Browsing Category

ନ୍ୟୁଜ୍

ପଶ୍ଚିମାଝଡ ପ୍ରଭାବ : ବସ୍ତାରେ କୁଆପଥର ବର୍ଷା; ଉପୁଡିପଡିଲା ଗଛ, ଭାଙ୍ଗିଲା ଆଜବେଷ୍ଟସ ଘର

କନକ ବ୍ୟୁରୋ : ପଶ୍ଚିମାଝଡ଼ ପ୍ରଭାବରେ ଗତକାଲି ରାତିରେ ବସ୍ତା ବାଲିଆପାଳ ଅଞ୍ଚଳରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି । ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ ସବୁ ଉପୁଡ଼ିପଡ଼ିଥିବା ବେଳେ ବାଲିଆପାଳ ମାର୍କେଟରେ ଥିବା ଦୋକାନ ଘର ସବୁ ଭାଙ୍ଗିରୁଜି ଯାଇଛି । ବର୍ଷା ପବନରେ ଆଜବେଷ୍ଟସ୍ ଘର ଗୁଡ଼ିକ ଭାଙ୍ଗି…
Read More...

ଆଜି ନେତ୍ର ଉତ୍ସବ, କାଲି ରୁକୁଣା ରଥଯାତ୍ରା : ମରୀଚିକୁଣ୍ଡର କଳସ ପାଣିରେ ଆରମ୍ଭ ହେବ ରଥ ପ୍ରତିଷ୍ଠା ପର୍ବ

କନକ ବ୍ୟୁରୋ : ଆଜି ପ୍ରତିଷ୍ଠା ହେବ ରୁକୁଣା ରଥ । ଏଥପାଇଁ ଚଳଚଞ୍ଚଳ ପୁରା ଭୁବନେଶ୍ୱର । ଆଜି ମଧ୍ୟ ରାତ୍ରିରୁ ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି ଅନୁସରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିର ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ । ରଥ ପାଇଁ ପାଣି ଯିବା ପରେ…
Read More...

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା : ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଥିବା ସୂଚନା 

କନକ ବ୍ୟୁରୋ : ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ମୃତକ ହେଉଛନ୍ତି ପ୍ରସନ୍ନଜିତ ପାଳ । ସେ ପଶ୍ଚିମବଙ୍ଗର ବାସିନ୍ଦା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ । ଡ୍ୟୁଟିରେ ଥିବା ସମୟରେ ସେ ନିଜ ବନ୍ଧୁକରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା…
Read More...

ଦେଶର ୩୫ଟି ସହରରେ କଂଗ୍ରେସର ଆନ୍ଦୋଳନ : ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଏକାଠି ହେଲେ ୧୮ ବିରୋଧୀଦଳ; ସାମିଲ…

କନକ ବ୍ୟୁରୋ : ଆଜି ଏବଂ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦେଶର ବଡ ବଡ ୩୫ ସହରରେ ପ୍ରତିବାଦ କରାଯିବ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସହରକୁ କଂଗ୍ରେସର ପ୍ରମୁଖ ନେତା ମାନେ ଯିବେ । ଆଉ ଆନ୍ଦୋଳନରେ ସାମିଲ ହେବେ । ଆସନ୍ତାକାଲି ଭୁବନେଶ୍ୱର…
Read More...

ହେଲ୍ଥ ଟିପ୍ସ : ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି

କନକ ବ୍ୟୁରୋ : ଆପଣ ପ୍ରତ୍ୟେକ ଦିନ କେତେ ପରିମାଣରେ ଖାଉଛନ୍ତି । ଏଥିରେ କେତେ ପରିମାଣରେ ଲୁଣ, ଚିନି ଓ ତେଲ ରହୁଛି । ଏହା ଦ୍ୱାରା ଆପଣଙ୍କୁ କ’ଣ କ୍ଷତି ହେଉଛି । ଆପଣ ଯଦି ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟରେ ଲୁଣ, ଚିନି ଏବଂ ସ୍ନେହସାର ପରିମାଣକୁ କମ୍ କରନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି…
Read More...

