Browsing Category

ନ୍ୟୁଜ୍

ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିୱାରୀଙ୍କ ପରଲୋକ: ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ…

କନକ ବ୍ୟୁରୋ: ପୂର୍ବତନ ପୁଲିସ ମହାନିର୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏସଏନ…
Read More...

ଆହୁରି ୨୪ ଘଂଟା ଛେଚିବ ! ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଅରେଂଜ ୱାର୍ଣ୍ଣିଂ ଜାରି…

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ । ସଂବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତା ୨୪ ଘଂଟା ଜାରି ରହିବ ବର୍ଷା । ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ…
Read More...

ପୁରା ବିଶ୍ୱରେ ଗୁଞ୍ଜରିତ ହେଉଛି ଜୟ ସିୟା ରାମ୍ । ଦୀର୍ଘ ୫ ଶହ ବର୍ଷ ଅପେକ୍ଷାର ଅନ୍ତ । ଅଯୋଧ୍ୟାରେ ସୃଷ୍ଟି ହେଲା ନୂଆ…

କନକ ବ୍ୟୁରୋ : ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା…
Read More...

ଔଷଧୀୟ ପତ୍ରରେ ମାସ୍କ । ଭୂତାଣୁ ଦାଉରୁ ବନବାସୀଙ୍କୁ ରକ୍ଷା କରିଛି ଔଷଧୀୟ ପତ୍ର ତିଆରି ମାସ୍କ୍‌

କନକ ବ୍ୟୁରୋ : କୋଭିଡ୍‌-୧୯କୁ ଦୂରେଇ ରଖିବାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଜନଜାତି ସମ୍ପ୍ରଦାୟ ଔଷଧୀୟ ଗୁଣ ଥିବା ପତ୍ର ତିଆରି ମାସ୍କ୍ ପିନ୍ଧୁଛନ୍ତି । ଦାରିଦ୍ର୍ୟ ପ୍ରପୀଡ଼ିତ ବନବାସୀ ଏଥିଯୋଗୁଁ ଉପକୃତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ କେହି କରୋନାଭାଇରସ୍ ଦ୍ବାରା…
Read More...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ : ବିହାର ସରକାରଙ୍କ ସୁପାରିଶ ଗ୍ରହଣ କଲେ କେନ୍ଦ୍ର…

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ବିହାର ସରକାରଙ୍କ ଆବେଦନକୁ ଗ୍ରହଣ କରିଛି କେନ୍ଦ୍ର । ଏବେ ସିବିଆଇ ଏହି ଘଟଣାର ତଦନ୍ତ କରିବ । ପୂର୍ବରୁ ମଧ୍ୟ ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେଉ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର…
Read More...

ଦିନକରେ ରାଜ୍ୟରେ ୧୩୩୭ ପଜିଟିଭ, ୯ ମୃତ: ଗଂଜାମରୁ ୫, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ…

କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟାରେ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨୫ରେ ପହଂଚିଛି ।…
Read More...

ସୁନ୍ଦରଗଡରେ ଆତଙ୍କ ଖେଳାଇଥିବା ବାଘକୁ ପିଟି ପିଟି ମାରିଲେ ଲୋକ : ପାଂଚ ଜଣଙ୍କୁ ଗୁରୁତର ଆହତ କରିବା ପରେ ଖୋଜୁଥିଲେ…

କନକ ବ୍ୟୁରୋ : ସୁନ୍ଦରଗଡରେ ବାଘ ଆତଙ୍କ । ହେମଗିରି ବନଖଣ୍ଡ ଅଂଚଳରେ ବାଘ ୫ ଜଣଙ୍କୁ ଆକ୍ରମଣ କରି ଘାଇଲା କରିଛି । ହେମିଗିରି ରେଂଜର ରାମ୍ପିଆ ଗାଁକୁ ପଶିଆସିଛି ବାଘ । ଜଣେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ଘରର ଅନ୍ୟ ପୁରୁଷ ସଦସ୍ୟ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ବାଘ…
Read More...

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ପାର: ୨୮ ଜିଲ୍ଲାରୁ ଆଜି ଆଉ ୧୩୩୭ ନୂଆ ପଜିଟିଭ; ଗଂଜାମରୁ ସର୍ବାଧିକ ୨୦୧,…

କନକ ବ୍ୟୁରୋ: ରାଜ୍ୟରେ ମାଡି ଚାଲିଛି ମହାମାରୀ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୩ ଶହ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଛି । ତେବେ ଆଜି…
Read More...

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: କିଛି ସମୟ ପରେ ଅଯୋଧ୍ୟାରେ ପହଁଞ୍ଚି କରିବେ ରାମଲାଲାଙ୍କ ଦର୍ଶନ;…

କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ମୁହୂର୍ତକୁ ଅପେକ୍ଷା କରିଛନ୍ତି କୋଟି କୋଟି ରାମ ପ୍ରେମୀ । PM @narendramodi leaves for Ayodhya.…
Read More...

ସୁନ୍ଦରଗଡରେ ବାଘ ଆତଙ୍କ : ଆକ୍ରମଣରେ ୫ଜଣ ଆହତ, ହସ୍ପିଟାଲରେ ଭର୍ତ୍ତି, ହେମଗିରି ବନଖଣ୍ଡ ଅଂଚଳରୁ ପାଖ ରାମ୍ପିଆ ଗାଁକୁ…

କନକ ବ୍ୟୁରୋ : ସୁନ୍ଦରଗଡରେ ବାଘ ଆତଙ୍କ । ହେମଗିରି ବନଖଣ୍ଡ ଅଂଚଳରେ ବାଘ ୫ ଜଣଙ୍କୁ ଆକ୍ରମଣ କରି ଘାଇଲା କରିଛି । ହେମିଗିରି ରେଂଜର ରାମ୍ପିଆ ଗାଁକୁ ପଶିଆସିଛି ବାଘ । ଜଣେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ଘରର ଅନ୍ୟ ପୁରୁଷ ସଦସ୍ୟ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ବାଘ…
Read More...