Browsing Category

ନ୍ୟୁଜ୍

ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ହେବ ଶୁଣାଣି, ବସିବ ୧୫ଟି ଖଣ୍ଡପୀଠ

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଆଜି ୨୨୮ଟି ମାମଲାର ଶୁଣାଣି ହେବ । ଏଥିପାଇଁ ବସିବ ମୋଟ୍ ୧୫ଟି ଖଣ୍ଡପୀଠ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁ ୟୁ ଲଳିତ ଦାୟିତ୍ୱ ନେବା ପରେ ସମସ୍ତ ପିଆଇଏଲର ରଫାଦଫା ପାଇଁ ତତ୍ପରତା ଦେଖାଇଛନ୍ତି । ସିଏଏକୁ ଚ୍ୟାଲେଂଜ ସମେତ ବର୍ଷ ବର୍ଷ ଧରି ବିଚାରାଧୀନ…
Read More...

ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀ କନେକ୍ସନ୍ । ଦିଲ୍ଲୀ, ପଞ୍ଜାବ ସମେତ ୬୦ ସ୍ଥାନରେ NIA ଚଢଉ । ରାଡାରରେ ବିଷ୍ଣୋଇ, ଗୋଲ୍ଡି…

କନକ ବ୍ୟୁରୋ: ଭାରତରେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ସୂଚନା ମିଳିବା ପରେ ଆକ୍ସନ ମୋଡରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଟିମ୍ । ଏବେ ଏନଆଇଏ ଦିଲ୍ଲୀ , ପଞ୍ଜାବ ସମେତ ଦେଶର ୬୦ ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ ଚଳାଇଛି । ଗ୍ୟାଙ୍ଗଷ୍ଟରମାନେ ପାକିସ୍ତାନର ଗୁଇନ୍ଦା…
Read More...

ପୂଜା ପାଇଁ ସ୍ପେଶାଲ ଡ୍ରାଇଭ୍ : ରାଜଧାନୀରେ ସ୍ୱତନ୍ତ୍ର ବାଇକ୍ ପେଟ୍ରୋଲିଂ ଆରମ୍ଭ

କନକ ବ୍ୟୁରୋ : ପୂଜା ପାଇଁ ଟିମ୍-୬୦ ଓ ଟ୍ରାଫିକ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ପାର୍ବଣରେ ବଢୁଥିବା ନିଶା କାରବାର ଓ ଅପରାଧକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ବାଇକ୍ ପେଟ୍ରୋଲିଂ ଆରମ୍ଭ ହୋଇଛି । ଟିମ୍-୬୦ ଓ ଟ୍ରାଫିକ୍ ପୋଲିସ ମିଳିତ ଭାବେ ରାଜଧାନୀରେ ପଇଁତରା ମାରିଛନ୍ତି । ଗଳିକନ୍ଦିରେ…
Read More...

ପୁରୀ ଲୋକନାଥ ପୀଠରେ ଭକ୍ତଙ୍କ ଗହଳି : ମହା ମୃତ୍ୟୁଞ୍ଜୟ ପାଠ କରୁଛନ୍ତି ଭକ୍ତ

କନକ ବ୍ୟୁରୋ : ସୋମବାର ଶୈବପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଶ୍ରୀକ୍ଷେତ୍ରରେ ଲୋକନାଥଙ୍କ ପୀଠର ଅନେକ ସ୍ୱତନ୍ତ୍ରତା ରହିଛି । ସୋମବାର ହୋଇଥିବାରୁ ଆଜି ଲୋକନାଥଙ୍କ ପୀଠରେ ଗହଳି ଚହଳି ଲାଗି ରହିଛି । ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ । ତେଣୁ ଆଜି…
Read More...

ସବୁ ପ୍ରସ୍ତୁତି କରିସାରିଲେଣି ଗୁଲାମ ନବୀ ଆଜାଦ । ଖୁବ୍ ଶୀଘ୍ର ଘୋଷଣା କରିବେ ନୂଆ ପାର୍ଟି ନାଁ ।

କନକ ବ୍ୟୁରୋ: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଗାମୀ ବିଧାନସଭା ନିର୍ବାଚନ କୁ ନେଇ କ୍ରମାଗତ ଭାବେ ଜନସଭା କରୁଛନ୍ତି। ବର୍ତ୍ତମାନ ସେ ବାରାମୁଲା ଜିଲ୍ଲାର ଡାକ ବଙ୍ଗଳାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପୂର୍ବ ସରକାରମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଆସନ୍ତା ୧୦…
Read More...

ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଫିଟିବ କି ସମାଧାନର ବାଟ ? ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଫିଟିବ କି ସମାଧାନର ବାଟ । ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ଫାଇଭ୍-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ହେବ । ଆଜି ଆଲୋଚନାରେ ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ…
Read More...

ବିପଦ ସଙ୍କେତ ଉପରେ ଜଳକା : ମଥାନୀଠାରେ ବଢୁଛି ଜଳସ୍ତର; ତଳିଆ ଅଞ୍ଚଳରେ ପଶିଲା ବର୍ଷାଜଳ

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ଏଠାରେ ୬ଦଶମିକ ୨୯ମିଟର ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ସେହିପରି ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ । ଏହାରି ଭିତରେ ଆସନ୍ତା ୧୭…
Read More...

ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାର ଆଜି ଶୁଣାଣି: ବାରାଣସୀରେ ୧୪୪ ଧାରା ଲାଗୁ , ଗଳିକନ୍ଦିରେ ଫୋର୍ସ ମୁତୟନ

କନକ ବ୍ୟୁରୋ: ବିବାଦୀୟ ଜ୍ଞାନବାପୀ ମସଜିଦ୍ ଉପରେ ଆଜି ଶୁଣାଣି ହେବ । ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ମା’ ଶୃଙ୍ଗାର ଗୌରୀଙ୍କ ମନ୍ଦିରରେ ନିୟମିତ ଦର୍ଶନ ପୂଜନ ପାଇଁ ଦାବି କରି ହିନ୍ଦୁ ପକ୍ଷ ଦ୍ୱାରା ହୋଇଥିବା ଆବେଦନ ଉପରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ଶୁଣାଣି ହେବ । ଏହାକୁ…
Read More...

୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ ! ଭବାନୀପାଟଣା ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ

କନକ ବ୍ୟୁରୋ : ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବି ଲାଗି ରହିବ ବର୍ଷା । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି କରିଛି । ବର୍ତ୍ତମାନ ଦକ୍ଷିଣ ଛତିଶଗଡ ଉପରେ ରହିଛି ଅବପାତ ।…
Read More...

ଏବେ ବି ଆମ୍ବୁଲେନ୍ସ ସେବା ଅପହଞ୍ଚ : ଖଟିଆରେ ୨ କିଲୋମିଟର ବୁହା ହେବା ପରେ ଗଲେ ରୋଗୀ

କନକ ବ୍ୟୁରୋ : ଆଜିର ଯୁଗରେ ବି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ । ତେଣୁ ରୋଗୀଙ୍କୁ ନେବାକୁ ଗାଁଠୁ ଦୁଇ କିଲୋମିଟର ଦୂରରେ ଅପେକ୍ଷା କରୁଛି ଆମ୍ବୁଲାନ୍ସ । ଆଉ ଘରୁ ରୋଗୀ ଖଟିଆରେ ବୁହା ହୋଇଯାଉଛି । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରବଗା ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛିି ।…
Read More...