Browsing Category

ନ୍ୟୁଜ୍

ବିଜେଡିର ବର୍ଷା ସିଂହ ବରିହା ବନାମ ବିଜେପିର ଅର୍ପିତା ବଡ଼ଜେନା । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ବିଜେଡି-ବିଜେପି…

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକୁ ନେଇ ଗଣମାଧ୍ୟମରେ ବୟାନବାଜି ଚାଲିଥିବାବେଳେ, ଏବେ ସୋସିଆଲ ମିଡିଆରେ ଜୋରଦାର ହୋଇଛି ଲଢ଼େଇ । ଦୁଇ ଦଳର ନେତାଙ୍କ ପକ୍ଷରୁ ସିରିଜ୍ ଟୁଇଟ୍ କରି ପରସ୍ପରକୁ ପ୍ରଶ୍ନ ପଚରାଯାଉଛି, ଆହ୍ୱାନ ଦିଆଯାଉଛି । ସବୁଠାରୁ ବଡ କଥା ହେଉଛି, ଟୁଇଟ୍ ୱାରର ମଙ୍ଗ ଧରିଛନ୍ତି…
Read More...

ବଢୁଛି ସିସୋଦିଆଙ୍କ ପାଇଁ ଅଡୁଆ । ଜାମିନ ଆବେଦନ ଉପରେ ୨୨ ତାରିଖରେ ଶୁଣାଣି, ୧୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା…

କନକ ବ୍ୟୁରୋ : ବଢୁଛି ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି ।…
Read More...

ଭୟ ବଢାଇଲା ଏଚଥ୍ରିଏନଟୁ ଭାଇରସ । କର୍ଣ୍ଣାଟକ ଓ ହରିଆଣାର ଦୁଇ ସଂକ୍ରମିତଙ୍କ ମୃତ୍ୟୁ

କନକ ବ୍ୟୁରୋ : କରୋନା ପରେ ଏଚ୩ଏନ୨ ଭାଇରସକୁ ନେଇ ଲୋକଙ୍କ ମନରେ ଛନକା ପଶିଥିବା ଥିବା ବେଳେ ଏହି ଭୂତାଣୁରେ ସଂକ୍ରମିତ ହୋଇ ଦେଶରେ ପ୍ରଥମ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ହାସନ ଜିଲ୍ଲାରେ ଜଣେ ୮୭ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗତ ଫେବ୍ରୁଆରୀ ୨୪ ତାରିଖରେ ସେ ହସ୍ପିଟାଲରେ ଭର୍ତି…
Read More...

ସିବିଆଇ ପରେ ଇଡିର ଟାର୍ଗେଟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସମ୍ପର୍କୀୟ ।ଲ୍ୟାଣ୍ଡ ଫର ଜବ ସ୍କାମରେ ୨୦…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାକୁ ନେଇ ଉଠୁଛି ପଡୁଛି ବିହାର । କିଛିଦିନ ପୂର୍ବରୁ ମାମଲାକୁ ନେଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା ଆଉ ଏବେ ଏଥିରେ ପ୍ରବର୍ତନ…
Read More...

ଚିନ୍ତା ବଢାଇଲା ଆମେରିକାର ଗୁଇନ୍ଦା ରିପୋର୍ଟ । ପୁଣି ପାକିସ୍ତାନ ଉପରେ ମୋଦୀ କରିପାରନ୍ତି ସର୍ଜିକାଲ ଷ୍ଟ୍ରାଇକ୍ !

କନକ ବ୍ୟୁରୋ : ସୀମା ଓ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଉଗ୍ର ରୂପ ନେଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୂବଭଳି ପାକିସ୍ତାନ ଉପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବ । ସୀମାକୁ ନେଇ ଚୀନ ସହ ଚାଲିଥିବା ବିବାଦ ମଧ୍ୟ ଯୁଦ୍ଧର ରୂପ…
Read More...

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭା ଅଚଳ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ସୋମବାର ପର୍ଯ୍ୟନ୍ତ…

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିଧାନସଭାରେ ଦେଖିବାକୁ ମିଳିଛି ହଙ୍ଗାମା । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ…
Read More...

ଚିନ୍ତା ବଢ଼ାଉଛି ‘ଏଚ୍୩ଏନ୍୨’ ଭୂତାଣୁ । ଦେଶରେ ୨ ଜଣଙ୍କ ମୃତ୍ୟୁ । ଜାଣନ୍ତୁ, ଏହାର ଲକ୍ଷଣ?

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ଥଣ୍ଡା, ଜ୍ୱର ଓ କାଶ । ବିଭିନ୍ନ ରାଜ୍ୟରେ ‘ଇନଫ୍ଲୁୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ…
Read More...

ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ। ଆପାର୍ଟମେଣ୍ଟରୁ ଖସି ମୃତ୍ୟୁ

କନକ ବ୍ୟୁରୋ: ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରଓ୍ବାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପୁଲିସ ଏକ ବୟାନ ଜାରି…
Read More...

ମାଓନେତାଙ୍କ ମା’ଙ୍କ ଶବ କାନ୍ଧେଇ ଚର୍ଚ୍ଚାରେ ଆନ୍ଧ୍ର ପୋଲିସ ଅଧିକାରୀ। ୨୫ ବର୍ଷ ହେଲା ମାଓ ସଂଗଠନର ସାମିଲ ହୋଇ ଘରକୁ…

କନକ ବ୍ୟୁରୋ: ମାନବିକତା ଦେଖାଇଲେ ପୁଲିସ ବାବୁ । ମାଓ ନେତାଙ୍କ ମା’ଙ୍କ ଶବକୁ କାନ୍ଧଦେଲେ । କୁଖ୍ୟାତ ମାଓନେତାଙ୍କ ମା’ଙ୍କ ଶବ କାନ୍ଧେଇ ଚର୍ଚ୍ଚାରେ ଆନ୍ଧ୍ର ପୁଲିସ ଅଧିକାରୀ । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ଡିସିଏମ କ୍ୟାଡର ମାଓ ନେତା କାକୁରି ପାଣ୍ଡାନ୍ନା ଓରଫ ଜଗନଙ୍କ ମା’…
Read More...

ଅଧା ରହିଗଲା ମାଟ୍ରିକ ପରୀକ୍ଷା ସ୍ୱପ୍ନ । ବ୍ଲଡ କ୍ୟାନସର ରୋଗରେ ଭବାନୀ ଶଙ୍କର ପାଲ । ଚିକିତ୍ସା ପାଇଁ ଅର୍ଥ ସାଜିଛି…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ସବୁ ଦଶମ ଶ୍ରେଣୀ ଛାତ୍ରଙ୍କ ଭଳି ବାଲେଶ୍ୱରର ଭବାନୀ ଶଙ୍କର ପାଲ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିଲେ । ଫର୍ମ ଫିଲଅପ୍ ମଧ୍ୟ କରିଥିଲେ । ଏପରିକି ସମ୍ମେଟିଭ୍-୧ ପରୀକ୍ଷା ମଧ୍ୟ ଦେଇଥିଲେ । ମାତ୍ର ଦୁଇ ମାସ ପୂର୍ବରୁ ପେଟରେ ଯନ୍ତ୍ରଣା…
Read More...