ବିଜେପିର ବିକାଶ ଉତ୍ସବ : ଭୁବନେଶ୍ୱରରେ ପହଂଚିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାମ କ୍ରିପାଳ ଯାଦବ

30

ଭୁବନେଶ୍ୱର ଭୂବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଶାରେ ପହଚିଂଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ରାମ କ୍ରିପାଳ ଯାଦବ ଭୁବନେଶ୍ୱର ବନ୍ଦରରେ ପହଚିଂବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ଉଭୟ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଆଜି କଟକରେ ଆୟୋଜିତ ହେବାକୁ ଥିବା ବିକାଶ ଉତ୍ସବରେ ସାମିଲ ହେବେ ।