Browsing Category

ନ୍ୟୁଜ୍

ପୁଣି ଜଣେ ବେସାହାରାଙ୍କ ସାହାରା ସାଜିଲେ ସବ୍ୟସାଚୀ: ତାଲାବନ୍ଦ ଯୋଗୁଁ ପିଲାଛୁଆଙ୍କ କଥା ଚିନ୍ତା କରି ମାନସିକ…

କନକ ବ୍ୟୁରୋ: ପେଟପାଟଣା ପାଇଁ ପିଲାଛୁଆ ଛାଡି ସୁଦୂର ଗୁଜୁରାଟ ଚାଲିଯାଇଥିଲେ । ହେଲେ ମହାମାରୀ କରୋନା ଯୋଗୁଁ କମ୍ପାନୀ ବନ୍ଦ ହୋଇଗଲା, ଆଉ ତା ସହ ହାତକୁ ଆସୁଥିବା ଟଙ୍କା ବି ବନ୍ଦ ହୋଇଗଲା । ତାଲାବନ୍ଦ ଯୋଗୁଁ ଘରକୁ ଫେରି ପାରିଲେ ନା’ ଘରକୁ ଟଙ୍କା ଫେରାଇ ପାରିଲେ । ଆଉ ଘରେ ଥିବା…
Read More...

କଟକରେ କରୋନା ଗ୍ରାଫ ଉପରମୁହାଁ: କୁମ୍ଭାର ସାହିରେ ଗୋଟିଏ ଅଟ୍ଟାଳିକାରୁ ବାହାରିଲେ ୨୪ ପଜିଟିଭ; ନିଷିଦ୍ଧାଂଚଳ ଘୋଷଣା

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସହରର କୁମ୍ଭାର ସାହିରେ ଗୋଟିଏ ବହୁତଳ ପ୍ରସାଦରୁ ଗୋଟିଏ ଦିନରେ ୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରନ୍ତ ଏହି ସୀମିତ ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ସିଏମସି । ଆଜି ଏହି ଅଂଚଳରୁ ୨୬ ଆକ୍ରାନ୍ତଙ୍କ ସଂସ୍ପର୍ଶରେ…
Read More...

ପୁଣି ଦାଉ ସାଧିଲା ବର୍ଷା: ଧାନ ବିଲରେ ଜାଲ ବିଛାଇ ମାଛ ଧରିଲେ ଚାଷୀ; ପିପିଲି ସତ୍ୟବାଦୀ ବ୍ଲକର ହଜାର ହଜାର ହେକ୍ଟର…

କନକ ବ୍ୟୁରୋ: ପୁଣି ଦାଉ ସାଜିଲା ବର୍ଷା । ଧାନ ବିଲରେ ଖେଲୁଛି ମୀନ । ଜାଲ ବସାଇ ମାଛ ଧରିଲେ ଚାଷୀ । ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଉଛି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ମହୁରା, କେତକିପାଟଣା,ରାଯଖଣ୍ଡି ପଂଚାୟତରେ ଚାଷ ଜମିରେ ବର୍ଷା ପାଣିରେ ପଚି ନଷ୍ଟ ହେବାକୁ ବସିଲାଣି ଫସଲ…
Read More...

ବଡ଼ ଡାକ୍ତରଖାନାରେ ବଡ଼ ଦୁର୍ଦ୍ଦଶା : ବିନା ଚିକିତ୍ସାରେ ପଡ଼ି ରହୁଛନ୍ତି ରୋଗୀ, ଅକ୍ସିଜେନ ସିଲିଣ୍ଡର ବି ନିଜେ…

କନକ ବ୍ୟୁରୋ : ଏସ୍‌ସିବି ଆଇସୋଲେସନ ୱାର୍ଡରେ ବଢ଼ି ଚାଲିଥିବା ଅବ୍ୟବସ୍ଥାର ଭିଡିଓ ପୁଣି ଭାଇରାଲ ହୋଇଛି। ଦିନ ଦିନ ଧରି ବିନା ଚିକିତ୍ସାରେ ରୋଗୀ ପଡ଼ି ରହିବା, ତାଙ୍କ ସଂକ୍ରମଣ ସଂପର୍କରେ କୌଣସି ତଥ୍ୟ ନ ଦେବା, ଏମିତିକି ରୋଗୀଙ୍କ ଅକ୍ସିଜେନ ସିଲିଣ୍ଡର ବି କେହି ନ ବଦଳାଇବାର ଅଭିଯୋଗ…
Read More...