ଚାକିରି ପାଇବେ କେମିତି ? ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ମୁହଁରେ ସଫଳତାର ସୂତ୍ର

କନକ ବ୍ୟୁରୋ : ସଫଳତାର ସରଳ ସୂତ୍ର । ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ । ଚାକିରି ପାଇବା ପାଇଁ ସରଳ ସୂତ୍ର କ’ଣ? ଚାକିରି ପାଇବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ । କ’ଣ କଲେ ଆପଣ ଗୋଟିଏ ଚାକିରି ପାଇବା ପାଇଁ ଯୋଗ୍ୟ ହେବେ । - ଚାକିରି ପାଇବା ପାଇଁ ନିଜର ଦକ୍ଷତା ବୃଦ୍ଧି କରନ୍ତୁ…
Read More...

ଆମେରିକା ସ୍କୁଲରେ ଗୁଳିକାଣ୍ଡ : ତିନି ଛୋଟ ପିଲାଙ୍କ ସମେତ ୬ ମୃତ

କନକ ବ୍ୟୁରୋ : ଆମେରିକାର ଏକ ସ୍କୁଲରେ ଗୁଳିକାଣ୍ଡ । ତିନି ଛୋଟ ପିଲାଙ୍କ ସମେତ ୬ ମୃତ । ମହିଳା ଆକ୍ରମଣକାରୀ ନିହତ । ସୋମବାର ଜଣେ ମହିଳା ଆକ୍ରମଣକାରୀ ନାଶଭିଲର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିମାଡ କରିଛନ୍ତି । ନାଶଭିଲ ପୋଲିସ କହିଛି ଯେ ୨୮ ବର୍ଷୀୟା ବୟସ୍କ ମହିଳା ସୁଟରଙ୍କୁ ହତ୍ୟା…
Read More...

ବଢୁଛି କରୋନା ସଂକ୍ରମଣ : ସ୍କୁଲରୁ ୪୦ ସଂକ୍ରମିତ ଚିହ୍ନଟ; କ୍ୟାମ୍ପସ ଭିତରେ ୭ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଏହାକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଏକ ସ୍କୁଲର ୩୮ ଛାତ୍ରଛାତୀଙ୍କ ସହ ମୋଟ ୪୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପରେ ଉକ୍ତ ସ୍କୁଲକୁ ସଙ୍ଗରୋଧରେ ରଖାଯାଇଛି । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର…
Read More...

‘କେହି ନୁହେଁ କିଛି ନୁହେଁ’ : ବିଶିଷ୍ଟ ଲେଖକ ଶ୍ରୀକାନ୍ତ ମିଶ୍ରଙ୍କ ଦ୍ୱାରା ରଚିତ ଉପନ୍ୟାସ

କନକ ବ୍ୟୁରୋ : ବିଶିଷ୍ଟ ଲେଖକ ତଥା ଔପନ୍ୟାସିକ ଶ୍ରୀକାନ୍ତ ମିଶ୍ରଙ୍କ ଉପନ୍ୟାସ ‘କେହି ନୁହେଁ କିଛି ନୁହେଁ’ ଉନ୍ମୋଚିତ ହୋଇଛି । ସୁଭଦ୍ରା ଯୋଗୋମାୟା ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଉନ୍ମୋଚିତ ଏହି ପୁସ୍ତକ ରାଜନୀତି, ଅର୍ଥନୀତି ଓ ସମାଜବାଦକୁ ନେଇ ଗତିଶୀଳ । ଏହି କାର୍ଯ୍ୟକ୍ରମରେ…
Read More...

ରାସ୍ତା ଉପରେ ଯୁବକ ଯୁବତୀଙ୍କୁ ହାଣିଲେ ଦୁର୍ବୃତ୍ତ : ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି

କନକ ବ୍ୟୁରୋ : ରାସ୍ତା ଉପରେ ଯୁବକ ଯୁବତୀଙ୍କୁ ହାଣିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାର ମୁଖ୍ୟ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜେଶ ରାଉତ ଓ ମୋନିକା ନାୟକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି…
Read More...