Browsing Category

ନ୍ୟୁଜ୍

ନବୀନଙ୍କ ସୁରକ୍ଷା ଚିନ୍ତା : ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ପୁରୀ ପାଲଟିଛି ପୋଲିସ ଛାଉଣୀ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଡର । ନିଜ ରାଜ୍ୟରେ ଅସୁରକ୍ଷିତ ମନେ କରୁଛନ୍ତି ନବୀନ । ପୁରୀରେ ଆଜି ହେବାକୁ ଥିବା ରଥଯାତ୍ରା ସମନ୍ୱୟ ବୈଠକରେ ତାଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗୋପବନ୍ଧୁ ଆୟୁର୍ବେଦିକ କଲେଜ…
Read More...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଗିରଫଦାରୀ ପ୍ରସଙ୍ଗ : ପ୍ରତିବାଦରେ ୧୨ ଘଂଟିଆ ନବରଙ୍ଗପୁର ବନ୍ଦ ପାଳନ କରିଛି…

ନବରଙ୍ଗପୁର : ନବରଙ୍ଗପୁରରେ କଂଗ୍ରେସର ବନ୍ଦ ପାଳନ ଜୋରଦାର । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ । ଏଥିସହ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ଘଟଣାରେ ପୋଲିସ ୨ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ପୂର୍ବତନ…
Read More...

ଉଚ୍ଚଶିକ୍ଷା ପାଇଁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଧ ହାରରେ ମିଳିବ ଶିକ୍ଷା ଲୋନ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁବସି ଖବର । ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା । ଏହା ଯୋଜନା ଜରିଆରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଧ ହାରରେ ମିଳିବ ଶିକ୍ଷା ଲୋନ । ଏନେଇ ରାଜ୍ୟ ସରକାର…
Read More...

ପପୁଙ୍କ ନାଁରେ ମହିଳା ଥାନାରେ ମାମଲା ରୁଜୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢିଲା ହାସ୍ୟଅଭିନେତା ପପୁ ପମପମu ପାଇଁ ଅଡୁଆ । ସିଡବ୍ଲୁସିର ନିର୍ଦେଶ ପରେ ମହିଳା ଥାନାରେ ରୁଜୁ ହେଲା ମାମଲା । ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । କାଷ୍ଟିଂ କାଉଚ୍ ମାମଲା ନେଇ ପପୁଙ୍କ ବିରୋଧରେ ଆଜି ଚାଇଲ୍ଡ…
Read More...

ବର୍ଷା କଲା ବେହାଲ : ଲଗାଣ ବର୍ଷାରେ ଭାସିଲା କଟକ

କନକ ବ୍ୟୁରୋ : ଡହ ଡହ ଖରା ଓ ଗୁଳୁଗୁଳି ପରେ ସମସ୍ତେ ଅନାଇ ରହିଥିଲେ, କେବେ ଆସିବ ମୌସୁମୀ ବର୍ଷା । ହେଲେ ଏବେ ଏହି ବର୍ଷା ଟ୍ୱିନସିଟି ବାସୀଙ୍କ ନିଜ ହଜାଇଦେଇଛି । ଲଗାଣ ବର୍ଷାରେ ବେହାଲ କଟକ ସହର । ଚାରିଆଡେ ଛୁଟୁଛି ପାଣିର ସୁଅ । ସମାନ ଅବସ୍ଥା ସ୍ମାର୍ଟସିଟି ଭୁବନେଶ୍ୱରର । ସେପଟେ…
Read More...

ଗୋଟିଏ ସରକାର ହେଲେ ଦୁଇ ପ୍ରକାର ଆଇନ

କନକ ବ୍ୟୁରୋ : ଗୋଟିଏ ସରକାର । ହେଲେ ଦୁଇ ପ୍ରକାର ଆଇନ । ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମିଳିଛି ଜେଲ ଦଣ୍ଡ । ସଙ୍ଗେ ସଙ୍ଗେ ତାଂକୁ ବାନ୍ଧିଛି ପୋଲିସ । ହେଲେ ଆଇନଶୃଂଖଳା ଭାଙ୍ଗି କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିଥିବା ବିଜେଡି…
Read More...

ଏଣିକି ଅନଲାଇନରେ ମିଳିପାରିବ ଯୁକ୍ତ ଦୁଇ ସାର୍ଟିଫିକେଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଘରେ ବସିକି ମିଳିବ ଯୁକ୍ତ ଦୁଇ ପ୍ରମାଣପତ୍ରର ନକଲ କପି । ଛାତ୍ରଛାତ୍ରୀଙ୍କୁ ଡ୍ୟୁପ୍ଲିକେଟ୍ ସାଟିଫିକେଟ ଯୋଗାଇ ଦେବା ଉଦେଶ୍ୟରେ କାଉନସିଲ ଅଫ ହାୟର ସେକଣ୍ଡାରୀ ଏଜୁକେସନ ଏବଂ ଏସବିଆଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଫଳରେ କୌଣସି ପିଲାକୁ…
Read More...

ନିର୍ଦେଶକ ତାପସ ସରଘରିଆଙ୍କ ସହ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଚାଟର କାହାଣୀ ଦେଖନ୍ତୁ ଏହି ଭିଡିଓରେ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୬ ଜଣ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା । ଏଥି ପାଇଁ ସେ ତାଙ୍କ ମୋବାଇଲରେ ଥିବା ହ୍ୱାଟସଅପ୍ ଓ ଫେସବୁକ୍ ମେସେଜ ମଧ୍ୟ ଦେଖାଇଛନ୍ତି । ସେଥି ମଧ୍ୟରୁ ଆମେ ଆପଣଙ୍କୁ ଦେଖାଉଛୁ…
Read More...

ଭୁଶୁଡି ପଡିଛି ରୋଗୀସେବା : ଜଣେ ଫାର୍ମାସିଷ୍ଟଙ୍କ କାନ୍ଧରେ ପ୍ରାୟ ୪୦ ହଜାର ଲୋକଙ୍କ ଚିକିତ୍ସା

ଦିଗପହଣ୍ଡି : ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ନାହିଁ ନଥିବା ଯୋଜନା । ହେଲେ ଯୋଜନା କେତେ ସଫଳ ତାହା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଅନୁମାନ କରିହୁଏ । ୪୦ ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରୁଥିବା ଚିକିତ୍ସାଳୟରେ ସେବା ଯୋଗାଉଛନ୍ତି…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ସୁରେଶ ପୂଜାରିଙ୍କ ଅଭିଯୋଗ, ଚାପରେ ଦଫା ବଦଳାଇଲା ପୁୁଲିସ୍

କନକ ବ୍ୟୁରୋ : ଚାପରେ ଦଫା ବଦଳାଇଦେଲା ପୁୁଲିସ୍ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା କୋର୍ଟ ଚାଲାଣ ସମୟରେ ବଦଳାଇ ଦିଆଗଲା । ଏଭଳି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ…
Read More...