Browsing Category

ନ୍ୟୁଜ୍

୪୮ ଘଂଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:  ଆଗାମୀ ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ । ବିଷୁବ ମଣ୍ଡଳୀୟ ପ୍ରବାହ ସକ୍ରୀୟ ହୋଇଥିବାରୁ ଏହାର ପ୍ରଭାବରେ ଦୁଇଦିନ ମଧ୍ୟରେ କେରଳ ଉପକୂଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ କେରଳରେ ମୌସୁମୀ ଛୁଇଁବାର ଦୁଇଦିନ…
Read More...

ପଂଚମ ଦିନରେ ବି ଜାରି ରହିଛି ବାନା ବାବାଙ୍କ ଆଶ୍ରମ ଉଚ୍ଛେଦ

କୋଣାର୍କ : ମାଟିରେ ମିଶିବ ବାନା ବାବାଙ୍କ କଳକୀ ସାମ୍ରାଜ୍ୟ । ଆଜି ପଚଂମ ଦିନରେ ପ୍ରଶାସନ ପକ୍ଷରୁ ଆଶ୍ରମରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିରେ ୩ଟି ବୁଲଡୋଜରକୁ ନିୟୋଜିତ କରାଯାଇଛି । ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଛି ବେଆଇନ ନିର୍ମାଣ ଭଙ୍ଗା । ଗତକାଲି…
Read More...

ଯୁଦ୍ଧକାଳୀନ ଭିତିରେ ଶ୍ରୀମନ୍ଦିର ଜଗମୋହନ ମରାମତି : ଆଜିଠୁ ଷ୍ଟିଲ ଫ୍ରେମ୍ କାମ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଯୁଦ୍ଧକାଳୀନ ଭିତିରେ ଆରମ୍ଭ ହେବ ପୁରୀ ଜଗମୋହନ ମରାମତି । ଶ୍ରୀମନ୍ଦିର ବୈଷୟିକ କୋର କମିଟିର ତଦାରଖରେ ମରାମତି ପାଇଁ ଛାଂଚ କାମ ଆରମ୍ଭ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହେବ ଷ୍ଟିଲ ଫ୍ରେମ୍ କାମ । ଗତକାଲି ଆରମ୍ଭ ହୋଇଥିବା ଛାଂଚ କାମ ଆସନ୍ତା ୧୧ ତାରିଖ ସୁଦ୍ଧା…
Read More...

କଳି ଆଣୁଛି କଳିକାଳ !

କନକ ବ୍ୟୁରୋ : ଦିନକୁ ଦିନ ଭୟଙ୍କର ରୂପ ନେଉଛି ଦାମ-ଦେବାଶିଷଙ୍କ କଥାଯୁଦ୍ଧ । ଆଉ ନିଆଁରେ ଘିଅ ଢାଳିବାକୁ ଜଣେ ପରେ ଜଣେ ଦଳୀୟ ନେତା ଆଗେଇ ଆସୁଛନ୍ତି । ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପାଇଁ ଓକିଲାତି କରୁଥିବା ବେଳେ ଦାମଙ୍କୁ ଦମ୍ଭ ଦେବାକୁ ଆଗେଇ ଆସିଛନ୍ତି ହୁସେନ ରବି ଗାନ୍ଧି । ଏ ଲଢେଇ…
Read More...

ଜଳୁଛି ଲେଖାଙ୍କ କଥା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ନେଇ ବିବାଦ ତେଜିବାରେ ଲାଗିଛି । ତାଙ୍କ ମନ୍ତବ୍ୟ ସାରା ଓଡିଶାର ନାରୀ ସମାଜ ପାଇଁ ଅପମାନ ବୋଲି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଆଜି ନୀଳଗିରି ଉପଜିଲ୍ଲପାଳଙ୍କ…
Read More...

ତଥାଗତଙ୍କ ସତର୍କଘଂଟି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ଅନ୍ତଦ୍ୱର୍ନ୍ଦ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ଏହି ଘଡିସନ୍ଧି ମୁହୂର୍ତରେ ଦଳର ବରିଷ୍ଠ ନେତା ତଥା ସାଂସଦ ତଥାଗତ ସତପଥୀଙ୍କ ବୟାନ ସମସ୍ତଙ୍କୁ ଚମକାଇ ଦେଇଛି । ଦୈନିକ ଖବରକାଗଜ ଧରିତ୍ରୀରେ ସଂପାଦତୀୟ ଲେଖି ତଥାଗତ କହିଛନ୍ତି ବିଜେଡିକ…
Read More...

ବିଜେପିର ଫ୍ଲପ୍ ସୋ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରେ ବିଜେପିର ଫ୍ଲପ୍ ସୋ । ସୁନ୍ଦରଗଡ଼ ଓ ରାଉରକେଲା ରାଜନୀତିର ବିଜେପିର ମଙ୍ଗ ଧରୁଥିବା ଦିଲ୍ଲୀପ ରାୟ ମୁହଁ ମୋଡ଼ି ଦେବା ପରେ ଆସିଲେନି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀଙ୍କ ଅନୁପସ୍ଥିତିରେ ପାଳିତ ହେଲା ବିକାଶ ଉତ୍ସବ…
Read More...

ବାଲେଶ୍ୱରରୁ ପ୍ରଶ୍ନ, ସଚିବାଳୟରୁ ଉତର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ମୋଦିଙ୍କୁ ନବୀନଙ୍କ ଜବାବ । ବାଲେଶ୍ୱରରେ ବିଜେପିର ବିକାଶ ଉତ୍ସବରେ ମୋଦିଙ୍କ ପ୍ରଶ୍ନର ଆଜି ଭୁବନେଶ୍ୱରରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ତାଙ୍କ ସରକାର ପ୍ରଚାରରେ ନୁହେଁ କାମରେ ବିଶ୍ୱାସ କରେ । ଖାଲି ଏତିକି ନୁହେଁ,…
Read More...

ଶରତ ପାତ୍ରଙ୍କୁ ଇଡିର ୫ ଘଂଟା ଜେରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରକୁ ୫ ଘଂଟା ଧରି ଜେରା କରିଛି ପ୍ରବର୍ତନ ନିର୍ଦେଶାଳୟ । ଏହାପରେ  ପ୍ରତିକ୍ରିୟା ରଖିଛନ୍ତି ଶରତ । ଆକାଉଂଟରୁ ସିଜ୍ ହୋଇଥିବା ୨ଲକ୍ଷ ୫୫ ହଜାର ଟଙ୍କା ତାଙ୍କ ଦରମା ଟଙ୍କା ବୋଲି ସେ କହିଛନ୍ତି । ଏହା ସହ ସାରଥୀଙ୍କ…
Read More...

ବିଜେଡିର ବାଦିପାଲା ପାର୍ଟ-୨

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିରେ ତେଜିଲା ନିର୍ବାଚନ ଫଳ ବିବାଦ । ପୁଣି ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ଡାକ୍ତର ଦାମୋଦର ରାଉତ । ମୁଁ କିଛି ଭୁଲ କହିନି, କି କାହାରି ନାଁ ନେଇନି । କିଏ ଯଦି ଦେହକୁ ନେବ ମୋର କିଛି କହିବାର ନାହିଁ…
Read More...