଷୀଙ୍କ ରାତିର ନିଦ ଉଜାଡି ଦେଇଛି । ଶୀତ ଯୋଗୁ ପାନ ପତ୍ର ପୋଡି ଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଆଳି ଅଂଚଳରେ । ପାନ ବରଜରେ ପାନ ସବୁ ପୋଡି ଯାଉଥିବା ଦେଖିବାକୁ ମିଳିଛି । ଆଉ ପୋଡା ପାନକୁ…
Read More...

ଅଚାନକ କୋଣାର୍କ ଗସ୍ତରେ 5T ସଚିବ : ବୁଲିଲେ ସୂର୍ଯ୍ୟ ମନ୍ଦିର ଓ ବାହାର ବେଢା, ଖୁବଶୀଘ୍ର ଆରମ୍ଭ ହୋଇପାରେ…

କନକ ବ୍ୟୁରୋ : ଅଚାନକ କୋଣାର୍କ ଗସ୍ତରେ 5T ସଚିବ ଭି.କାର୍ତିକେୟନ ପାଣ୍ଡିଆନ । ଆଜି ଭୋର ପ୍ରାୟ ୫ଟାବେଳେ କାର୍ତିକେୟନ ପାଣ୍ଡିଆନ ସୂର୍ଯ୍ୟ ମନ୍ଦିରରେ ପହଂଚି ମନ୍ଦିର ବୁଲିବା ସହ ବାହାର ବେଢା ପରିଦର୍ଶନ କରିଥିଲେ । ପରେ ଆଓସିଏଲର ବାଖ୍ୟାନ କେନ୍ଦ୍ର ,ହସ୍ତଶିଳ୍ପ ବଜାର ଓ ଅନ୍ୟାନ୍ୟ ସ୍ଥାନ…
Read More...

ଭିନିଲକ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଖଳନାୟକ ଦାମୋଦର ଆନ୍ଧ୍ରପ୍ରଦେଶରୁ ଗିରଫ : ମ୍ୟାଲେରିଆ ଜ୍ୱରରେ ପୀଡିତ ଥିବାବେଳେ…

କନକ ବ୍ୟୁରୋ : ମାଲକାନଗିରିର କୁଖ୍ୟାତ ମାଓବାଦୀ ଗିରଫ । ପୂର୍ବତନ ଜିଲ୍ଲାପାଳ ଭିନିଲ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଖଳନାୟକ ଦାମୋଦର ଓରଫ ବାଲେମ ନାରାୟଣ ସ୍ୱାମୀ ଏବଂ ତାଙ୍କ ପତ୍ନୀ ଫୁଲବତୀ ଗିରଫ କରିଛି ଆନ୍ଧ୍ର ପୋଲିସ । ଦାମୋଦର ମାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର…
Read More...

ଇରାନ୍, ଆମେରିକା ଯୁଦ୍ଧ ସ୍ଥିତି ମଧ୍ୟରେ ଆହୁରି ମହଙ୍ଗା ହେଲା ସୁନା : ୩ ଦିନରେ ୨୦୦୦ ଟଙ୍କା ବଢ଼ିଲା

କନକ ବ୍ୟୁରୋ : ଇରାନ ଓ ଆମେରିକା ମଧ୍ୟରେ ଦେଖାଦେଇଥିବା ବିବାଦର ପ୍ରଭାବରେ ସୁନା ମୂଲ୍ୟ ପ୍ରତିଦିନ ବଢ଼ୁଛି । ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୧,୮୧୦ ଟଙ୍କା ହୋଇଯାଇଛି । ଆନ୍ତର୍ଜାତିକ ବଜାରରେ ମଧ୍ୟ ଏହି ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଉଛି । ସୁନା ମୂଲ୍ୟରେ ବୁଧବାର ୪୮୫ ଟଙ୍କାର…
Read More...

