Browsing Category

ନ୍ୟୁଜ୍

ସୁନ୍ଦରଗଡ ପ୍ରାଥମିକ ସ୍କୁଲରୁ ଆସିଲା ଅଭାବନୀୟ ଦୃଶ୍ୟ : ମାତାଲ ହୋଇ କ୍ଲାସରୁମରେ ଗଢୁଛନ୍ତି ଶିକ୍ଷକ, ପାଠପଢା ଛାଡି…

କନକ ବ୍ୟୁରୋ : କୁହାଯାଏ ସ୍କୁଲ ହେଉଛି ଶିକ୍ଷାର ମନ୍ଦିର, ଏଠାରେ ଗଢା ହୁଏ କୋମଳମତି ଶିଶୁଙ୍କ ଭାଗ୍ୟ । କିନ୍ତୁ ଆଜି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଠି ଶିକ୍ଷକ ମଦ ପିଇ ପିଲାଙ୍କୁ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ଆସିଛି । ଇଏ ହେଉଛି ସୁନ୍ଦରଗଡ ଜିଲ୍ଲା…
Read More...

ବାରବାଟୀ ଲିଜେଣ୍ଡସ ଲିଗ୍ କ୍ରିକେଟ : ହରଭଜନଙ୍କୁ ହରାଇଲେ ଗୌତମ ଗମ୍ଭୀର

କନକ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ବାଜି ମାରିଲେ ଗୌତମ ଗମ୍ଭୀର । ଗୁରୁବାର ଲିଗର ଏକାଦଶ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସ ୭ ୱିକେଟରେ ମଣିପାଲ ଟାଇଟର୍ସକୁ ପରାସ୍ତ କରିଛି । ଟସ୍ ହାରି ବ୍ୟାଟିଂ କରିଥିବା ଟାଇଟର୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ କରିଥିଲା ୧୬୧ ରନ୍ । ଜବାବରେ…
Read More...

ଦିଲ୍ଲୀରେ ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍ : ପ୍ରାୟ ଘଣ୍ଟାଏ ଧରି ହେଲା ଆଲୋଚନା

କନକ ବ୍ୟୁରୋ : ରାଜସ୍ଥାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ପ୍ରାୟ ୧ଘଣ୍ଟା ଧରି ପାଇଲଟ୍ ଓ ସୋନିଆଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।…
Read More...

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ନକଲି ନୋଟ୍ କାରବାରର ପର୍ଦ୍ଦାଫାଶ : ଆମ୍ବୁଲାନ୍ସରୁ ଜବତ ହେଲା ୨୫ କୋଟିର ନକଲି…

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାରି ଭିତରେ ରାଜ୍ୟରେ ନକଲି ନୋଟ୍ ର୍ୟାକେଟର ପର୍ଦ୍ଦାଫାଶ ହୋଇଛି । ଆମ୍ବୁଲାନ୍ସରେ ୨୫ କୋଟି ଟଙ୍କାର ନକଲି ନୋଟ୍ ଲୁଚାଇ ନେଇ ଯାଉଥିବା ବେଳେ ଗୁଜରାଟ ପୋଲିସ ଏହାକୁ ଜବତ କରିଛି । ଏହି ନୋଟରେ ରିଜର୍ଭ ବ୍ୟାଙ୍କ ଅଫ୍…
Read More...

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ : ଆଜି ନାମାଙ୍କନର ଶେଷଦିନ; ଦୌଡ଼ରେ ସାମିଲ ୬ ନେତା

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ହଲଚଲ ଶୁକ୍ରବାର ଶେଷ ହେବାର ସମ୍ଭାବନା ରହିଛି । ଆଜି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଏହାରି ଭିତରେ ୬ ଜଣ ନେତା ଏହି ଦୌଡ଼ରେ ସାମିଲ ହୋଇପାରନ୍ତି…
Read More...

ଜେପି ନଡ୍ଡାଙ୍କ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ : ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହା ପରେ ସେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଭଦ୍ରକ ଜିଲ୍ଲା ତିହିଡିକୁ ହେଲିକପ୍ଟର ଯୋଗ…
Read More...

ପୂଜାରେ ଭିଜିବ ସାରା ଓଡିଶା। ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!

କନକ ବ୍ୟୁରୋ: ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା । ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି । ପୂଜାରେ ସାରା ରାଜ୍ୟ ଭିଜିବା ନେଇ ଅନୁମାନ କରାଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ…
Read More...

ଅବିବାହିତ ମହିଳା କରାଇପାରିବେ ଗର୍ଭପାତ: ସୁପ୍ରିମକୋର୍ଟ ଦେଲେ ସ୍ୱତନ୍ତ୍ର ଅଧିକାର

କନକ ବ୍ୟୁରୋ: ଶେଷରେ ଅବିବାହିତ ଗର୍ଭବତୀଙ୍କୁ ମିଳିଲା ନ୍ୟାୟ । ଗର୍ଭପାତ ଆଇନ୍ରେ ବିବାହିତ ଓ ଅବିବାହିତ ସମସ୍ତେ ସମାନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆଇନ୍ ଅନୁଯାୟୀ ଏବେ ଅବିବାହିତ ମହିଳା ଡାକ୍ତରଖାନାକୁ ଯାଇ ଗର୍ଭପାତ କରାଇପାରିବେ । ଅବିବାହିତ ମହିଳା ଗର୍ଭଧାରଣର ୨୪ ସପ୍ତାହ ଭିତରେ…
Read More...

ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ମୋକିମଙ୍କୁ ମିଳିଲା ବେଲ୍: ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ

କନକ ବ୍ୟୁରୋ: ଓଆରଏଚଡିସି ଦୁର୍ନୀତି ମାମଲାରେ ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମଡି ମହମ୍ମଦ ମୋକିମ ସେହିଭଳି ପୂର୍ବତନ ଆଇଏଏସ ବିନୋଦ କୁମାରକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ୨୦୦୦ ମସିହାରେ ଋଣ ହାତେଇବା ପାଇଁ ମେଟ୍ରୋ…
Read More...

ଓଡିଶାର ବିକାଶରେ ଜୀବନକୁ ଉତ୍ସର୍ଗ କରିଥିଲେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ: ନାରୀ  ସଶକ୍ତିକରଣ, ସାହିତ୍ୟରେ…

କନକ ବ୍ୟୁରୋ: ନୀରବି ଯାଇଛି ଶୀତଳ ବହ୍ନି । ରାଜ୍ୟରେ ନାରୀ ସଶକ୍ତିକରଣର ପ୍ରତୀକ ପାଲଟିଥିବା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ଏକ ଯୁଗର ଅବସାନ ଘଟିଛି । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା । ଜୟନ୍ତୀଙ୍କ ଶେଷ ଦର୍ଶନ କରିବା ପାଇଁ ଭୁବନେଶ୍ୱର ବାସଭବନରେ ଆଜି ଭିଡ…
Read More...