Browsing Category

ନ୍ୟୁଜ୍

ସାଂସଦ ନା ସଂପାଦକ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଉନସିଲ ଉପ-ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ସାଂସଦ ତଥାଗତ ଶତପଥୀଙ୍କ ପ୍ରତିକ୍ରିୟାକୁ ନେଇ ପାଲଟା ପ୍ରଶ୍ନ କରିଛି ବିଜେଡି । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- ସାଂସଦ ନା ସଂପାଦକ ଭାବେ ତଥାଗତ ସଂପାଦକୀୟ ଲେଖିଥିଲେ ତାହା ସ୍ପଷ୍ଟ କରିବା…
Read More...

ଧର୍ମେନ୍ଦ୍ର ବୈାଦ୍ଧିକ ଦେବାଳିଆ : ପ୍ରତାପ ଦେବ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧର୍ମେନ୍ଦ୍ରଙ୍କ ଆଟାକର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ରଙ୍କର ବୌଦ୍ଧିକ ଅପାରଗତା ରହିଛି । ନିର୍ବାଚନ ହାରି ଓଡିଶା ଛାଡି ଚାଲିଯାଇଥିଲେ ଧର୍ମେନ୍ଦ୍ର  । ତେଣୁ ତାଙ୍କୁ ଜଣେ ପଳାତକ ନେତା ଭାବେ କଡା ଭାଷାରେ…
Read More...

ଦେବାଳିଆ ଓ ଅପାରଗ ନବୀନ ସରକାର : ଧର୍ମେନ୍ଦ୍ର

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍: ପ୍ରେସମିଟରେ ନବୀନସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟସରକାର ଅପାରଗ ଓ ଦେବାଳିଆ ବୋଲି କହିଛନ୍ତି । ପରାମର୍ଶଦାତା ଯାହା ଦେଉଛନ୍ତି ନବୀନ ତାହା ପଢି ଶୁଣାଉଛନ୍ତି । ଆଜି ପର୍ଯ୍ୟନ୍ତ ୪୧ ପ୍ରତିଶତ ବିପିଏଲ ପରିବାରକୁ…
Read More...

ଆମ ଟଙ୍କା ଫେରାଇ ଦିଅ

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ଏକାଠି ହୋଇଛନ୍ତି କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର କ୍ଷତିଗ୍ରସ୍ତ ସମାବେଶରେ ସାମିଲ ହୋଇଛନ୍ତି । ସ୍ଥାନୀୟ ନାରୀ ସେବା ସଦନରେ ଆୟୋଜିତ ହୋଇଥିବା ଏହି ସମାବେଶରେ ପ୍ରତି ତହସିଲ ସ୍ତରରେ ଚିଟଫଣ୍ଡ…
Read More...

୪୮ ଘଂଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:  ଆଗାମୀ ୪୮ ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ । ବିଷୁବ ମଣ୍ଡଳୀୟ ପ୍ରବାହ ସକ୍ରୀୟ ହୋଇଥିବାରୁ ଏହାର ପ୍ରଭାବରେ ଦୁଇଦିନ ମଧ୍ୟରେ କେରଳ ଉପକୂଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ କେରଳରେ ମୌସୁମୀ ଛୁଇଁବାର ଦୁଇଦିନ…
Read More...

ପଂଚମ ଦିନରେ ବି ଜାରି ରହିଛି ବାନା ବାବାଙ୍କ ଆଶ୍ରମ ଉଚ୍ଛେଦ

କୋଣାର୍କ : ମାଟିରେ ମିଶିବ ବାନା ବାବାଙ୍କ କଳକୀ ସାମ୍ରାଜ୍ୟ । ଆଜି ପଚଂମ ଦିନରେ ପ୍ରଶାସନ ପକ୍ଷରୁ ଆଶ୍ରମରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏଥିରେ ୩ଟି ବୁଲଡୋଜରକୁ ନିୟୋଜିତ କରାଯାଇଛି । ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିଛି ବେଆଇନ ନିର୍ମାଣ ଭଙ୍ଗା । ଗତକାଲି…
Read More...

ଯୁଦ୍ଧକାଳୀନ ଭିତିରେ ଶ୍ରୀମନ୍ଦିର ଜଗମୋହନ ମରାମତି : ଆଜିଠୁ ଷ୍ଟିଲ ଫ୍ରେମ୍ କାମ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଯୁଦ୍ଧକାଳୀନ ଭିତିରେ ଆରମ୍ଭ ହେବ ପୁରୀ ଜଗମୋହନ ମରାମତି । ଶ୍ରୀମନ୍ଦିର ବୈଷୟିକ କୋର କମିଟିର ତଦାରଖରେ ମରାମତି ପାଇଁ ଛାଂଚ କାମ ଆରମ୍ଭ ହୋଇଥିବା ବେଳେ ଆଜିଠୁ ଆରମ୍ଭ ହେବ ଷ୍ଟିଲ ଫ୍ରେମ୍ କାମ । ଗତକାଲି ଆରମ୍ଭ ହୋଇଥିବା ଛାଂଚ କାମ ଆସନ୍ତା ୧୧ ତାରିଖ ସୁଦ୍ଧା…
Read More...

କଳି ଆଣୁଛି କଳିକାଳ !

କନକ ବ୍ୟୁରୋ : ଦିନକୁ ଦିନ ଭୟଙ୍କର ରୂପ ନେଉଛି ଦାମ-ଦେବାଶିଷଙ୍କ କଥାଯୁଦ୍ଧ । ଆଉ ନିଆଁରେ ଘିଅ ଢାଳିବାକୁ ଜଣେ ପରେ ଜଣେ ଦଳୀୟ ନେତା ଆଗେଇ ଆସୁଛନ୍ତି । ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପାଇଁ ଓକିଲାତି କରୁଥିବା ବେଳେ ଦାମଙ୍କୁ ଦମ୍ଭ ଦେବାକୁ ଆଗେଇ ଆସିଛନ୍ତି ହୁସେନ ରବି ଗାନ୍ଧି । ଏ ଲଢେଇ…
Read More...

ଜଳୁଛି ଲେଖାଙ୍କ କଥା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ ନେଇ ବିବାଦ ତେଜିବାରେ ଲାଗିଛି । ତାଙ୍କ ମନ୍ତବ୍ୟ ସାରା ଓଡିଶାର ନାରୀ ସମାଜ ପାଇଁ ଅପମାନ ବୋଲି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଆଜି ନୀଳଗିରି ଉପଜିଲ୍ଲପାଳଙ୍କ…
Read More...

ତଥାଗତଙ୍କ ସତର୍କଘଂଟି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ଅନ୍ତଦ୍ୱର୍ନ୍ଦ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ଏହି ଘଡିସନ୍ଧି ମୁହୂର୍ତରେ ଦଳର ବରିଷ୍ଠ ନେତା ତଥା ସାଂସଦ ତଥାଗତ ସତପଥୀଙ୍କ ବୟାନ ସମସ୍ତଙ୍କୁ ଚମକାଇ ଦେଇଛି । ଦୈନିକ ଖବରକାଗଜ ଧରିତ୍ରୀରେ ସଂପାଦତୀୟ ଲେଖି ତଥାଗତ କହିଛନ୍ତି ବିଜେଡିକ…
Read More...