ଭଞ୍ଜନଗରରେ ମାତିଲେ ଛେଳିଚୋର : ଦାମୀ ଗାଡିରେ ଆସି ବନ୍ଧୁକ ଦେଖାଇ ଚୋରି କଲେ ୬୦ରୁ ଅଧିକ ଛେଳି 

କନକ ବ୍ରୁରୋ : ବନ୍ଧୁକ ମୁନରେ ଛେଳି ଚୋରି । ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରୁ ଆସିଛି ଏପରି ଅଭିଯୋଗ । ଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ ଗୋପାଳକଙ୍କ ଗୁହାଳରୁ ୬୦ରୁ ଉଦ୍ଧ୍ୱର୍ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦାମୀ ସ୍କର୍ପିଓ ଗାଡିରେ ଆସି ଛେଳି ଚୋରି ହୋଇଥିବା ଅଭିଯୋଗ…
Read More...

୧୫ ଦିନ ବଢ଼ିଲା ‘ଇକୋ ରିଟ୍ରିଟ୍‌’ର ଅବଧି : ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି,…

କନକ ବ୍ୟୁରୋ : ମେରାଇନ୍ ଡ୍ରାଇଭ୍‌ରେ ଚାଲିଥିବା ‘ଇକୋ ରିଟ୍ରିଟ୍‌’ର ଅବଧି ଆଉ ୧୫ ଦିନ ବଢ଼ାଯାଇଛି। ଜାନୁ୍ଆରି ୩୧ ତାରିଖ ପରିବର୍ତ୍ତେ ଏହା ଫେବ୍ରୁଆରି ୧୫ରେ ଶେଷ ହେବ । ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଇକୋ…
Read More...

ମହଙ୍ଗା ପଡିଲା ଡ୍ୟୁଟି ସମୟରେ ଟିକଟକ ନିଶା । କାଉନସେଲର ଓ ଡାଟା ମ୍ୟାନେଜରଙ୍କ ହେଲା ବଦଳି

କନକ ବ୍ୟୁରୋ : ଡ୍ୟୁଟି ସମୟରେ ଟିକଟକ ଭିଡିଓରେ ମାତିବା ମହଙ୍ଗା ପଡ଼ିଛି। କ୍ୟାପିଟାଲ ହସ୍ପିଟାଲ ଏଆରଟି ସେଣ୍ଟରରେ ଥିବା କାଉନ୍ସେଲର ଓ ଡାଟା ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହିତ ଅନ୍ୟତ୍ର ବଦଳି କରାଯାଇଛି। ଏହାସହ ଏହି ସେଣ୍ଟରରେ ଏନଜିଓ ପକ୍ଷରୁ ନିଯୁକ୍ତ ହୋଇଥିବା…
Read More...

ପୁଣି ପଦାରେ ପଡିଗଲା ସ୍ୱାସ୍ଥ୍ୟ ବିଭାଗର ଅସଲି ଚିତ୍ର । ଏସସିବି ନ୍ୟୁରୋସର୍ଜରି ବିଭାଗରେ ସ୍ଥିତି ସାଂଘାତିକ,…

କନକ ବ୍ୟୁରୋ : କଟକ ବଡଡାକ୍ତରଖାନା ନ୍ୟୁରୋସର୍ଜରି ବିଭାଗରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ବିନା ବର୍ଷାରେ ବି ମଳ ମିଶା ନର୍ଦ୍ଦମା ପାଣି ୱାର୍ଡ, ଆଇସିୟୁ ଓ ଓଟି ଭିତରକୁ ପଶି ଯାଇଥିଲା। ପ୍ରବଳ ଦୁର୍ଗନ୍ଧରେ ଅଞ୍ଚଳରେ ରହିବା ଅସମ୍ଭବ ହୋଇ ପଡିଥିଲା। ଓଟି ଓ ଆଇସିୟୁରେ ପଶିଥିବା…
Read More...

ଥମିବାରେ ନା ନେଉ ନାହିଁ ଆମେରିକା-ଇରାନ ବିବାଦ ! ଭୀଷଣ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ଇରାନ, ବାଲିଷ୍ଟିକ…

କନକ ବ୍ୟୁରୋ : ଇରାନ୍ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଶତ୍ରୁତା ଏବେ ଚରମ ସ୍ଥିତିରେ ପହଞ୍ଚିଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏହାକୁ ନେଇ ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି ଏବଂ ଏହାର ପ୍ରଭାବ ସମଗ୍ର ବିଶ୍ବରେ ଦେଖିବାକୁ ମିଳିଲାଣି ।…
Read More...