Browsing Category

ନ୍ୟୁଜ୍

ଆଠଗଡ ମେଘା ଗାଁରେ ବଜ୍ରାଘାତରେ ୩ ମୃତ

ଆଠଗଡ : ଅକାଳରେ ଚାଲିଗଲା ତିନି ତିନିଟି ଜୀବନ । ଆମ୍ବଗଛ ମୂଳେ ବସିଥିବାବେଳେ ବଜ୍ରାଘାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଆଠଗଡ ମେଘା ଗାଁରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ତିନି ନାବାଳକମାନେ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ । ତେବେ ଅଚାନକ ଏମାନଂକ ଉପରେ ବଜ୍ରପାତ ହେବାରୁ…
Read More...

ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ : କଟକରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ ମନୋହର ପାରିକର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗ ପହଂଚିଛନ୍ତି ମନ୍ତ୍ରୀ । ଏନେଇ ଏୟାର ପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । କଟକରେ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ…
Read More...

ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ବିରୋଧରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି । ଏନେଇ ଆଜି ସମିତି ପକ୍ଷରୁ ପୁରୀ ଟାଉନ ଥାନା ସମ୍ମୁଖରେ…
Read More...

୨୯ ତାରିଖରେ ପ୍ରତି ବ୍ଲକ୍ ଆଗରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ପାର୍ଟି ଅଫିସରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାକୁ ନେଇ ବିଜେପି କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଗାମୀ ରଣନୀତି ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ । ଜୁନ ୨୯ ତାରିଖ ବିଜେପି…
Read More...

ହତ୍ୟା ଧମକ ମିଳୁଥିବା ନେଇ ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା । ଫେସବୁକ୍ ଓ ହ୍ୱାଟ୍ସଅପରେ ତାଂକୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ସେ…
Read More...

ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ : ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଶ୍ରାବଣୀ ନନ୍ଦ

କନକ ବ୍ୟୁରୋ : ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ । ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି ଶ୍ରାବଣୀ ନନ୍ଦ । କାଜକାସ୍ତାନ ପ୍ରତିଯୋଗୀତାରେ ଶ୍ରାବଣୀ ନନ୍ଦଙ୍କୁ ସଫଳତା ମିଳିଛି । ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡି କ୍ୱାଲି ଫାଏ ହୋଇଛନ୍ତି ଶ୍ରାବଣୀ । କାଜାକସ୍ତାନ…
Read More...

ଭଦ୍ରକରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ବିଦେଶୀ ମଦ ଦୋକନାରେ ଭଙ୍ଗାରୁଜା ସହ ପୋଡାଜଳା କଲେ ଉତ୍ୟକ୍ତ ମହିଳା

ଭଦ୍ରକ : ମଦ ବିରୋଧରେ ତାତିଲେ ମହିଳା । ଭଦ୍ରକ ଧାମରା ଦୋସିଙ୍ଗାରେ ଥିବା ବିଦେଶୀ ମଦ ଦୋକନରେ ଉତ୍ୟକ୍ତ ମହିଳା ମାନେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଧାମରା ଦାସିଙ୍ଗାରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ମହିଳା ସଂଘ ବାରମ୍ବାର ଦାବି କରୁଥିଲେ । ଏହି ମଦ ଦୋକନ…
Read More...

ବିଜେପିର ବିକାଶ ଉତ୍ସବ : ଭୁବନେଶ୍ୱରରେ ପହଂଚିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମ କ୍ରିପାଳ ଯାଦବ

ଭୁବନେଶ୍ୱର ଭୂବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଶାରେ ପହଚିଂଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ରାମ କ୍ରିପାଳ ଯାଦବ ଭୁବନେଶ୍ୱର ବନ୍ଦରରେ ପହଚିଂବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ।…
Read More...

ବାରିପଦାରେ କାର ଭିତରୁ ହାତଗୋଡ ବନ୍ଧା ମହିଳା ଉଦ୍ଧାର

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା । ସହରର ଜନଗହଳି ପୂର୍ଣ୍ଣ ଷ୍ଟେସନ ବଜାର ଅଂଚଳରେ  ଏକ କାର ମଧ୍ୟରୁ ଗୋଡହାତ ବନ୍ଧା ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉକ୍ତ କାରକୁ ଅଟକାଇଥିଲେ । ସେହି କାର ଭିତରେ ଜଣେ ମହିଳାଙ୍କ ଗୋଡହାତ…
Read More...

କଟକରେ ବିଜେପିର ବିକାଶ ଉତ୍ସବ : ସାମିଲ ହେବେ କେନ୍ଦ୍ର ମନ୍ତ୍ରୀ ମନୋହର ପାରିକର

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି କଟକରେ ଆୟୋଜିତ ହେଉଥିବା ବିଜେପିର ବିକାଶ ଉତ୍ସବରେ ସାମିଲ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦୁଇ ବର୍ଷର କାମର ହିସାବ ଜନସାଧାରଣଙ୍କ ଆଗରେ ରଖିବେ । ଏହି ଉତ୍ସବରେ…
Read More...