ନିବେଶ ପାଇଁ ନବୀନଙ୍କୁ କଥା ଦେଲେ ସଜ୍ଜନ ଜିନ୍ଦଲ: ୧୦ ବର୍ଷରେ ଲକ୍ଷେ କୋଟି ନିବେଶ; ଆଇଆଇଏମ୍ ସମ୍ବଲପୁର ସହ ମିଶି ହେବ…

କନକ ବ୍ୟୁରୋ: ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ୍ । ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ନିବେଶ କରିବ କଂପାନୀ । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଜେଏସଡବ୍ଲୁ ଷ୍ଟିଲ୍ର ଅଧ୍ୟକ୍ଷ…
Read More...

ଅନ୍ଧାରକୁ ଠେଲି ହୋଇଯିବ ୧୩୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କ ଜୀବିକା ! ହାଇକୋର୍ଟ ନିର୍ଦ୍ଦେଶକୁ ମାନୁନି ନିର୍ମାଣକାରୀ…

କନକ ବ୍ୟୁରୋ : ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ପ୍ରାୟ ୧୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲକୁ ନେଇ ସରକାର ରାଜ୍ୟବାସୀଙ୍କୁ ଯେଉଁ ସ୍ବପ୍ନ ଦେଖାଇଛନ୍ତି, ସେଥିରେ ପ୍ରାୟ ୧୩୦ରୁ ଊର୍ଦ୍ଧ୍ୱ…
Read More...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା: ୧୧ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲାରେ ୟେଲୋ…

କନକ ବ୍ୟୁରୋ: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳ ଧିରେ ଧିରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ସାରିଛି । ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା କିଛି ଘଂଟା ପରେ ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକାରୁ…
Read More...

ଆମ ପୁଅକୁ ନ୍ୟାୟ ଦିଅ… ସୋସିଆଲ ମିଡିଆରେ କାନ୍ଦି କାନ୍ଦି ପୁଅ ପାଇଁ ନେହୁରା ହେଲେ ମାନବପ୍ରେମୀଙ୍କ ବାପାମାଆ ।…

କନକ ବ୍ୟୁରୋ: ଆମ ପୁଅକୁ ନ୍ୟାୟ ଦିଅ । ପୁଅକୁ ମାରିଦେଲ, ଆମକୁ ହଇରାଣ କରନି । ନ୍ୟାୟ ପାଇଁ ନେହୁରା ହେଲେ ଆଦିତ୍ୟଙ୍କ ବାପାମାଆ । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମିଷ୍ଟ୍ରିରୁ ଏଯାଏଁ ହଟୁନି ରହସ୍ୟ । ହତ୍ୟା ନା ଆତ୍ମହତ୍ୟା ଏ ପ୍ରଶ୍ନ ଉପରୁ ପରଦା ଉଠୁନଥିବା ବେଳେ କ୍ରାଇମବ୍ରାଞ୍ଚର…
Read More...

ମୈଦାନରେ ଯାହାଙ୍କ ହାତ ତିଆରି ବ୍ୟାଟରେ ବଡ ବଡ ରେକର୍ଡ କରିଛନ୍ତି ଖେଳାଳୀ, ସେ ଆଜି ମେଡିକାଲରେ ଜୀବନ ମରଣ ସହ…

କନକ ବ୍ୟୁରୋ : ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ଭଳି ମହାନ୍ ଖେଳାଳି ଯେଉଁ ବ୍ୟାଟରେ କ୍ରିକେଟ୍ ଇତିହାସରେ ଅଲୋଡା ରେକର୍ଡ କରିଛନ୍ତି, ସେହି ବ୍ୟାଟ୍ ପଛର କାରିଗର ଆଜି ଜୀବନ ସହ ସଂଘର୍ଷ କରୁଛନ୍ତି । ଅନେକ ଖେଳାଳୀଙ୍କ ରେକର୍ଡ ପଛରେ ପ୍ରକୃତ ରଥୀ ସାଜିଥିବା ବ୍ୟକ୍ତିଟିଏ କିନ୍ତୁ ଆଜି…
Read More...

ଆଇପିଏଲ ପୂର୍ବରୁ ଉତ୍ତେଜନା । ଧୋନୀ-ରୋହିତଙ୍କୁ ନେଇ ପ୍ରଂଶସକଙ୍କ ମଧ୍ୟରେ ମାରପିଟ୍ । ସେହୱାଗ କହିଲେ, ମାଡଗୋଳ କରନି,…

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେଲେ କ୍ରିକେଟ ମୈଦାନରେ ଯେମିତି ଜୋସ୍ ଦେଖିବାକୁ ମିଳେ, ପ୍ରଂଶସକଙ୍କ ମଧ୍ୟରେ ମଧ୍ୟ ସେତିକି ଉତ୍ସାହ ଭରି ହୋଇଯାଏ । ନିଜ ପ୍ରିୟ ଦଳ ସପକ୍ଷରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଚଳିତବର୍ଷ ଆଇପିଏଲ ଆରମ୍ଭ ନହେଉଣୁ ଆରମ୍ଭ…
Read More...