Browsing Category

ନ୍ୟୁଜ୍

ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉଦବେଗ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

କନକ ବ୍ୟୁରୋ : ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି…
Read More...

ମହାନଦୀ ପ୍ରସଙ୍ଗରେ କମ୍ପିଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ।

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ । ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲ କଂଗ୍ରେସ ଦାବି କଲା । କଂଗ୍ରେସ ସହ ସ୍ୱର ମିଳାଇଲା ବିରୋଧୀ ବିଜେପି । ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି…
Read More...

କମ୍ପ୍ୟୁଟର ଚଳାଇବାରେ ରାଜ୍ୟରେ ଯୁବବର୍ଗ ଦୁର୍ବଳ : ଫାଇଲ ଆଟାଚ୍ ଓ ଇ-ମେଲ କରିପାରୁ ନାହାନ୍ତି; ଏନଏସଏସଓ ପକ୍ଷରୁ…

କନକ ବ୍ୟୁରୋ : କମ୍ପ୍ୟୁଟର ଚଳାଇବାରେ ଆମ ପିଲା ଦୁର୍ବଳ । କମ୍ପ୍ୟୁଟର ଦକ୍ଷତା ପ୍ରସଙ୍ଗକୁ ବିଚାରକୁ ନେଲେ ରାଜ୍ୟରେ ଯୁବବର୍ଗ ଦୁର୍ବଳ । କମ୍ପ୍ୟୁଟରରେ ଫାଇଲ ସଂଯୋଗ ଏବଂ ଇ-ମେଲ କିପରି ପଠାଯିବ ତାହା ମଧ୍ୟ ସଂହଭାଗ ଯୁବବର୍ଗଙ୍କୁ ଜଣାନାହିଁ । ଜାତୀୟ ସାମ୍ପୁଲ ସର୍ଭେ ଅଫିସ୍ ବା ଏନ୍ଏସ୍ଏସ୍ଓ…
Read More...

ହୀରାକୁଦ ବନ୍ଧ ସ୍ଥିତି ସନ୍ତୋଷଜନକ : ସିଏସଏମଆରଏସ୍ ପକ୍ଷରୁ ରିପୋର୍ଟ ଦାଖଲ; ଖୁବଶୀଘ୍ର ଆଉ ଏକ ଟିମ୍ କରିବ ବିସ୍ତୃତ…

କନକ ବ୍ୟୁରୋ : ହୀରାକୁଦ ନଦୀବନ୍ଧର ବୟସକୁ ଦେଖିଲେ ଏହାର ସ୍ଥିତି ସନ୍ତୋଷଜନକ ଥିବା ରିପୋର୍ଟ ଦେଇଛନ୍ତି କେନ୍ଦ୍ରୀୟ ମୃତିକା ଓ ଧାତବ ଗବେଷଣା ଷ୍ଟେସନର ବିଶେଷଜ୍ଞ ଟିମ୍ । ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ସିଏସଏମଆରଏସର ୨ଜଣ ବୈଜ୍ଞାନିକ ୩ ଦିନ ଧରି ହୀରାକୁଦ ବନ୍ଧର ପୁଙ୍ଖାନୁପୁଙ୍ଖ ଯାଞ୍ଚ…
Read More...

ହିଣ୍ଡନବର୍ଗର ନୂଆ ଧମାକା… ଆଦାନୀ ପରେ ଆଉ କିଏ?

କନକ ବ୍ୟୁରୋ: ଆଦାନୀ ଗ୍ରୁପ ନେଇ ଘାତକ ରିପୋର୍ଟ ପ୍ରକାଶ କରିଥିବା ଆମେରିକୀୟ କମ୍ପାନୀ ହିଣ୍ଡନବର୍ଗ ଅନେକ ନିବେଶକଙ୍କ ଟଙ୍କା ବୁଡାଇଦେଇଥିଲା । ତେବେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏନେଇ ସାମାଜିକ…
Read More...

ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଲେ ଚାଷୀ : ମଣ୍ଡି ସମସ୍ୟାକୁ ନେଇ ତାତିଲେ ନବନିର୍ମାଣ କୃଷକ ସଂଗଠନ

କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀଙ୍କ ବାସଭବନ ଆଗରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ଚାଷ ବଞ୍ଚାଓ, ଚାଷୀ ବଞ୍ଚାଓ ନାରା ଦେଇ ପ୍ରତିବାଦ କରିଛି ସଂଗଠନ । ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି । ଅନ୍ୟପଟେ…
Read More...

ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବୃଦ୍ଧି ପାଉଛି ସଂକ୍ରମଣ : ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ…

କନକ ବ୍ୟୁରୋ : କାହିଁକି ବଢୁଛି ସଂକ୍ରମଣ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବର୍ତମାନ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେ ପର୍ଯ୍ୟନ୍ତ…
Read More...

‘ଜ୍ୱିଗାଟୋ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର : ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରିଛନ୍ତି ହାସ୍ୟା…
Read More...

ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର : ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : କେନ୍ଦୁଝରର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ । କଣ୍ଢେଇ ନାଚ ଗୁରୁ ମାଗୁଣି କୁଅଁରଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ଏକ ଦୁର୍ଲଭ ପୁରସ୍କାର, ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ମାଗୁଣି କୁଅଁର । ପୂର୍ବରୁ ସେ କଣ୍ଢେଇ ନାଚ ପାଇଁ…
Read More...

ବାଘ ଆତଙ୍କରେ ଥରହର ସୁନାବେଡ଼ା ଅଭୟାରଣ୍ୟ : ନଜର ରଖିବାକୁ ଲାଗିଲା ଆଉ ତିନୋଟି କ୍ୟାମେରା; ଏଯାଏଁ ଉଠିପାରୁନି ବାଘର ଫଟୋ

କନକ ବ୍ୟୁରୋ : ବାଘ ଆତଙ୍କରେ ଥରହର ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଂଚଳବାସୀ । ବାରମ୍ବାର ବାଘ ଆତଙ୍କର ଖବର ଆସୁଥିବାବେଳେ ସ୍ଥାନୀୟ ଲୋକେ ଏନେଇ ଭୟଭୀତ ଅଛନ୍ତି । ଫଳରେ ଦିନ ସମୟରେ ମଧ୍ୟ ଲୋକଙ୍କ ତାଟି କବାଟ ବନ୍ଦ ରହୁଛି । ତେବେ ବାଘର ଟ୍ରାକିଂ ପାଇଁ ପୂର୍ବରୁ ୧୦ ଟି କ୍ୟାମେରା…
Read More...