ଆଠଗଡ ମେଘା ଗାଁରେ ବଜ୍ରାଘାତରେ ୩ ମୃତ

24

ଆଠଗଡ : ଅକାଳରେ ଚାଲିଗଲା ତିନି ତିନିଟି ଜୀବନ । ଆମ୍ବଗଛ ମୂଳେ ବସିଥିବାବେଳେ ବଜ୍ରାଘାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଆଠଗଡ ମେଘା ଗାଁରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ତିନି ନାବାଳକମାନେ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ । ତେବେ ଅଚାନକ ଏମାନଂକ ଉପରେ ବଜ୍ରପାତ ହେବାରୁ ମୃତ୍ୟୁ ହୋଇଛି ।