ଚାକିରି ପାଇବେ କେମିତି ? ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ମୁହଁରେ ସଫଳତାର ସୂତ୍ର

253

କନକ ବ୍ୟୁରୋ : ସଫଳତାର ସରଳ ସୂତ୍ର । ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ । ଚାକିରି ପାଇବା ପାଇଁ ସରଳ ସୂତ୍ର କ’ଣ? ଚାକିରି ପାଇବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ । କ’ଣ କଲେ ଆପଣ ଗୋଟିଏ ଚାକିରି ପାଇବା ପାଇଁ ଯୋଗ୍ୟ ହେବେ ।

– ଚାକିରି ପାଇବା ପାଇଁ ନିଜର ଦକ୍ଷତା ବୃଦ୍ଧି କରନ୍ତୁ
– କମ୍ପାନୀ ପ୍ରତି ଯୋଗଦାନ ବୃଦ୍ଧି କରିବାକୁ ହେବ
– ଯୋଗଦାନ କ୍ଷମତାକୁ ବୃଦ୍ଧି କଲେ ଚାକିରି ଆପେ ଆପେ ଆସିବ
– ଆଧ୍ୟାତ୍ମିକତାକୁ ଆପଣାଇଲେ ନିଜର ବ୍ୟବହାର ଅଙ୍କୁଶ ଲାଗିପାରିବ
– ଆଧ୍ୟାତ୍ମିକତା ଦ୍ୱାରା ନିଜର ଆତ୍ମବିଶ୍ୱାସକୁ ବୃଦ୍ଧି କରିପାରିବା
– ଆଧ୍ୟାତ୍ମିକତା ଦ୍ୱାରା ସମୟର ସଦୁପଯୋଗ ହୋଇପାରିବ