Browsing Category

ନ୍ୟୁଜ୍

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁରେ ପହଂଚିପାରିଲା ନାହିଁ ଆମ୍ବୁଲାନ୍ସ, ବେଡସିଟ୍ ମେଡିକାଲ ଗଲେ…

କନକ ବ୍ୟୁରୋ : ଉପାନ୍ତରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ସ୍ୱାଭିମାନ ଅଂଚଳ ଚିତ୍ରକୋଣ୍ଡା ଅଂଚଳରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପହଁଚି ପାରିଲାନି ଆଂବୁଲାନ୍ସ । ଦୋଳାରେ ୪ କିଲୋମିଟର ବାଟ ବେଡସିଟ୍ ଭାରାରେ ନେବା ପରେ ଡାକ୍ତରଖାନାକୁ ନେଇଥିଲେ । ଚିତ୍ରକୋଣ୍ଡା ପଂଚାୟତ…
Read More...

ବନ୍ୟାକୁ ବିତିଲାଣି ୮ ଦିନ ହେଲେ ଏବେବି ଅନେକ ଅସୁବିଧାରେ ରହିଛନ୍ତି ଶତାଧିକ ଲୋକ । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ଲହରୀ…

କନକ ବ୍ୟୁରୋ : ଚଳିତ ବର୍ଷ ଧନୁଆ ନଦୀରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୮ଦିନ ପରେ ବି ବନ୍ୟା ପରିସ୍ଥିତିର ଭୟାଭୟତା ଏବେବି ଲାଗିରହିଛି । ବନ୍ୟାର ତାଜା ସ୍ଥିତି ପରଖିବା ପାଇଁ ପାଦେପାଦେରେ ଥିବା ବିପଦକୁ ଖାତିରି ନକରି…
Read More...

ରାଜ୍ୟରେ ବଢୁଛି ‘କରୋନା’ର କାୟା: ଦିନକରେ ୩୫୪୩ ଆକ୍ରାନ୍ତ,୭ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୮୭୮, ମୟୂରଭଂଜରୁ ୩୨୬…

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ଆଜି ଅ୍ଧମ ୩୫୫ ଶହ ୪୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ସଂକ୍ର ମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ସେହିଭଳି ଆଜି…
Read More...

ଛତିଶଗଡରେ ବସ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା; ଛତିଶଗଡ…

କନକ ବ୍ୟୁରୋ: ଛତିଶଗଡ ରାୟପୂୁରରେ ଦାଦନଙ୍କ ବସ ଦୁର୍ଘଟଣା ଖବରରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଶାନ୍ତ…
Read More...

ଦେଶରେ ୪୦ ଲକ୍ଷ ଛୁଇଁଲା କରୋନା ସଂକ୍ରମଣ ସଂଖ୍ୟା । ଆଜି ଗୋଟିଏ ଦିନରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ହଜାରେ…

କନକ ବ୍ୟୁରୋ :ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୪୦ ଲକ୍ଷ । ଗତ ୨୪ ଘଂଟାରେ ଦେଶରେ ୮୬ ହଜାର ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ରେ ପହଁଚିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ଏକ ହଜାର ଅଣାନବେ ଜଣଙ୍କ…
Read More...

ଗଂଜାମରୁ ଦାଦନ ଶ୍ରମିକଙ୍କୁ ନେଇ ସୁରଟ ଯିବା ବେଳେ ଛତିଶଗଡରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ୭ ଶ୍ରମିକଙ୍କ ମୃତ୍ୟୁ , ୭…

କନକ ବ୍ୟୁରୋ : ଗଂଜାମରୁ ସୁରଟକୁ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ , ଛତିଶଗଡରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଶ୍ରମିକଙ୍କୁ ନେଇ ଯାତ୍ରୀବାହୀ ବସ ଯାଉଥିବା ସମୟରେ ତାକୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରକ । ଘଟଣା ସ୍ଥଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରୁ ଶ୍ରମିକଙ୍କୁ…
Read More...

