Browsing Category

ନ୍ୟୁଜ୍

ସ୍ମାର୍ଟସିଟି ପ୍ରସଙ୍ଗ : ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନସିଂ ଜରିଆରେ ଆଲେଚନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ମାର୍ଟସିଟି ବର୍ଷ ପୂର୍ତି ଉପଲକ୍ଷେ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନସିଂ ଜରିଆରେ ଆଲେଚନା ହେଉଛି । ବୈଠକରେ ୨ ମନ୍ତ୍ରୀ ଏବଂ ୩ ବିଧାୟକ ଉପସ୍ଥିତ ଅଛନ୍ତି । ବୈଠକରେ ଭୁବନେଶ୍ୱର ମେୟର ଏବଂ ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି ।
Read More...

ଦଇତାଙ୍କ ସପକ୍ଷରେ ବାହାରିଲା ନିଯୋଗ : ପ୍ରେମାନନ୍ଦଙ୍କ ଗିରଫ ପ୍ରସଙ୍ଗରେ ପୁରୀ ବିଧାୟକଙ୍କୁ ଫେରାଦ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର ଗିରଫ ଘଟଣାରେ ନବକଳେବର ଭିର୍ତିଭୂମି କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ଦଇତାପତି ନିଯୋଗ । ସଂନ୍ଧ୍ୟା ସୁଦ୍ଧା ମାମଲାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିବା ଦଇତାପତି ନିଯୋଗ…
Read More...

ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ପ୍ରତିବାଦ ଆଶଙ୍କାରେ ୫୯ ଜଣ ବିଜେପି ଓ କଂଗ୍ରେସ…

ଢେଙ୍କାନାଳ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତ କରି ଅକରାନ୍ତିପୁରରେ ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲର ଶୁଭ ଉଦଘାଟନ୍ କରିଛନ୍ତି । ସେହିପରି ଗଁଦିଆ ପଂଚାୟତ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ନେଇ କଡା ସୁରକ୍ଷା…
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ମାଡ ଘଟଣା : ବିଜେଡି ଆକ୍ରମଣ ପ୍ରତିବାରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀଙ୍କୁ ମାଡ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ସ୍ମାରକପତ୍ର ଦେଲା ବିଜେପି । ଏହି ଘଟଣାର ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ସ୍ମାରକ ପତ୍ର ପ୍ରଦାନ କରିଛି ବିଜେପି । ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଛି…
Read More...

ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ହସ୍ତକ୍ଷେପ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ହଟହଟା ହେବା ପରେ ଚୁପ ବସିନାହିଁ ବିଜେପି । ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା…
Read More...

ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ରିଓ ଅଲିମ୍ପିକ୍ସ ଟିକେଟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିଲା ରିଓ ଅଲିମ୍ପିକ୍ସ ଟିକେଟ । ମିଳିଥିବା ସୂଚନା ଅନୁସାରେ କାଜାକସ୍ତାନରେ ୧୧ ଦଶମିକ ୩୦ ସେକେଣ୍ଡରେ ୧୦୦ ମିଟର ଦୌଡି ଏହି ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତି । ପୂର୍ବରୁ ସେ ଗତ ଏପ୍ରିଲ ମାସରେ ଦିଲ୍ଲୀରେ ଅନୁଷ୍ଠିତ…
Read More...

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ରଥ ଖଳାରେ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ହାତରେ ଆଉ ସମୟ କମ ଥିବାରୁ ରଥ ଖଳାରେ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାମ । ବିଶ୍ୱକର୍ମା ସେବାୟତମାନେ ପ୍ରଥମ ଭୂଇଁ କାମ ନିର୍ମାଣରେ ଲାଗିପଡିଛନ୍ତି । ମହାରାଣା ସେବାୟତଙ୍କୁ ସହାୟତା କରୁଛନ୍ତି ଭୋଇ ସେବକ…
Read More...

ପୁଣି ସାମ୍ନାକୁ ଆସିଛି ନବରଙ୍ଗପୁର ଶିଶୁ ଚେଙ୍କ ଘଟଣା

ନବରଙ୍ଗପୁର : ପୁଣି ଥରେ ନବଜାତ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ପଦାକୁ ଆସିଛି । ମାତ୍ର ୧ମାସ ୨୫ ଦିନର ଶିଶୁକୁ ଅତି ଅମାନୁଷିକ ଭାବେ ଚେଙ୍କ ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଖୁଂଟିଆଗୁଡାରେ । ସ୍ଥାନୀୟ ଜୁନେଓ ଓ ଗୀତା ହରିଜନଙ୍କ ଶିଶୁ…
Read More...

ବରଗଡର ଜବାବ୍ ଢେଙ୍କାନାଳରେ ମିଳିବା ଆଶଙ୍କା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ପୁଲିସ ପହରା

ଢେଙ୍କାନାଳ : ବରଗଡର ଜବାବ୍ ଢେଙ୍କାନାଳରେ ମିଳିବା ଆଶଙ୍କା । ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଢେଙ୍କାନାଳ ଯାଉଛନ୍ତି । ଦିନ ସାଢେ ୧୦ଟା ବେଳେ…
Read More...

ସ୍ମାର୍ଟ ସିଟି ଯୋଜନାକୁ ବର୍ଷେ : ଭିଡିଓ କନଫରେନ୍ସିଂ ଜରିଆରେ ୨୦ଟି ସହରର କର୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ମୋଦି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ସ୍ମାର୍ଟ ଯୋଜନାକୁ ବର୍ଷେ ପୂରିଛି । ଏହି ଅବସରରେ ଆଜି ୨୦ଟି ଯାକ ସହର କର୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣେରେ ଉପସ୍ଥିତ ରହି ସ୍ମାର୍ଟ ସିଟି ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ…
Read More...