ରାସ୍ତା ଉପରେ ଦୁର୍ଘଟଣା ପରେ ହୁତ୍ ହୁତ୍ ହୋଇ ଜଳିଗଲା ଟ୍ରକ୍ । ଖୋର୍ଧା ୧୬ ନଂବର ଜାତୀୟ ରାଜପଥ ବାଲୁଗାଁ ନିକଟରୁ…

କନକ ବ୍ୟୁରୋ : ଦୁର୍ଘଟଣା ପରେ ରାସ୍ତା ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ଟ୍ରକ୍ । ଟ୍ରକ୍ ଚାଳକଙ୍କ ମୃତ୍ୟୁ । ଖୋର୍ଧା ୧୬ ନଂବର ଜାତୀୟ ରାଜପଥ ବାଲୁଗାଁ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ । ଏହା…
Read More...

ରୁଷିଆ ଟିକାର ପ୍ରଭାବକୁ ନେଇ ଦୂରହେଲା ସନ୍ଦେହ । ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟରେ ପ୍ରକାଶ ପାଇଲା ତଥ୍ୟ :…

କନକ ବ୍ୟୁରୋ : ସ୍ପୁଟନିକ୍ ଭି ର ପ୍ରାରମ୍ଭିକ ପରୀକ୍ଷଣ ସଫଳ ହୋଇଛି । ଆସନ୍ତା ସପ୍ତାହରେ ୪୦ ହଜାର ବ୍ୟକ୍ତିଙ୍କ ଠାରେ ହେବ ପରୀକ୍ଷଣ । ଗତମାସରେ ଋଷରେ ଲୋକାର୍ପିତ ହୋଇଥିବା ସ୍ପୁଟନିକ୍ ଭି ନାମକ କୋଭିଡ୍ ୧୯ ଟିକାକୁ ନେଇ ସକରାତ୍ମକ ଖବର ଆସିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ…
Read More...

ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା । ଗତ ୨୪ ଘଂଟାରେ ୫୦ ହଜାର ୬୬୩ ସାମ୍ପୁଲ ଟେଷ୍ଟ :…

କନକ ବ୍ୟୁରୋ : ରାଜ୍ୟରେ ୨୦ ଲକ୍ଷ ଅତିକ୍ରମ କଲା କରୋନା ନମୁନା ପରୀକ୍ଷା । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୨୦ ଲକ୍ଷ ୪୮ ହଜାର ୮ଟି ନମୁନା ପରୀକ୍ଷା ହୋଇଛି । ଗତ ୨୪ ଘଂଟା ଭିତରେ ୫୦ ହଜାର ୬୬୩ଟି ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ୪୩ ହଜାର ୬୪୦ ଆଂଟିଜେନ ଟେଷ୍ଟ ରହିଥିବାବେଳେ ୬ ହଜାର…
Read More...

ବନ୍ଧୁକ ମୁନରେ ସୁନ୍ଦରଗଡ ପେଟ୍ରୋଲ ପମ୍ପରୁ ଲୁଟ୍ । ଲୁଟି ନେଲେ ୧ ଲକ୍ଷ ୩୦ ହଜାର ଟଙ୍କା, ୭ଟି ମୋବାଇଲ୍ ସହ ସିସିଟିଭି…

କନକ ବ୍ୟୁରୋ : ବନ୍ଧୁକ ମୁନରେ ସୁନ୍ଦରଗଡ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବାକୁ ଆସି ଲୁଟି ନେଲେ ୧ ଲକ୍ଷ ୩୦ ହଜାର ଟଙ୍କା । ୭ ଟି ମୋବାଇଲ୍ ସହ ସିସିଟିଭି ହାର୍ଡ ଡିସ୍କ । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଦରଲିପାଲି ଠାରେ ଏକ ପେଟ୍ରୋଲ ପମ୍ପରେ ହୋଇଛି ଏପରି ଲୁଟ୍ । ତେଲ ପକାଇବାକୁ…
Read More...